କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ସହରର କାକଟସ୍ଥିତ ସୂର୍ଯ୍ୟଭବନରେ କେନ୍ଦ୍ରାପଡାର ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୧୭ତାରିଖରେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଏହି ଜନ୍ମବାର୍ଷିକ ପାଳନ କରାଯିବାକୁ ସ୍ଥିର […]
Year: 2024
କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ଅଧିନସ୍ଥ ସମଲପୁର ଗ୍ରାମର ବରିଷ୍ଠ ନାଗରିକ ଯୁଧିଷ୍ଠିର ସ୍ୱାଇଁଙ୍କର ଅଠାଅଶୀ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସମୟରୁ ରାଜନୈତିକ ଜୀବନ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ସେ ଜଣେ ଗାନ୍ଧୀବାଦୀ କଂଗ୍ରେସ କର୍ମୀ ଭାବରେ ନିଜର ସାଂଗଠନିକ ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି । ଆଜୀବନ ଖଦଡ ପିନ୍ଧି ନିଷ୍ଠାପର ଓ […]
କେନ୍ଦ୍ରାପଡ଼ା, ୧୦ା୬: ପବିତ୍ର ଶୀତଳ ଷଷ୍ଠି ଉତ୍ସବ ଗୋପ ସ୍ଥିତ ଅମରେଶ୍ୱର ପୀଠରେ ସୋମବାର ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବା ପରେ ରବିବାର ସକାଳେ ଶୁଭ କଳସ ଜଳଯାତ୍ରା ସହିତ ଗୁରୁପୂଜା, ସୂର୍ଯ୍ୟପୂଜା ଓ ଗୋପୂଜା କରାଯାଇ ଅଗ୍ନି ସ୍ଥାପନ ପୂର୍ବକ ରୁଦ୍ରାଭିଷେକ, ଚଣ୍ଡିପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ରୁଦ୍ରାଭିଷେକ ଓ ହୋମଯଜ୍ଞ ପରେ ହର-ପାର୍ବତୀ […]
ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । ଏହା ଏମିତି ଏକ ସତ୍ୟ ଯାହାକୁ ଆଜି ପର୍ଯ୍ୟନ୍ତ କିଏ ମିଛ ବୋଲି ପ୍ରମାଣିତ କରିପାରିନାହିଁ । ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । କିନ୍ତୁ ବୟସ ହେବା ପୂର୍ବରୁ ଯଦି କେହି ମୃତ୍ୟୁବରଣ କରେ ତାହାହେଲେ ପରିବାର ଭାଙ୍ଗିପଡେ ଓ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଏ । ଏଭଳି ଏକ ହୃଦୟ ସ୍ପର୍ଶୀ ଘଟଣା ଘଟିଛି […]
କେନ୍ଦ୍ରାପଡ଼ା, ୯ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରୀ ଏନସିସି ବାଳିକା ବିଭାଗର ସିନିଅର ଅଣ୍ଡର ଅଫିସର ମିସ ଏଲୀନା ଜତିଙ୍କର ୨୩ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ବହୁ ଦିନ ଧରି ଲିଭର ଜଣ୍ଡିସ ରୋଗରେ ପିଡିତ ଥିଲେ । ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତା ଜତିଙ୍କ ବିୟୋଗରେ ସ୍ମୃତିଚାରଣ କରାଯିବା ସହ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି […]
କେନ୍ଦ୍ରାପଡ଼ା ୭/୬: କେନ୍ଦ୍ରାପଡା ପୌରାଞ୍ଚଳରେ ନବ ନିର୍ବାଚିତ ବିଧାୟକ ବିଜେଡି ନେତା ଗଣେଶ୍ୱର ବେହେରାଙ୍କ ସମେତ ପୌର ପ୍ରତିନିଧି ଓ କର୍ମୀମାନଙ୍କ ସହ ରବିବାର ଅପରାହ୍ନ ୪ଟା ସମୟରେ ପଦଯାତ୍ରା କରି ଭୋଟ ଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପଦଯାତ୍ରା ତିନିମୂହାଣୀ ରାମମନ୍ଦିର ପରିସରରୁ ବାହାରି ନୂଆବସଷ୍ଟାଣ୍ଡ, କାକଟ, ବଡହାଟ, ପୁରୁଣା ବସଷ୍ଟାଣ୍ଡ, ସାନ୍ତସାହି ଦେଇ ବଳଦେବ ଜୀୟୁଙ୍କ ମନ୍ଦିରରେ ଶେଷ ହୋଇଥିଲା । ସହରର ପ୍ରତ୍ୟେକ ମୁଖ୍ୟ […]
କେନ୍ଦ୍ରାପଡ଼ା ୯/୬: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ନବନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ପହଞ୍ôଚ ଶିକ୍ଷକ ନେତାମାନଙ୍କ ସହିତ ସୋହାର୍ଦ୍ଧପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ଅବସରରେ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ସମ୍ବନ୍ଧୀୟ ବିବିଧ ସମସ୍ୟା ଉପରେ ଶିକ୍ଷକ ନେତାମାନେ ଆଲୋଚନା କରିଥିଲେ । ଓଷ୍ଟା ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, […]
ରାଜନଗର ବିଧାୟକ ଭାବେ ପ୍ରଭାବଶାଳୀ ବିଜେଡି ଯୁବନେତା ବିଧାୟକ ଧ୍ରୁବ ସାହୁ ପୁନର୍ବାର ବିଜୟ ବାନା ଉଡାଇ ଦ୍ୱିତୀୟ ବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି I ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ସାହୁ ପୁନର୍ବାର ବିଧାୟକ ଭାବେ ନିର୍ବାଚିତ ହେବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧକ୍ଷ ହେମନ୍ତ […]
କେନ୍ଦ୍ରାପଡ଼ା ୮/୬ – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତ ବାଲିଗୋଠ ଗ୍ରାମରେ ପିପିଏଲ ଓ ରିଲିଆନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ମୂର୍ତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା ଓ ମୂର୍ତ୍ତିକା ପରୀକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାରାଦ୍ୱୀପ ଫସଫେଟ ଲିମିଟେଡ଼ ର କୃଷି ସଂଯୋଜକ ନୀଳମାଧ୍ୱ ପଣ୍ଡା ମୂର୍ତ୍ତିକା ସ୍ୱାସ୍ଥ୍ୟ ଯତ୍ନ ଓ ସାର ପରିଚାଳନା ବିଷୟରେ ଆଲୋଚନା କରିବା ସହ କିପରି ମୂର୍ତ୍ତିକାକୁ […]
କେନ୍ଦ୍ରାପଡ଼ା, ୮ା୬: କେନ୍ଦ୍ରାପଡା ଜିଲ୍ଲା ପ୍ରିୟଶ୍ଳୋକ ଆର୍ଯ୍ୟ ଫାଉଣ୍ଡେସନ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଆଜି ଶନିବାର ଦିନ କେଶପୁର ବଜାରଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଆଇନଜୀବୀ ଲଳିତେନ୍ଦୁ ପଣ୍ଡା ସଭା ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ସେ ଟ୍ରଷ୍ଟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଗତ ୩ବର୍ଷତଳେ ପ୍ରିୟଶ୍ଳୋକ ଆର୍ଯ୍ୟ ଆକସ୍ମିକ ମୃତ୍ୟୁବରଣ କରିଥିଲେ । ସେ […]
କେନ୍ଦ୍ରାପଡ଼ା ୭/୬: ଆଜି କେନ୍ଦ୍ରାପଡା ନଗର ବିଜେଡି ତରଫରୁ ଏକ ଜରୁରୀ ବୈଠକ ଆହୁତ କରାଯାଇଥିଲା । କାକଟ ସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପୌରହିତ୍ୟ କରିଥିଲେ । ଏହି ବୈଠକରେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ନଗର ବିଜେଡି, ମହିଳା ବିଜେଡି ଓ ପୌର ପ୍ରତିନିଧିମାନଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୌର ପ୍ରତିନିଧି ତରଫରୁ ପୌରାଧ୍ୟକ୍ଷା […]
ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣିପାରୁନାହିଁ । ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଁଚି ଥିବା ବେଳେ ଶୁକ୍ରବାର ୬୦/୭୦ରେ ବିକ୍ରି ହେଉଛି ।ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡ଼ିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନାହିଁ । କେନାଲ […]
