ଦଳିତ ଜାତିସଂଘ ପକ୍ଷରୁ ଆମ୍ବେଦକର ଶ୍ରାଦ୍ଧ ଦିବସ ପାଳିତ



ପଟ୍ଟାମୁଣ୍ଡାଇ ତା ୬/୧୨- ପଟ୍ଟାମୁଣ୍ଡାଇ ଦଳିତ ଜାତିସଂଘ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ ଭୀମ ରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସଭାପତି କଳ୍ପତରୁ ମଲିକଙ୍କ ପୌରହିତ୍ୟରେ ଦଳିତ ଜାତି ସଂଘ କାର୍ଯ୍ୟାଳୟରେ ଆୟୋଜିତ ସଭାରେ କଂଗ୍ରେସ ଦଳିତ ସେଲ ଜିଲ୍ଲା ଅଧକ୍ଷ ସର୍ବେଶ୍ୱର ସେଠୀ,ଆମ୍ବେଦକର ଲୋହିଆ ବିଚାର ମଞ୍ଚ ସଭାପତି ବିଷ୍ଣୁ ମଲିକ,ସୁମନ୍ତ ମାଝୀ, ଉତ୍ତମ ମଲିକ,ଖଗେଶ୍ୱର ମଲିକ, ବାବାଜୀ ମଲିକ,ଦିଲ୍ଲୀପ ମଲିକ, ଆଦିକନ୍ଦ ଜେନା, ପ୍ରଫୁଲ୍ଲ ଜେନା,ରାଜ କିଶୋର ପ୍ରଧାନ, ଇଶ୍ୱର ମଲିକ ସୁଶାନ୍ତ ମଲିକ, ଗୋପୀନାଥ ମଲିକ ସର୍ବେଶ୍ୱର ସେଠୀ ଓ କୁଞ୍ଜ ମଲିକ ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading