kanika odisha

ଅଙ୍ଗନୱାଡିକେନ୍ଦ୍ରରେ ଅନିୟମିତତାକୁନେଇ ଅନଶନ , ଉପଜିଲ୍ଲାପାଳଙ୍କହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ପଟ୍ଟାମୁଣ୍ଡାଇ ବ୍ଲକ ସମନ୍ୱିତ ମହିଳା ଓ ଶିଶୁବିକାଶ ଯୋଜନାରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ସରକାରୀ ଅନୁଦାନ ଓ ସାମଗ୍ରୀ ଗୁଡିକର ବ୍ୟାପକ ବାଟମାରଣା ହେଉଥିବା...

ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୩

କେନ୍ଦ୍ରାପଡ଼ା, ୦୫/୧୨: ପିଲାମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ...

ପଲ୍ଲିଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ଏବଂ ‘ନୂଆ ଓ’ ଫେଷ୍ଟ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୦୫/୧୨: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଏବଂ ‘ନୂଆ ଓ’ ଫେଷ୍ଟିଭାଲ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍‌ୱାନ୍ ସମ୍ମିଳନୀ...

କେନ୍ଦ୍ରାପଡ଼ା ବିଧାନସଭା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ

କେନ୍ଦ୍ରାପଡ଼ା ତା.୦୪/୧୨ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶ୍ରୀ ବଳଦେବଜୀଉ ମନ୍ଦିର ଇଚ୍ଛାପୁର ଠାରେ ଆୟୋଜନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରା...

ତରଡ଼ିପାଳ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ବ୍ଲକର ତରଡ଼ି ପାଳ ପଂଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ...

ପଟ୍ଟାମୁଣ୍ଡାଇ କଲେଜରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ କଲେଜରେ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ...

ପଟ୍ଟାମୁଣ୍ଡାଇ଼ ପୋଖରିଆପଡାରେ ଉଦଘାଟିତ ହେଲା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଲୋକଙ୍କ ହାତ ପାହାନ୍ତାରେ ଉଚ୍ଚ ଗୁଣବତା ସମ୍ପନ୍ନ ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ପଟ୍ଟାମୁଣ୍ଡାଇ ପୌରାଂଚଳ ୧୩ ନମ୍ବର ୱାର୍ଡ ସ୍ଥିତ ପୋଖରିଆପଡା ଠାରେ ସହରାଂଚଳ...

ନିଶା ଦେଇ ଲୁଟି ନେଲେ ଟଙ୍କା ଓ ବ୍ୟାଗ , ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି

ଭୁବନେଶ୍ୱରରେ ଲୁଟିଆଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଣେ ଯାତ୍ରୀଙ୍କୁ ନିଶା ଦେଇ ଲୁଟପାଟ କରିବା ପରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଏକ...

ମା ସାତଭଉଣୀ ପୀଠରୁ ଚୋରୀ , ଥାନାରେ ଏତଲା, ପୋଲିସ ତଦନ୍ତ ଜାରି

ପଟ୍ଟାମୁଣ୍ଡାଇ ୩.୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ମା ସାତ ଭଉଣୀ ପୀଠରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର କବାଟ ଭାଙ୍ଗି...

କଷଣଅଣ୍ଟାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ କଷଣଅଂଟା ହାଇସ୍କୁଲ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହେବା ସହିତ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ବେକରେ ଗାମୁଛା ବାନ୍ଧି ଯୁବକର ସନ୍ଦେହ ଜନକ ମୃତ୍ୟୁ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ରବିବାର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ...

ନିଶା ଦେଇ ଯୁବତୀଙ୍କ ନଗ୍ନ ଫଟୋ ଉଠାଇ ବ୍ଲାକମେଲ , ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ନେଇ ଥାନାରେ ଅଭିଯୋଗ ; ଅଭିଯୁକ୍ତ ଗିରଫ ଓ କୋର୍ଟଚାଲାଣ

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଜନୈକା ଦଳିତ ଯୁବତୀଙ୍କୁ ଖାଦ୍ୟରେ ନିଶା ବଟିକା ଦେଇ ଚେତାଶୂନ୍ୟ ଅବସ୍ଥାରେ ଅଶୀଳ୍ଳ ଫଟୋ ଉଠାଇ ଭାଇରାଲ କରିଦେବା ଭୟଭୀତ କରାଇ...

