EXPRESS 3-12

ODISHA EXPRESS KPD -03.12.2025

ଚୋରାମଦ ଜବତ,୬ଗିରଫ

କେନ୍ଦ୍ରାପଡ଼ା,୩ା୧୨/ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ, ପାଟକୁରା, ଡେରାବିଶ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୮୫୦ ଲିଟର ବିଦେଶୀ, ଦେଶୀ ଚୋରାମଦ ଜବତ କରାଯାଇ ୬ ଜଣଙ୍କୁ ଗିରଫ କାରାଯାଇ କୋର୍ଟ ଚାଲାଣ…

କ୍ରୀଡା ଶିକ୍ଷକ ବଙ୍ଗାଳି ମଲ୍ଲିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ ତା ୩/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ହାଇସ୍କୁଲ ଓ ସିଦ୍ଧ ପରମହଂସ ଉପ୍ରା ସ୍କୁଲର ପୁରାତନ ଛାତ୍ର ଓ ଛାତ୍ରୀମାନଙ୍କ ଦ୍ୱାରା ଆଦର୍ଶ କ୍ରୀଡ଼ା ଶିକ୍ଷକ ବଙ୍ଗାଳୀ ଚରଣ ମଲ୍ଲିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ…

ତାଲୁକ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ

ପଟ୍ଟାମୁଣ୍ଡାଇ ତା୩/୧୨- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ତାଲୁକ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ…