କେନ୍ଦ୍ରାପଡ଼ା,୧୦ା୯: କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟର ଦୁର୍ନୀତି ଅଧୁନା ଚରମ ସୀମାରେ ପହଞ୍ôଚଛି । ଅତୀତରେ ଉଦାହରଣ ଅଛି ଯେ ବଞ୍ôଚଥିବା ଲୋକଙ୍କୁ ମୃତ ଘୋଷଣା କରି ତା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିଲା । ଜିଲ୍ଲା ଶ୍ରମିକ ସଂଗଠନ ଗୁଡିକର ମିଳିତ ଆନ୍ଦୋଳନରେ ଏହାର ଏକ ଆଶୁ ସମାଧାନ ହୋଉଥିବା ସ୍ଥଳେ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଥିବାର ନଜର ରହିଛି । ଅଧୁନା […]










