ପଟ୍ଟାମୁଣ୍ଡାଇ ତା ୧୫/୫ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ଜିତେନ୍ଦ୍ର କୁମାର ରାଉତ ( ଜିତୁ )ଆଜି ଗୁରୁବାର ପ୍ରାତଃ ଭ୍ରମଣ ସାରି ଘରେ ଗାଧୋଇ ସାରିବା ପରେ ହଠାତ ଅସୁସ୍ଥ ଅନୁଭବ କରି ବିଶ୍ରାମ ନେବା ସମୟରେ ହୃଦଘାତ ଶିକାର ହୋଇ ଥିଲେ I ତାଙ୍କୁ ତତକ୍ଷଣାତ ଚିକିତ୍ସା ପାଇଁ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ […]










