କେନ୍ଦ୍ରାପଡ଼ା, ୩୦ା୧୦ : ନିଜ କର୍ମସ୍ଥାନକୁ ସ୍ୱର୍ଗ ବନାଇବାକୁ ହେଲେ ମହିଳାମାନଙ୍କ ପାଇଁ ଏକ ନିରାପଦ ଏବଂ ଅନୁକୂଳ କାର୍ଯ୍ୟ ପରିବେଶ ଆମକୁ ସୃଷ୍ଟି କରିବାକୁ ହେବ । ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ କର୍ମ ସ୍ଥାନରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ ଆଇନ (PoSH Act)) ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏଭଳି କହିଛନ୍ତି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁମିତ୍ରା ସାହୁ । […]

କେନ୍ଦ୍ରାପଡ଼ା, ୩୦ା୧୦ : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଞ୍ଚୟ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳ ୧୦ ଘଟିକା ସମୟରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ ମିତବ୍ୟୟିତା ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନତା ସୃଷ୍ଟି […]

କେନ୍ଦ୍ରାପଡ଼ା, ୩୦ା୧୦ : ପ୍ରଶାସନକୁ ସ୍ୱଚ୍ଛ, ନିର୍ମଳ ଓ ଉତ୍ତରଦାୟୀ କରିବା ଉପଲକ୍ଷେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି । ଓଡିଶା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଅକ୍ଟୋବର ୩୦ ଠାରୁ ନଭେମ୍ବର ୫ ପର୍ଯ୍ୟନ୍ତ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ […]

ବିଜୟନଗରମ୍ବା : ହାନଗା ଟ୍ରେନ୍ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଟ୍ରେନ୍ ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି । ପୂର୍ବତଟ ରେଳପଥ ପକ୍ଷରୁ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି । […]

କେନ୍ଦ୍ରାପଡ଼ା, ୨୯ା୧୦ : ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ଦ୍ୱାରା ଦୁହୁରିଆ ଆଇନ କଲେଜ ଛକସ୍ଥିତ ସଦଭାବନା କ୍ଲବର ମଣ୍ଡପ ଓ ତୋରଣକୁ ଉଦଘାଟନ କରିଛନ୍ତି । ଏଥିସହିତ ଚଳିତ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ କ୍ଲବର କର୍ମକର୍ତ୍ତା ଓ ସାଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର ପତ୍ନୀ ଓ କୁନିଝିଅଙ୍କ ସହିତ ସଦଭାବନା ପୂଜା ମଣ୍ଡପରେ ପହଞ୍ଚିବା ପରେ […]

କେନ୍ଦ୍ରାପଡ଼ା, ୨୯ା୧୦ : ଚଳିତବର୍ଷ ଶ୍ରୀ ଗଙ୍ଗାଭଗିରଥ ପୂଜା କମିଟି ତା’ର ୮୨ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଅଛି । ଏବର୍ଷ ପୂଜା କମିଟି ଚାନ୍ଦି ମେଢ ଓ ସିଂହାସନ ନିର୍ମାଣରେ ଦୁଇ କ୍ୱିଣ୍ଟାଲ ୨୦ କି.ଗ୍ରା ଚାନ୍ଦି ରୂପା ବ୍ୟବହାର କରିଛି । ମା’ଙ୍କ ମୁକୁଟ ନିର୍ମାଣରେ ମଧ୍ୟ ୭ଶହ ଗ୍ରାମ ସୁନା ବ୍ୟବହାର କରାଯାଇଛି । ଚଳିତବର୍ଷ ବିଶେଷ ଆକର୍ଷଣ ହେଉଛି ସୁନା ମୁକୁଟ ଓ ଚାନ୍ଦି […]

କେନ୍ଦ୍ରାପଡ଼ା, ୨୯ା୧୦ : କେନ୍ଦ୍ରାପଡା ସହରସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଙ୍ଘର ସାଂଗଠନିକ ସମାବେଶ ଓ ଉପଦେଷ୍ଟାମଣ୍ଡଳୀ ଗଠନ ପାଇଁ ଏକ ସମାବେଶର ଆୟୋଜନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲା ସଂଗଠନର ସଭାପତି ଶରତ କୁମାର ବେହୁରା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଂଗଠନର ସଭାପତି ଅଶୋକ କୁମାର ଲେଙ୍କା ଯୋଗଦେଇଥିଲେ । ଜିଲ୍ଲାର […]

କେନ୍ଦ୍ରାପଡ଼ା,୨୯ା୧୦: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟା, ବନ୍ୟା, ସୁନାମି ଭଳି ପ୍ରାକୃତ୍ତିକ ବିପର୍ଯ୍ୟୟର ଭୟାବହତା, ତୀବ୍ରତା ତଥା କ୍ଷୟକ୍ଷତିକୁ ଜନ ସାଧାରଣ ତଥା ସର୍ବୋପରି ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ସହଯୋଗ ଏବଂ ସୁପରିଚାଳନା କରିପାରିଲେ ଆମେ ଏହାର ସଫଳ ମୁକାବଲା […]

କେନ୍ଦ୍ରାପଡ଼ା, ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ବାର୍ଷିକ ଭିନ୍ନକ୍ଷମ ମେଧାବୃତ୍ତି ପ୍ରଦାନ ଉତ୍ସବ- ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁନର୍ବାସର ପ୍ରତିଷ୍ଠାତା ଡଃ. ବିରଜା ପ୍ରସାଦ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଯୋଗଦେଇ ଭିନ୍ନକ୍ଷମଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚୟନ କରି ପୁନର୍ବାସ ଅନୁଷ୍ଠାନ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ […]

୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ଆଜି ୨୪ ବର୍ଷ ପୁରିଲା । ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନର ସମୁଦ୍ରର ବିଶାଳ ଢ଼େଉ ୩୦୦ କିମି ବେଗରେ ବହୁ ଥିବା ପବନ, ଲୋଟି ଯାଉଥିଲା ବହୁ ମହାଦ୍ରୁମ । ଅଧା ଓଡିଶାକୁ ଛାରଖାର କରିଦେଇଥିବା ମହାବାତ୍ୟା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକକୁ ଧ୍ୱଂସ ସ୍ତୁପରେ ପରିଣତ କରିଥିଲା । ୧୯୯୯ ମହାବାତ୍ୟା ପରେ ରାଜ୍ୟର ଶାସନ ଡୋରି ଧରିଥିଲେ […]

କେନ୍ଦ୍ରାପଡ଼ା, ୨୮ା୧୦ : ଜିଲ୍ଲାର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ମୈାସୁମୀ ସାହିତ୍ୟ ପରିଷଦର ରାଜ୍ୟ ସ୍ତରୀୟ ୫ମ ସ୍ୱନକ୍ଷତ୍ର ଦିବସ, ପତ୍ରିକା ଉନ୍ମୋଚନ ଓ କବିତା ପାଠୋତ୍ସବ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭବ୍ୟ ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡଃ. ହୃଷିକେଶ ମଲ୍ଲିକ ଓ ମୁଖ୍ୟବକ୍ତା ଭାବେ […]

କେନ୍ଦ୍ରାପଡ଼ା, ୨୮ା୧୦ : ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ । ତେଣୁ ଭୋଟର୍ ତାଲିକାରେ ରହିଯାଇଥିବା ତ୍ରୁଟିର ସଂଶୋଧନ ଏବଂ ନୂତନ ପଞ୍ଜିକରଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୱାକଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଉପରେ ସଚେତନତା ସୃଷ୍ଟି କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, […]

କେନ୍ଦ୍ରାପଡା ୨୮-୧୦- ଡ଼ ବୈଷ୍ଣବ ପରିଡା ମେମୋରିଆଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ ର ୩ ୟ ବାର୍ଷିକ ରାଜ୍ୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ରାପଡା ଗୋପଛକ ନିକଟ ଆଲ୍ଫା ବେଷ୍ଟ ବେସରକାରୀ କଲେଜରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ରାଜ୍ୟର ୧୭ ଟି ଜିଲ୍ଲାରୁ ପ୍ରତିଯୋଗୀ ମାନଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାର ପ୍ରତିଯୋଗୀ ମାନେ  ଭାଗ ନେଇଛନ୍ତି । ଏହି ପ୍ରତିଯୋଗୀତାରେ […]

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତତ୍ୱାବଧାନରେ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଶିକ୍ଷାର ମୂଳଦୂଆ ପଡୁଥିବା କୁହାଯାଉଥିବା ବେଳେ ପଟ୍ଟାମୁଣ୍ଡାଇ ଅଂଚଳରେ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ରକୁ ପଦାରେ ପକାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନ ଥିବାରୁ ପିଲାମାନେ କେଉଁଠି ବାରଣ୍ଡାରେ ତ ଆଉ କେଉଁଠି ସ୍କୁଲଘରେ ତ କେଉଁଠି […]

କେନ୍ଦ୍ରାପଡ଼ା : ଓଡିଶା ପଯତ୍ନ ପରିବାର ଆନୁକୂଲ୍ୟରେ ଆଜି କେନ୍ଦ୍ରାପଡା ତହସିଲ ନିକଟସ୍ଥ ଗୋପବନ୍ଧୁ ପାଠାଗାର ପରିସରରେ ୩ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିଥି ଭାବେ ପୈାରାଧ୍ୟକ୍ଷା ସରିତା ସାହୁ, ପୈାର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଏବଂ ୱାର୍ଡ କାଉନସିଲର ଶିବାଶିଷ ପଣ୍ଡା ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ଓଡିଶା ରେଡକ୍ରସ ରକ୍ତଭଣ୍ଡାରର ଦିପକ ବରାଳ, ରାକେଶ କୁମାର […]

କେନ୍ଦ୍ରାପଡ଼ା : ବିପଦସଙ୍କୁଳ ଅବସ୍ଥାରେ ରାସ୍ତାରେ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସରକାରୀ ସହାୟତା ପ୍ରଦାନ କରାଯିବାକୁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତର କାଙ୍କଦିଆ ଗ୍ରାମର ସ୍ୱର୍ଗତ ମୀନକେତନ ମଳିକଙ୍କ ପତ୍ନୀ ବେବିନା ମଳିକ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ଅଭିଯୋଗ କରିଛନ୍ତି […]

କେନ୍ଦ୍ରାପଡ଼ା,: ଭୋଟର୍ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଶନିବାର ଆୟୋଜନ ହେବାକୁ ଥିବା ୱାକଥନ୍ ଓ ପଥଉତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଶନିବାର ସକାଳ ୭.୩୦ ମିନିଟ୍‌ରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ନୂଆ ବସ୍‌ଷ୍ଟାଣ୍ଡ ଅଭିମୁଖେ ଯିବ । ନୂଆ ବସ୍‌ଷ୍ଟାଣ୍ଡଠାରୁ କାକଟ, ବଡ଼ହାଟ ଦେଇ ପୈାରସଂସ୍ଥା […]

କେନ୍ଦ୍ରାପଡ଼ା,: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଡ୍ରାଫ୍ଟ ଭୋଟର୍ ତାଲିକା ପ୍ରକାଶିତ ହୋଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏହା ପ୍ରକାଶିତ ହୋଇଛି । ସୂଚନାଯୋଗ୍ୟ ଯେ ଏହି ତାଲିକା ସର୍ବଶେଷ ନୁହେଁ । ଅର୍ଥାତ୍ ଏହାର ସଂଶୋଧନ କରାଯିବ । ଏହି ସଂଶୋଧନ ପ୍ରକ୍ରିୟା ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ […]

