କେନ୍ଦ୍ରାପଡ଼ା,୬ା୧୧:ଜିଲ୍ଲା ସଂସ୍କୃତି ଭବନରେ ଗୁରୁବାର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଶିଶୁ ହସିଲେ ଦେଶ ହସିବ। ଗାଁ ଗହଳିରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ଓ ତାହାକୁ ବିକଶିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ମହୋତ୍ସବ ସୁରଭି। ଏହି ଉପଲକ୍ଷେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ, କେନ୍ଦ୍ରାପଡ଼ାର ମିଳିତ ଆନୁକୁଲ୍ୟରେ […]

କେନ୍ଦ୍ରାପଡ଼ା,୬ା୧୧:କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଦୁଇଟି ସ୍ଥାନରେ ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଅନୁଷ୍ଠିତ ହେବ। ଆସନ୍ତା ୧୦ତାରିଖରେ କେନ୍ଦ୍ରାପଡ଼ା ସଦରମହକୁମା ଏବଂ ୨୦ ତାରିଖରେ ମହାକାଳପଡ଼ାଠାରେ ଏକତା ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଘୁରାମ ଆର. ଆୟର। ଚଳିତ ବର୍ଷ ସର୍ଦ୍ଦାର ବଲ୍ଲବ ଭାଇ […]

କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୨ୟ ସଂଧ୍ୟାରେ ମତବ୍ୟକ୍ତ କେନ୍ଦ୍ରାପଡା,୦୬ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୨ୟ ସଂଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଅନୁକୂଲ୍ୟରେ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣା କର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡଃ ସର୍ବେଶ୍ୱର ସେଣ ଯୋଗଦାନ କରି କହିଲେ ନୈାବାଣିଜ୍ୟରେ କେନ୍ଦ୍ରାପଡାର ଅବଦାନ ଅତୁଳନୀୟ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ବରେଣ୍ୟ […]

କେନ୍ଦ୍ରାପଡା,୦୫ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୨୫କୁ ଉଦଘାଟକ ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରି କହିଲେ ଗୋବରୀ ନଦୀର ବିକାଶ ଆମର ଏକାନ୍ତ କାମ୍ୟ । ଏହି ଅବସରେ ପ୍ରଥମେ ସୁସଜ୍ଜିତ ବିଶାଳ ଶୋଭାଯାତ୍ରାରେ ଅତିଥିମାନଙ୍କ ସହ ସାଧବ, ସାଧବାଣୀ କେନ୍ଦ୍ରାପଡାର ନୂଆବସ ଷ୍ଟାଣ୍ଡ ସାମନା ଗୋବରୀ ନଦୀ କୂଳରେ ପାରମ୍ପାରିକ ଭାବରେ ବୋଇତ ବନ୍ଦାଣ କରିଥିଲେ । ତତ୍ […]

କେନ୍ଦ୍ରାପଡା,୦୫ା୧୧: କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ବିରୁପାନଦୀ ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ପ୍ରଫେସର ଚାରୁ ଚନ୍ଦ୍ର ହାଜରା, ସଭାପତି-ଶିକ୍ଷାବିତ୍ ପ୍ରଣବ କୁମାର ଜେନା ଆଡଭୋକେଟ୍ ଗୋକୁଳ ଚନ୍ଦ୍ର ଦାସ, ନିକିରାଇ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ ମହିଳା କମିଶନ ସଦସ୍ୟା ଡଃ କଳ୍ପନା ମଲିକ୍ ଅବସର ପ୍ରାପ୍ତ ପ୍ରଶାସକ ସୁଖ ରଞ୍ଜନ ବୋଷ, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, […]

କେନ୍ଦ୍ରାପଡା ୫/୧୧- ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ବାର୍ଷିକ ଜୀବନ ପ୍ରମାଣପତ୍ର ଗ୍ରହଣ ଉଭୟ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ (ଟ୍ରେଜେରୀ ଅଫିସ)ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଚଳିତ ମାସ ପହିଲାରୁ ଆରମ୍ଭ ହୋଇଅଛି । ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ହେମନ୍ତ କୁମାର ଜେନା ଏବଂ ସଂଗଠନ ସମ୍ପାଦକ ବୈଷ୍ଣବ ଚରଣ ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ […]

କେନ୍ଦ୍ରାପଡ଼ା,୫ା୧୧:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ବୁଧବାର ପଦ୍ମବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତିି। ବଡ଼ଠାକୁର ଶ୍ରୀଜୀଉଙ୍କ ପଞ୍ଚୁକ ବେଶ ନୀତି ସମ୍ପନ୍ନ ହୋଇଥିବା ବେଳେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ପବିତ୍ର ରାସପୂର୍ଣ୍ଣିମାରେ ମହାପ୍ରଭୁ ସୁସଜ୍ଜିତ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପ୍ରତ୍ୟୁଷରୁ ବଡ଼ଠାକୁର ଶ୍ରୀବଳଦେବଜୀଉଙ୍କ ଦ୍ୱାର ଉନ୍ମୁକ୍ତ କରାଯାଇ ଜୟ ମଙ୍ଗଳା ଆଳତି କରାଯାଇଥିଲା। ପରେ ନୀତି ସ୍ନାନ ବଲ୍ଲଭ ହୋଇ ଦ୍ୱାର ସାହାଣ ମେଲା କରାଯାଇଥିଲା। […]

କେନ୍ଦ୍ରାପଡା,୦୫ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୨୫କୁ ଉଦଘାଟକ ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରି କହିଲେ ଗୋବରୀ ନଦୀର ବିକାଶ ଆମର ଏକାନ୍ତ କାମ୍ୟ । ଏହି ଅବସରେ ପ୍ରଥମେ ସୁସଜ୍ଜିତ ବିଶାଳ ଶୋଭାଯାତ୍ରାରେ ଅତିଥିମାନଙ୍କ ସହ ସାଧବ, ସାଧବାଣୀ କେନ୍ଦ୍ରାପଡାର ନୂଆବସ ଷ୍ଟାଣ୍ଡ ସାମନା ଗୋବରୀ ନଦୀ କୂଳରେ ପାରମ୍ପାରିକ ଭାବରେ ବୋଇତ ବନ୍ଦାଣ କରିଥିଲେ । ତତ୍ […]