ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା

18 December 2025 kanika odisha 0

କେନ୍ଦ୍ରାପଡ଼ା,୧୮ା ୧୨: ଜିଲ୍ଲାପାଳ ରଘୁରାମ ଆର. ଆୟର ଗୁରୁବାର ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗ୍ରାମୀଣ ଗୃହ ନିର୍ମାଣ ଯୋଜନା,ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ […]

ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ନ୍ୟାସନାଲ ହେରାଲ୍ଡ ଆଥିକ ଅନିୟମିତତା ମାମଲା ଖାରଜ

18 December 2025 kanika odisha 0

ବିଜେପିର ମିଥ୍ୟା ଆରୋପ ବିରୋଧରେ କେନ୍ଦ୍ରାପଡା କଂଗ୍ରେସର ପ୍ରତିବାଦ କେନ୍ଦ୍ରାପଡ଼ା,୧୮ା୧୨:ନ୍ୟାସନାଲ ହେରାଲ୍ଡ ଓ ମନିଲଣ୍ଡରିଂ ଭଳି ଅର୍ଥ ଆତ୍ମସାତ ଘଟଣାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସଂପୃକ୍ତି ସମ୍ପର୍କରେ ବିଜେପି ପକ୍ଷରୁ ଆଗତ […]

କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

18 December 2025 kanika odisha 0

କେନ୍ଦ୍ରାପଡ଼ା, ୧୭ା୧୨: କେନ୍ଦ୍ରାପଡ଼ା ତହସିଲରେ ବୁଧବାର ଜିଲ୍ଲାପାଳ ରଘୁରାମ ଆର. ଆୟର ରାଜସ୍ୱ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣିରେ କେନ୍ଦ୍ରାପଡା ତହସିଲଦାର ସୁଶ୍ରୀ କୁଇନି ଜେନା ଉପସ୍ଥିତ […]

ଚଳଚିତ୍ର ପ୍ରଯୋଜକ ରବୀନ୍ଦ୍ର ସାହୁଙ୍କ ପରଲୋକ

18 December 2025 kanika odisha 0

କେନ୍ଦ୍ରାପଡ଼ା,୧୭ା୧୨:ବିଶିଷ୍ଟ ବ୍ୟବସାୟୀ, ଚଳଚିତ୍ର ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁଙ୍କ ୮୧ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରପଡା ସହରରେ ଶୋକର ଛାୟା ଖେଳି ଯାଇଛି। […]

ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଇଁ ଆଧ୍ୟାତ୍ମିକ ଆଲୋଚନା

18 December 2025 kanika odisha 0

କେନ୍ଦ୍ରାପଡ଼ା,୧୭ା୧୨:ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟ ପରିସରରେ ‘ବିଶ୍ୱଶାନ୍ତି ନିମନ୍ତେ ପ୍ରାର୍ଥନା’ ପାଇଁ ଏକ ଆଧ୍ୟାତ୍ମିକ ସଙ୍କଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗରାପୁରସ୍ଥିତ […]

ବଳଦେବ ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

15 December 2025 kanika odisha 0

କେନ୍ଦ୍ରାପଡ଼ା,୧୫ା୧୨:ଜଣେ ବାଲ୍ୟବନ୍ଧୁ ବା ସ୍କୁଲ ସହପାଠୀ ଜୀବନର ଗୋଟିଏ ନିହାତି ଆବଶ୍ୟକୀୟ ଅଂଶ।ଏହି ଧର୍ମକୁ ପ୍ରତିପାଦିତ କରିବାକୁ ଯାଇ କେନ୍ଦ୍ରାପଡ଼ାର ସର୍ବପୁରାତନ ବିଦ୍ୟାଳୟ ବଳଦେବ ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନେ […]

ଗୋପାଳଜୀୟୁ ମନ୍ଦିରରେ ବ୍ରାହ୍ମଣମହାସଭା

14 December 2025 kanika odisha 0

କେନ୍ଦ୍ରାପଡ଼ା,୧୪ା୧୨: ଗୋପାଳଜୀୟୁ ମନ୍ଦିର ପରିସରରେ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ବ୍ରାହ୍ମଣ ମହାସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଥମେ ପ୍ରାକ୍ତନ ସଭ୍ୟ ସ୍ୱର୍ଗତ ଦାମୋଦର ତ୍ରିପାଠୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ […]

କେନ୍ଦ୍ରାପଡା ବ୍ଲକ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ

13 December 2025 kanika odisha 0

କେନ୍ଦ୍ରାପଡା,୧୨ା୧୨: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)କେନ୍ଦ୍ରାପଡା ବ୍ଲକ ଅନୁକୁଲ୍ୟରେ ୪୨ତମ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ବ୍ଲକ ଓଷ୍ଟା ସଭାପତି ତପନ କୁମାର ଦାଶଙ୍କ […]

କେନ୍ଦ୍ରାପଡ଼ା ହାଇସ୍କୁଲ ପରିସରରେ ସାଇବର ସଚେତନତା

5 December 2025 kanika odisha 0

କେନ୍ଦ୍ରାପଡ଼ା ୫/୧୨ – କେନ୍ଦ୍ରାପଡ଼ା ଟାଉନ ସରକାରୀ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ମଦନ ମୋହନ କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାସ ଯୋଗ ଦେଇଥିଲେ । ପିଏମ […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

24 November 2025 kanika odisha 0

ପଟ୍ଟାମୁଣ୍ଡାଇ ତା ୨୩/୧୧- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଚିତ୍ରାଙ୍କନପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛିI ପଟ୍ଟାମୁଣ୍ଡାଇ ତାଲୁକ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର […]

ଦିତ୍ୱୀୟ ଦିନରେ ରାଜ୍ୟ ମହିଳା ଫିଡେ ରେଟିଙ୍ଗ ଚେସ ଚୋମ୍ପିଅନସିପ-୨୦୨୫

2 November 2025 kanika odisha 0

କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟରେ ତଥା ଅଲ୍ ଓଡ଼ିଶା ଚେସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ସହୋଯୋଗରେ ଚାଲି ଥିବା ଓଡ଼ିଶା ମହିଳା ଫିଡେ […]

No Image

 ଗାଁ ମୁହାଁ କୁମ୍ଭୀର, ପୋଖରୀରେ ପସି ଖାଇଯାଉଛି ମାଛ

1 November 2025 kanika odisha 0

ପଟ୍ଟାମୁଣ୍ଡାଇ ୩୧/୧୦-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ଅଳଭା ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀରକୁ ଶୁକ୍ରବାର ବନ ବିଭାଗ ଉଦ୍ଧାର କରିଛି । ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା […]