ପଟ୍ଟାମୁଣ୍ଡାଇ ତା ୨/୫- ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ସରକାରୀ ଚାକିରୀରୁ ଆଜି ଅବସର ଗ୍ରହଣ କରିଥିବାରୁ ତାଙ୍କୁ କଲେଜ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ପଟ୍ଟାମୁଣ୍ଡାଇ କଲେଜ ଷ୍ଟାଫ ଆସୋସିଏସନ ସଭାପତି ପ୍ରଫେସର ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ କଲେଜ ପରିସରରେ ଆୟୋଜିତ ସଭାରେ ରାଜନଗର କଲେଜ ଅଧକ୍ଷ ପ୍ରଫେସର ଅମୀୟ କୁମାର ଦାସ ପ୍ରାଧ୍ୟାପକ ଡ଼ ସୁନୀଲ କୁମାର ପ୍ରଧାନ ଡ଼ ଅଞ୍ଜଳି […]
Day: 3 May 2026
ପଟାମୁଣ୍ଡାଇ ତା ୨/୫- ପଟ୍ଟାମୁଣ୍ଡାଇ ମାଟିର ସାଲିସ ବିହୀନ ସଂଗ୍ରାମର ସେ ଥିଲେ ମୁକୁଟ ବିହୀନ ସମ୍ରାଟ। ଛାତ୍ର ଜୀବନରୁ ଶେଷ ଜୀବନ ଯାଏଁ ସମାଜର ତଳ ପାହାଚର ମଣିଷର ହକ ପାଇଁ ନିଜର ସଂଗ୍ରାମ ଜାରି ରଖିବା ସହିତ ପଟ୍ଟାମୁଣ୍ଡାଇର ପ୍ରତିଟି ସ୍ୱାର୍ଥ କୋର୍ଟ ପ୍ରତିଷ୍ଠା ଠାରୁ ବସଷ୍ଟାଣ୍ଡ ପ୍ରତିଷ୍ଠା ଓ ନିର୍ବାଚନମଣ୍ଡଳୀ ଉଛେଦ ପର୍ଯ୍ୟନ୍ତ ସବୁଠି ରବୀନ୍ଦ୍ର ଛାଡି ଯାଇଛନ୍ତି ନିଜ ସଂଗ୍ରାମର ପଦଚି଼ହ୍ନ ବୋଲି ପଟ୍ଟାମୁଣ୍ଡାଇର […]
ପଟ୍ଟାମୁଣ୍ଡାଇ ତା ୨/୫- ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ହାଇସ୍କୁଲର ୯ଜଣ ଛାତ୍ରଛାତ୍ରୀ ବିଶେଷ ସଫଳତା ହାସଲ କରି ଏ୧ ଗ୍ରେଡ଼ ହାସଲ କରିଛନ୍ତି । ସେଥି ମଧ୍ୟରେ ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ତଥା ପ୍ରଶାନ୍ତ କୁମାର ଦେ ଓ ଡଲି ଦାସଙ୍କ କନ୍ୟା ଦେବୀପ୍ରଜ୍ଞା ଦେ ସର୍ବୋଚ୍ଚ ୫୫୫ନମ୍ବର ରଖି ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର […]