ଗୁରୁ ଶିଷ୍ୟର ସମ୍ପର୍କ ଅତୁଟ, ଯଦି ଗୁରୁ ଠିକ୍ଭାବରେ ଛାତ୍ରକୁ ଗଢିତୋଳିଥିବ ସେ କେବେ ଗୁରୁନିନ୍ଦା କରିବନାହିଁ । ଆଦର୍ଶ ଛାତ୍ରହିଁ ପ୍ରକୃତ ଗୁରୁଦକ୍ଷିଣା ଦେଇପାରିବ ବୋଲି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପିଠ ୧୯୮୯ ମସିହା ପୁରାତନ ଛାତ୍ରୀଛାତ୍ରଙ୍କ ଦ୍ୱାରା ଗୁରୁପୂଜନ ଓ ବନ୍ଧୁମିଳନ ସମାରୋହ ଉପସ୍ଥିତ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଖବରଦାତା ଭାସ୍କର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପୂର୍ବତନ […]
ଭୁବନେଶ୍ୱର,୭/୬: ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଆଜି ଓଡ଼ିଶା ଆସିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ବିଜେଡିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରାଯାଉଥିବାବେଳେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି । ନବୀନଙ୍କ ଉତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା […]
ଓଡ଼ିଶା ନୁହେଁ ତମାମ ଭାରତୀୟ ରାଜନୀତିର ଏକ ଅଦ୍ଭୂତ ବ୍ୟକ୍ତିତ୍ୱ ଭାବେ ପରିଗଣିତ ହୋଇଥିବା ନବୀନ ବାବୁ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ । ମୋଦି ସୁନାମୀରେ ବ୍ରାଣ୍ଡ ନବୀନ ଧ୍ୱଂସବିଧ୍ୱଂସ । ଓଡ଼ିଶା ରାଜନୀତିରେ ଅଟଳ, ଅଚଳ, ଅପରାଜୟ, ଅପ୍ରତିଦ୍ୱନ୍ଦ୍ୱୀର ମହାନାୟକ ନବୀନ ପଟ୍ଟନାୟକଙ୍କୁ ଶକ୍ତଧକ୍କା ଲାଗିଛି । ୨୪ବର୍ଷର ନିରଙ୍କୁଶ ଯାତ୍ରାରେ ଯବନିକା ପଡ଼ିଛି ଆଉ ଭାରତର ଅନ୍ୟତମ ପ୍ରଭାବୀ ତଥା ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡ଼ି ବିପର୍ଯ୍ୟୟ […]
ଲୋକସଭା ନିର୍ବାଚନର ଫଳାଫଳ ପରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳିଛି । ପରାଜିତମାନଙ୍କ ଶିବିରରେ ଆନନ୍ଦ ଉଲ୍ଲାସ ଏବଂ ବିଜୟୀମାନଙ୍କ ଘରେ ଶୋକ । ଭାଜପା ସରକାର ଗଢିବା ନିଶ୍ଚିତ, କିନ୍ତୁ ମୋଦୀକ ଗ୍ୟାରେଣ୍ଟି ଯୁଗ ଶେଷ ହୋଇଛି । ଭୋଟରମାନେ ଏଥର ଭାଜପର ଇଗୋକୁ ଅଭିଷେକ କରିଛନ୍ତି। ଏକଜିଟ୍ ପୋଲ୍ ଫଳାଫଳ ଦର୍ଶାଇଥିଲା ଭଜପା ଭଲ ପ୍ରଦର୍ଶନ କରିବ । ଏକଜିଟ୍ ପୋଲରେ ଯେତେ ରାଜନୈତିକ ପଣ୍ଡିତ […]
କେନ୍ଦ୍ରାପଡ଼ା ୭/୬: ଶତାୟୁ ଈଶ୍ୱର ଚନ୍ଦ୍ର ସାହୁଙ୍କ ମହାପ୍ରୟାଣର ଦ୍ୱାଦଶାହରେ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଚାଟରାପାଟଣାଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା କହିଲେ ଈଶ୍ୱର ଚନ୍ଦ୍ର ସାହୁ ଜାତକ ଅନୁଯାୟୀ ୯୯ ବର୍ଷ ୬ ମାସରେ ଦେହାନ୍ତ ହୋଇଥିଲା । ତେଣୁ ୬ ମାସରୁ ଉର୍ଦ୍ଧ୍ୱ ହେଲେ ତାକୁ ଗୋଟିଏ ବର୍ଷ ବୋଲି ଗଣନା କରାଯାଇଥାଏ । ଏଣୁ […]
ନୂଆଦିଲ୍ଲୀ,୭।୬: ଶୁକ୍ରବାର ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଭାବେ ମନୋନୀତ କରାଯାଇଛି। ଏହାପରେ ପରେ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି। ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ। ଏନଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ ଆଲାଏନ୍ସ ସଫଳ ହୋଇନି। ଏନଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ। ୩୦ ବର୍ଷ […]
BBSR,୭।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ତେବେ ବିଜେଡିର ଶୋଚନୀୟ ପରାଜୟକୁ ନେଇ କାରଣ ଖୋଜା ଚାଲିଛି। କିଏ କହୁଛି ପାଣ୍ଡିଆନ୍ ଏହାର ମୁଖ୍ୟ କାରଣ ତ ଆଉ କିଏ କହୁଛି ଉଭୟ ପାଣ୍ଡିଆନ୍ ଏବଂ ନବୀନ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ଏସବୁ ଭିତରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି । କୁହାଯାଉଛି, […]
