କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ ଆର୍ôଥକ ସହୟତା ଦାବି କଲେ ବିଧାୟକ

କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡାରେ ଚଳିତ ବର୍ଷ ପବିତ୍ର ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ପର୍ବ ଭକ୍ତି ଓ ଉତ୍ସାହର ସହ ପାଳୀତ ହେବ । ଏହି ଗଜଲକ୍ଷ୍ମୀ ପୂଜା ଓଡିଶା ବିଖ୍ୟାତ ଏବଂ କେନ୍ଦ୍ରାପଡା ଜିଲ୍ଲାର ଏହା ସର୍ବବୃହତ ସାର୍ବଜନୀନ ଗଣପର୍ବ ।…

ଶ୍ରୀ ଶିରିଡି ସାଇବାବାଙ୍କ ପୁଣ୍ୟତିଥି ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡା ସ୍ଥିତ କଜଳା ଶିରିଡି ସାଇ ମନ୍ଦିରରେ ପବିତ୍ର ଦଶହରା ଓ ଶିରିଡି ସାଇ ବାବାଙ୍କ ୧୦୭ ତମ ମହାସମାଧି ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ…