ଗୋପବନ୍ଧୁଙ୍କ ଭଳି ସେବକ ସମଗ୍ର ଦେଶ ତଥା ବିଶ୍ୱରେ ବିରଳ

ଉକ୍ତଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ କେନ୍ଦ୍ରାପଡ଼ା,୯ା୧୦:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଉତ୍କଳର ମଣି ନୁହଁନ୍ତି। ସେ ହେଉଛନ୍ତି ଜାତୀୟ ମଣି। କାରଣ ଅଦ୍ୟାବଧି କୌଣସି ରାଜ୍ୟରେ ଏଭଳି ନେତା ସୃଷ୍ଟି ହୋଇନାହାଁନ୍ତି ଯିଏ ଦୁଃଖି, ଦରିଦ୍ରଙ୍କ ସେବା ପାଇଁ…