ଅଷ୍ଠଦଶ ଲୋକ ସଭା ସହ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ଲାଗି ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି । କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି । ସେହିଭଳି ଓଡ଼ିଶାରେ ଭାଜପା, ଅରୁଣାଚଳ ପ୍ରଦେଶରେ ବିଜେପି, ସିକ୍କିମରେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍) ଏବଂ ଆନ୍ଧ୍ରରେ ଟିଡିପି (ତେଲୁଗ ଦେଶମ ପାଟି) ସରକାର ଗଠନ କରିବା […]
BBSR- 6/6-ରାଜ୍ୟରେ BSKY ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଦୂର କରିଛନ୍ତି । ଗୁରୁବାର ସେ ଏକ ଭିଡିଓ ଜାରି କରି ସ୍ପଷ୍ଟ କହିଛନ୍ତି ଯେ, BSKY ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସା ଅବ୍ୟାହତ ରହିଛି। ବିଏସ୍କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲଗୁଡ଼ିକ ଅବହେଳା କରିପାରିବେ ନାହିଁ କି ଡିସ୍ଚାର୍ଜ କରିପାରିବେ ନାହିଁ। BSKY କାର୍ଡ ପାଇଁ ରୋଗୀଙ୍କୁ ମଧ୍ୟ ଫେରାଇବେ […]
କେନ୍ଦ୍ରାପଡ଼ା, ୫/୬: ସାଧାରଣ ନିର୍ବାଚନ ଅବସରରେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଓ ମହାକାଳପଡା ବିଧାନସଭାର ନବନିର୍ବାଚିତ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କର ବିଜୟ ଫଳରେ ବିକାଶ ମଞ୍ଚର ସଭାପତି ତଥା ପରିବେଶବିତ୍ କାଶିନାଥ ରାଉତରାୟ ସମ୍ପାଦକ ବିଚିତ୍ର ବାରିକ, ଉପଦେଷ୍ଟା ପ୍ରତାପ ରୁଦ୍ର ପାଇକରାୟ, ମଞ୍ଚର ସଦସ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ଧନେଶ୍ୱର ସେଠୀ, ମିକି ମହାପାତ୍ର, ନିରଞ୍ଜନ ଓଝା, ବିଶ୍ୱନାଥ ରାଉତରାୟ, ଲକ୍ଷ୍ମୀଧର ସ୍ୱାଇଁ, ସରୋଜ […]
କେନ୍ଦ୍ରାପଡ଼ା, ୫ା୬: ସମ୍ପ୍ରତି ୨୦୨୪ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନରେ କେନ୍ଦ୍ରାପଡା ନବନିର୍ବାଚିତ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାନସଭାର ପ୍ରତାପ କେଶରୀ ଦେବ, ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ଦୂର୍ଗାପ୍ରସନ୍ନ ନାୟକ ଓ ଅରବିନ୍ଦ ମହାପାତ୍ରଙ୍କୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ ତରଫରୁ ଅଭିନନ୍ଦନ । ସମଗ୍ର ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ଆମ ଜିଲ୍ଲା ରାଜନୈତିକ ମାନଦଣ୍ଡରେ ରାଜ୍ୟରେ ୨୭ତମ ସ୍ଥାନରେ ସ୍ଥାନୀତ । […]
କେନ୍ଦ୍ରାପଡ଼ା, ୫ା୬: କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ବିଜୁ ପଟ୍ଟନାୟକଙ୍କ ଗଡ ଭାବେ ଖ୍ୟାତ । ଏହି ଗଡକୁ ବିଜେପି ନେତା ବୈଜୟନ୍ତ ପଣ୍ଡା ଦଖଲ କରି ଇତିହାସ ରଚନା କରିଛନ୍ତି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ ଶ୍ରୀ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ ବିଜୟ ଲାଭ କରିଛନ୍ତି । ସେହିପରି ଭାବେ ମହାକାଳପଡା ବିଧାୟକ ବିଜେପି ପ୍ରାର୍ଥୀ ଦୂର୍ଗା ପ୍ରସନ୍ନ ନାୟକ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ […]