ବିଶ୍ୱ ଏଡସଦିବସ ପାଳିତ

ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ ଓ ଆହନ ହସପିଟାଲ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୧୦ଟାରେ କଲେଜ...

ଲିଙ୍ଗ ଭିତିକ ହିଂସା ବିରୋଧରେ ସଚେତନତା

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ସହଯୋଗରେ ଗରାପୁରସ୍ଥିତ ରେସୱା ପରିଚାଳିତ ଜାଗୃତି-୨ ଆନୁକୂଲ୍ୟରେ ୧୬ଦିନିଆ...

ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲାଭାବେ କେନ୍ଦ୍ରାପଡ଼ାକୁ ରାଜ୍ୟ ପୁରସ୍କାର

ସମ୍ମାନ ସାଉଁଟିବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଦିଗ୍‌ଦର୍ଶନରେ ନିରନ୍ତର ପ୍ରୟାସ କରିଆସୁଥିବା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର...

କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଚାକିରୀରୁ ଅବସର ନେଲେ

କେନ୍ଦ୍ରାପଡ଼ା ୩୦/୧୧:- କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଆଜି ଗୁରୁବାର ଦିନ ଅବସର ନେଇଛନ୍ତି । ସେ ରିଡର ଅଶୋକ ଦାସଙ୍କୁ ଦାୟୀତ୍ୱ ହସ୍ତାନ୍ତର...

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତିର ନାଟକୀୟ ମୋଡ ୩ ବରିଷ୍ଠଙ୍କୁ ଛାଡି ପରିଚାଳନା ପରିଷଦ ଅନୁମୋଦନ ବିନା ୪ର୍ଥ ଜଣଙ୍କୁ ଅଧ୍ୟକ୍ଷ ଦାୟୀତ୍ୱ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତି ନାଟକୀୟ ମୋଡ ନେଇଛି । ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଜିର ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କଲେଜର ବିଦାୟୀ...

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗ, ସମସ୍ତ ୯ଟି ପଂଚାୟତ ସମିତି ଓ...

ଜିଲ୍ଲା ସ୍ତରୀୟ ଚାଷୀ ସମ୍ମାନ ପର୍ବ

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଯଦୁପୁରୁ ଗ୍ରାମ ପଂଚାୟତରେ ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲୁ ଟ୍ରଷ୍ଟ ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଚାଷୀ...

ନିଯୁକ୍ତି ଭିତ୍ତିକ ବିକାଶ ତାଲିମ ପାଇଁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଛି ନିଯୁକ୍ତି ଭିତିକ ବିକାଶ ତାଲିମ ନିମନ୍ତେ ବ୍ଲକ୍‌ସ୍ତରୀୟ ପରାମର୍ଶ...

ପଟ୍ଟାମୁଣ୍ଡାଇ ଏସ ଆଇ ପି ଟି ରେ ଯୁବବିକାଶ କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ନୂଆ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଓଡିଶାର ଏକମାତ୍ର ପାଣି ପାଇପ କାରିଗର ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ ଆଇ...

ସାନଜରିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ

ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡା ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ ଗୁରୁବାର ସମିତି ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟା...

ନରସିଂହପୁର ପଂଚାୟତରେ ଆମ ବ୍ୟାଙ୍କ ଉଦଘାଟିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାର ଆଭାସୀ ଜରିଆରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଲକ...

ଡବ୍ଲ୍ୟୁ ଟି ଆଇ ପକ୍ଷରୁ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ପରିବାରକୁ ଭେଟି ସର୍ଭେ

କେନ୍ଦ୍ରାପଡା : ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡ଼ବ୍ଲ୍ୟ ଟି ଆଇ ) ପକ୍ଷରୁ ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ବ୍ଲକରେ କୁମ୍ଭୀର ଆକ୍ରମଣରେ ମୃତ...