କେନ୍ଦ୍ରାପଡ଼ା, ୧୯ା୫: ଭାରତର ନିର୍ବାଚନ କମିଶନ୍ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟବେକ୍ଷକ, ସମସ୍ତ ରାଜନୈତିକ ଦଳ ଓ ସାଧାରଣ ନିର୍ବାଚନ-୨୦୨୪ରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ବାଲାଟ୍ ୟୁନିଟ୍ (ବିୟୁ), କଂଟ୍ରୋଲ ୟୁନିଟ୍(ସିୟୁ) ଓ ଭିଭିପାଟ୍ର ଦ୍ୱିତୀୟ…
Month: May 2024
ବିଶାଳ ରୋଡସୋରେ ଧ୍ରୁବ ଓ ଅଂଶୁମାନ, ସମଗ୍ର ଅଂଚଳ ଶଙ୍ଖମୟ
କେ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଉତିକଣ ଅଂଚଳ ଭାବେ ପରିଚିତ ସାନଜରିଆ, ଅରଡ଼ପଲ୍ଲୀ ଓ ଗଙ୍ଗାରାମପୁର ପଂଚାୟତରେ ବିଜେଡି ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଶାଳ ରୋଡ଼ସୋ…
ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ବୈଠକ
କେନ୍ଦ୍ରାପଡ଼ା, ୧୮ା୫: ନିର୍ବାଚନୀ ଖର୍ଚ୍ଚ ଉପରେ ନିର୍ଭର କରେ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା । ତେଣୁ ସମସ୍ତ ରାଜନୈତିକ ଦଳ ଓ ସାଧାରଣ ନିର୍ବାଚନ-୨୦୨୪ରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀଙ୍କ ସହ ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ…
ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ୍ ଅଫିସରଙ୍କ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡ଼ା, ୧୫ା୫: କେନ୍ଦ୍ରାପଡ଼ା ଜିଲ୍ଲାରେ ୨୦୨୪ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ୍ ଅଫିସର୍ମାନଙ୍କ ଅନ୍ତିମ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତି ଭବନରେ…
ସାଧାରଣ ପର୍ଯ୍ୟବେକ୍ଷକଙ୍କ ପାଟକୁରା ବିଧାନସଭା କ୍ଷେତ୍ରର ବିଭିନ୍ନ ବୁଥ୍ ପରିଦର୍ଶନ
କେନ୍ଦ୍ରାପଡ଼ା, ୧୮ା୫: ସାଧାରଣ ପର୍ଯ୍ୟବେକ୍ଷକ ସାକେତ ମାଲବିୟ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍କୁ ଆଜି ପରିଦର୍ଶନ କରିଛନ୍ତି । ୪ଟି ଉତ୍ତେଜନା ପ୍ରବଣ ବୁଥ୍, ଗୋଟିଏ ଯୁବ ବୁଥ୍, ୨ଟି ସଖି ବୁଥ୍ ଏବଂ ୧୧ଟି ସାଧାରଣ…
ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ
BBSR-18/5-ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ପାଇଁ ଭାଜପାରୁ ବରିଷ୍ଠ ନେତା ବିଜୟ ମହାପାତ୍ର, ଶାରଦା ପ୍ରଧାନ ଏବଂ ରାକେଶ ମଲ୍ଳିକଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କୃତ କରାଯାଇଥିଲା । ଏହାକୁ ନେଇ…
ଧ୍ରୁବ ଓ ଅଂଶୁମାନଙ୍କ ବିଶାଳ ରୋଡସୋ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ସମଗ୍ର ଅଂଚଳ
ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିପଡିଥିବା ବେଳେ ଶନିବାରରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଉତିକଣ ଅଂଚଳ ଭାବେ ପରିଚିତ ସଂସାରଫଳ ଖଣତା ଓ ଓଉପଦା ପଂଚାୟତରେ…
ଜିଲ୍ଲା ଓକିଲ ସଙ୍ଘରେ ନିର୍ବାଚନ ପ୍ରଚାର କଲେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ
କେନ୍ଦ୍ରାପଡ଼ା, ୧୮ା୫: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ଆଇନଜୀବୀମାନଙ୍କୁ ଭେଟି ନିର୍ବାଚନ ପ୍ରଚାର କରିଛନ୍ତି ବିଜୁ ଜନତାଦଳର କେନ୍ଦ୍ରାପଡା ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା । ଚଳିତ ସାଧାରଣ ନିର୍ବାଚନରେ ବିଜୁ…
କେନ୍ଦ୍ରାପଡ଼ାରେ ବିଜେପିର ହେଭି ୱେଟ୍ ନେତାଙ୍କ ପ୍ରଚାର
କେନ୍ଦ୍ରାପଡ଼ା ତା.୧୮/୫: କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ଆଗାମୀ ନିର୍ବାଚନରେ ବିଜୟ କରାଇବା ପାଇଁ ବିଜେପିର ହେଭୀ ୱେଟ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ଅପରାହ୍ନରେ ସ୍ଥାନୀୟ ବଉଳ ବିହାର ସନ୍ନିକଟ ପଡ଼ିଆରେ ଏକ ବିଶାଳ ଜନସଭାରେ…
ଜାତୀୟ ଆଧ୍ୟାମିôକ ନୃତ୍ୟ କର୍ମଶାଳା
କେନ୍ଦ୍ରାପଡା ୧୮/୫- ଗତ ଶୁକ୍ରବାର ସ୍ଥାନୀୟ ଗୁହାଳସିଂସ୍ଥିତ ଜ୍ୟୋତିର୍ମୟୀ ମହିଳା ସମିତି ଭବନରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଓ ଗବେଷଣା କେନ୍ଦ୍ର, ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ୍ ଡ୍ରାମା ଆଣ୍ଡ କଲ୍ଚର, ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗୀତ ସଦନ,ଭୂବନେଶ୍ୱରର ସ୍ୱର୍ଣ୍ଣାଞ୍ଚଳ…
କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ବିଧାନସଭା ଓ ବ୍ଲକ ସ୍ତରୀୟ ବିଜେଡିର ସଂଯୋଜକ ନିଯୁକ୍ତି
Kendrapara, ୧୮/୫: ଆସନ୍ତା ନିର୍ବାଚନ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ବିଧାନସଭା ଓ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ପକ୍ଷରୁ ସଂଯୋଜକ ନିଯୁକ୍ତି କରାଯାଇଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା…
ବିଜେଡି ବନ୍ଧୁମିଳନ ଶଙ୍ଖଚିହ୍ନରେ ଭୋଟ ଦେବାକୁ ଆହ୍ୱାନ
kendrapara ୧୮/୫ -ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାର କରିବା ସହିତ ବିଜେଡିର ଲୋକସଭା…
ଧ୍ରୁବ ଓ ଅଂଶୁମାନଙ୍କ ବିଶାଳ ରୋଡଶୋ, ସମଗ୍ର ଅଂଚଳ ଶଙ୍ଖମୟ
ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏକ…
ଖଡିଅଣ୍ଟା ପଞ୍ଚାୟତ କଂଗ୍ରେସ କର୍ମୀ ସମ୍ମିଳନୀ ମିଶ୍ରଣ ପର୍ବ
ଚଳିତ ୨୦୨୪ ସାଧାରଣ ନିର୍ବାଚନ ଜୁନ ମାସ ୧ ରେ ଅନୁଷ୍ଟିତ ହେବ । ଏଥିନେଇ ବିଭିନ୍ନ ଦଳ ପକ୍ଷରୁ ଘନ ଘନ ବୈଠକ ଓ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରୁଥିବା ଲକ୍ଷ୍ୟ କରାଯାଉଥିବା ବେଳେ…
ବିଜେପିର ମିଶ୍ରଣ ପର୍ବ
କେନ୍ଦ୍ରାପଡା ୧୭/୫- ଆଜି ଭାରତୀୟ ଜନତା ପାର୍ଟି ତରଫରୁ କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁରସ୍ଥିତ ଚଣ୍ଡିଆ ପ୍ୟାଲେସଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି, ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରାପଡା…
କେନ୍ଦ୍ରାପଡା ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
କେନ୍ଦ୍ରାପଡ଼ା, ୧୭ା୫: କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ କଏଦୀ ଜଣକ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମଳିପୁର ଗ୍ରାମର ରଞ୍ଜନ ମଲିକ ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା…
ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କୁ ୱାର୍ଡସଭ୍ୟଙ୍କ ଉଦେଶ୍ୟମୂଳକ ଅସହଯୋଗ ଅଭିଯୋଗ
କେନ୍ଦ୍ରାପଡ଼ା, ୧୬ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମ ପଞ୍ଚାୟତର ମହୁ ଗ୍ରାମର ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରର କମୀଙ୍କୁ ସେହି ୱାର୍ଡର ୱାର୍ଡସଭ୍ୟ ଦେଶ୍ୟମୂଳକ ଭାବେ ଅସହଯୋଗ କରୁଥିବା ବେଳେ ବିଭିନ୍ନ ସମୟରେ କର୍ମୀଙ୍କ ବିରୋଧରେ ମିଥ୍ୟା ଓ…
ମତାଧିକାର ସାବ୍ୟସ୍ତ କରିବାରୁ ବଂଚିତ ହେବେ ଦାଦନ ଶ୍ରମିକ
କେନ୍ଦ୍ରାପଡା ଲୋକସଭା ରାଜନଗର ବିଧାନସଭା କ୍ଷେତ୍ରରେ ଜୁନ ମାସ ୧ ରେ ହେବ ଶେଷ ପ୍ରର୍ଯ୍ୟାୟ ନିର୍ବାଚନ । ବୁଢ଼ାବୁଢ଼ୀଙ୍କଠାରୁ ନେଇ ବିଭିନ୍ନ ବର୍ଗର ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର…
ବ୍ୟାଙ୍କ ଆକାଉଣ୍ଟରୁ ୩ଲକ୍ଷ ୬୬ହଜାର ଟଙ୍କା ଗାଏବ
କେନ୍ଦ୍ରାପଡ଼ା, ୧୫ା୫: କେନ୍ଦ୍ରାପଡା ପୈାରସଂସ୍ଥାର ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ବଜାର ଶାଖାରେ ଥିବା ପାସବୁକରୁ ୩ଲକ୍ଷ ୬୬ହଜାର ୨୭ଟଙ୍କା କେହି ୭ଟି ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ପୈାର ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର କେନ୍ଦ୍ରାପଡା ଟାଉନ ଥାନାରେ…
ଭିଜିଲାନ୍ସ ଜାଲରେ ମହାକାଳପଡା ତହସିଲର ଆର୍.ଆଇ. ଓ ଅମିନ
କେନ୍ଦ୍ରାପଡ଼ା, ୧୫ା୫: ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲ କାର୍ଯ୍ୟାଳୟର ଅମିନ ଉମାକାନ୍ତ ବେହେରା ଓ କେଆରବାଙ୍କ ରାଜସ୍ୱ ନୀରିକ୍ଷକ ସୁଦର୍ଶନ ନାୟକଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ…
କେନ୍ଦ୍ରାପଡା ଜିଲ୍ଲାରେ ୩ ଲୋକସଭା ଓ ୪ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ନାକଚ
କେନ୍ଦ୍ରାପଡ଼ା, ୧୫ା୫: ଚଳିତ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡା ଲୋକସଭା ନିମନ୍ତେ ଦାଖଲ କରିଥିବା ୩ ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ କେନ୍ଦ୍ରାପଡା ଓ ଆଳି ବିଧାନସଭା କ୍ଷେତ୍ର ପାଇଁ ଦାଖଲ କରାଯାଇଥିବା ୪ଜଣ ବିଧାନସଭା ପ୍ରାର୍ଥୀଙ୍କ…
ନିର୍ବାଚନ ପାଇଁ ତିନିମୁହାଣୀ କଲେଜ ଛକରେ ଗାଡି ଚେକିଂ
କେନ୍ଦ୍ରାପଡା ୧୫/୫- କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ତିନିମୁହାଣୀ କଲେଜ ଛକ ନିକଟରେ କାର, ଟ୍ୟାକ୍ସି ଜାତୀୟ ଚାରି ଚକୀୟା ଯାନଗୁଡିକରେ କଡାକଡି ଯାଞ୍ଚ କରିଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ…
ନବୀନଙ୍କ ବିକାଶଧାରା ଆଗରେ ବିରୋଧୀ ଫେଲ, ରେକର୍ଡ ବିଜୟ ଲକ୍ଷ୍ୟରେ ବିଜେଡି
ପଟ୍ଟାମୁଣ୍ଡାଇରେ ବିଶାଳ ନିର୍ବାଚନୀ ସଭା କେନ୍ଦ୍ରାପଡା ୧୫/୫ ସାରା ଭାରତରେ ନଂ ୧ମୁଖ୍ୟମନ୍ତ୍ରୀ ଅଦ୍ୱିତୀୟ ଜନନାୟକ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଦେଶରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ…
ପଟ୍ଟାମୁଣ୍ଡାଇରେ ବୈଜୟନ୍ତ ଓ ଲଳିତଙ୍କ ରୋଡ଼ ଶୋ
କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଭାଜପା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ଲଳିତ ବେହେରା ମଙ୍ଗଳବାର ଅପରାହ୍ନରେ ଏକ ରୋଡ ଶୋ ଓ ବାଇକ ଶୋଭାଯାତ୍ରା କରି ପୌରାଂଚଳର ବିଭିନ୍ନ ଓାର୍ଡ…










