ନବ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ(ଉଲ୍ଲାସ) ପରୀକ୍ଷା

କେନ୍ଦ୍ରାପଡ଼ା,୨୬ା୧୦:ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ (ଉଲ୍ଲାସ)ରେ ପଞ୍ଜୀକରଣ କରିଥିବା ଅଣସାକ୍ଷର ମାନଙ୍କର ପରୀକ୍ଷା କେନ୍ଦ୍ରାପଡା ବ୍ଲକ ର ୪ଟି ପରୀକ୍ଷା କେନ୍ଦ୍ରରେ ରବିବାର ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଦେପୁର ସରସ୍ୱତୀ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଅଭିରାମ ଉଚ୍ଚ…