କେନ୍ଦ୍ରାପଡା : ରାଜନଗର ବ୍ଲକ ସାତଭାୟାର ମା ପଚୁଂବରାହୀଙ୍କ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଉପକୂଳ ଓଡିଶାର ଅନ୍ୟତମ ଆରାଧ୍ୟ ଦେବୀ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ପଞ୍ଚୁବରାହୀ ମନ୍ଦିରରୁ ଦୁର୍ବୁତମାନେ ମନ୍ଦିର ଗ୍ରୀଲ କିମ୍ବା ତାଲା ନକାଟି ମାଙ୍କର ରୂପାର ମୁକୁଟ, ସୁନାର ହାର, ସୁନାଚିତା, ସୁନାର ମଥାମଣୀ ଓ ରୂପାର ହାର  ସହ ମାଙ୍କ ଦାନବାକ୍ସ ଭାଙ୍ଗି ୧୦ଲକ୍ଷ ଟଙ୍କାରୁ […]

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ ୮୦ ଭାଗ ଲୋକ ଗ୍ରାମାଂଚଳରେ ବାସ କରନ୍ତି ଏବଂ କୃଷି ଉପରେ ନିର୍ଭର କରି ଚଳନ୍ତି । କୃଷିର ଉନ୍ନତି ହିଁ ଗ୍ରାମାଂଚଳ ଲେକମାନଙ୍କର ଆର୍ôଥକ ମାନଦଣ୍ଡ ସୁଦୃଢ କରିପାରିବାକୁ ନେଇ କୃଷି ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାର ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୧୬ ଟି […]

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ପଂଚାୟତ ବଢ଼େଇପଦା ଗ୍ରାମର ନଳକୂପକୁ ଜନୈକ ବ୍ୟକ୍ତି ମାଟି ପକାଇ ଅବରୋଧ କରିଥିବାରୁ ନଳକୂପ ନିକଟକୁ ଗ୍ରାମବାସୀ ଯାଇନପାରି ପାନୀୟଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ବିଭାଗୀୟ କତୃପକ୍ଷ ଓ ସ୍ଥାନୀୟ ପ୍ରଶାସନକୁ ଗ୍ରାମବାସୀ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପ୍ରଶାସନ ନଳକୂପରୁ ଅବରୋଧ ହଟାଇ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଏ ସମ୍ପର୍କରେ ଗୋପୀନାଥ ରାଉତ, […]

କେନ୍ଦ୍ରାପଡା :କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ଓ ଜୀବିକା ହରାଇ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ସେଥିନେଇ ସରକାରଙ୍କ ପକ୍ଷରୁ ବହୁମୁଖୀ ଯୋଜନା ପ୍ରସ୍ତୁତ କରିଯାଇ ଜନ ସାଧାରଣଙ୍କୁ ସହଯୋଗର ହାତ ବଢାଇଥିଲେ । କରୋନା ଲକଡାଉନ-ସଟଡାଉନ ସମୟରେ ଦୋକାନ ବଜାର ବନ୍ଦ ଥିବାରୁ ରାଜ୍ୟ ସରକାର ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଘୋଷଣା କରିଥିଲେ । ଏହି କ୍ରମରେ […]

କେନ୍ଦ୍ରାପଡ଼ା : ଶିଶୁ ହସିଲେ ଦେଶ ହସିବ । ତେଣୁ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଏକ ତ୍ରୈମାସିକ ସମୀକ୍ଷା ବୈଠକ ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । “ଶିଶୁ ପାଇଁ ଦିନଟିଏ”ର ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ ସମସ୍ତ ବିଭାଗର ସମନ୍ୱୟ ଓ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଶୁମିତ୍ର ଗ୍ରାମ ପଂଚାୟତ ଗଠନ […]

କେନ୍ଦ୍ରାପଡ଼ା: ପୈାର ଟାଉନହଲ ପରିସରରେ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ନିମନ୍ତେ ତୃତୀୟ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ପୈାରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆସନ୍ତା ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶ୍‌ୃଙ୍ଖଳାର ସହିତ […]