ସାମ୍ୟବାଦୀନେତା ଶିକ୍ଷାବିତ ଲଷ୍ମୀଧର ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମୁଣ୍ଡାଇ ତା ୨୦/୧-କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ସାମ୍ୟବାଦୀ ନେତା ଶିକ୍ଷାବିତ ଲଷ୍ମୀଧର ପାତ୍ରଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ବେଲତଳ ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ଅଧ୍ୟାପକ ଗୋଲେଖ ଚନ୍ଦ୍ର ମହାରଣାଙ୍କ ପୌରହିତ୍ୟ ଓ ଯୁବ ସମାଜସେବୀ…