ଏତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ଉଦ୍‌ଯାପିତ

କେନ୍ଦ୍ରାପଡା,୧୧ା୧୧: ଐତିହାସିକ କନ୍ଦ୍ରୋପଡା ବାଲିଯାତ୍ରା ମହୋତ୍ସବ ୨୦୨୫ର ଉଦ୍‌ଯାପନି ଉତ୍ସବ ବାଲିଯାତ୍ରା ମହୋତ୍ସବର ସଭାପତି ପ୍ରଦିପ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଟ ଆଇଜୀବୀ ସଂଞ୍ଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସଭାପତି ଅଭିମନ୍ୟୁ…