ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୧୨ା୧୨:ପ୍ରତିବର୍ଷ ଡିସେମ୍ବର ମାସରେ ବଳଦେବ ସେନା ପକ୍ଷରୁ ଆୟୋଜିତ ହୋଇଆସୁଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାମାଜିକ ଦାୟିତ୍ୱ ଓ ସେବାମୂଳକ କାର୍ଯ୍ୟର ଏକ ଉଲ୍ଲେଖନୀୟ ଉଦାହରଣ। ଚଳିତ ବର୍ଷର ଷଷ୍ଠ ବାର୍ଷିକ ରକ୍ତଦାନ ଶିବିରକୁ ସଫଳ ଭାବେ ଆୟୋଜନ କରିବାକୁ ଇଛାପୁରସ୍ଥିତ…

କେନ୍ଦ୍ରାପଡା ବ୍ଲକ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ

କେନ୍ଦ୍ରାପଡା,୧୨ା୧୨: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)କେନ୍ଦ୍ରାପଡା ବ୍ଲକ ଅନୁକୁଲ୍ୟରେ ୪୨ତମ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ବ୍ଲକ ଓଷ୍ଟା ସଭାପତି ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ମଣ୍ଡଳ ଶିକ୍ଷାଧିକାରୀ…