ମା’ଙ୍କ ମନ୍ଦିର ବେଢାରେ ଡା଼କ ମଣ୍ଡା ଭୋଗ , ଚତୁର୍ଥ ଗୁରୁବାର ମହିଳା ଶ୍ରଦ୍ଧାଳୁଙ୍କ ଗହଳି

ଡେରାବିଶ  ୦୯/୦୫/୨୦୨୪- କେନ୍ଦ୍ରାପଡା ବ୍ଲକ ଅଧୀନ ଇନ୍ଦୁପୁରସ୍ଥିତ ମାଚଣ୍ଡୀଙ୍କ ମନ୍ଦିରବେଢାରେ ଡା଼କମଣ୍ଡା ଭୋଗ ଭୋଗ ପାଇଁ ବୈଶାଖ ମାସର ପ୍ରତ୍ୟେକ ଗୁରୁବାର ମାନସିକଧାରୀ ମହିଳାଙ୍କ ଭିଡ ଲାଗିଥାଏ । ଆଜି ମାସର ଚତୁର୍ଥ ଗୁରୁବାର ଥିବାରୁ ସକାଳ ୫ଟାରୁ ମାଙ୍କ ମନ୍ଦିର…

ସମୃଦ୍ଧ ପାଟକୁରା ଗଠନ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ , ଯୋଡି ଶଙ୍ଖରେ ଭୋଟଦେବାକୁ ନିବେଦନ, କୁରୁଜଙ୍ଗାରେ ବିଜେଡି କର୍ମୀ ସମାବେଶ

ଡେରାବିଶ  ୦୯/୦୫/୨୦୨୪- ଜୁନ ୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇ ଥିଲା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ତାତି ଜୋରଧରିଛି । ବିଜେଡି ଦଳର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ,ଗରଦପୁର ବ୍ଲକ ଅଂଚଳରେ ଘନଘନ କର୍ମୀସମାବେଶ…

ନାମାଙ୍କନପତ୍ର ଦାଖଲର ତୃତୀୟ ଦିବସ : ୪ ଜଣ ବିଧାନସଭା ଓ ଜଣେ ଲୋକସଭା ପାଇଁ ମନୋନୟନ ପତ୍ର ଦାଖଲ କରିଛନ୍ତି

କେନ୍ଦ୍ରାପଡା, ୯ା୫: ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ ୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଉଛନ୍ତି ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ଚିଦାନନ୍ଦ ପରିଡା, ୯୮-ଆଳି ବିଧାନସଭା କ୍ଷେତ୍ର…

୧୦ରେ ନାମାଙ୍କନ ଭରିବେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା, ୯ା୫: ଆସନ୍ତା ୧୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଶ୍ରୀ ପଣ୍ଡା ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱରେ ରହିବା…

ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ

କେନ୍ଦ୍ରାପଡ଼ା, ୮/୫: କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡ଼ା ସହରସ୍ଥିତ ଦ ଡେଷ୍ଟିନେସନ କାକଟଠାରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡ଼ା ବିଧାନସଭା ସଂଯୋଜକ ଉପିନ ରାଉତଙ୍କ ସଂଯୋଜନାରେ କେନ୍ଦ୍ରାପଡ଼ା ନଗରର…