ଗୋ ନବରାତ୍ର ମହୋତ୍ସବ ପାଳନ

30 October 2025 kanika odisha 0

କେନ୍ଦ୍ରାପଡା ୩୦/୧୦- ଗୁଣ୍ଡିଚା ମନ୍ଦିର ସନ୍ନିକଟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବସନ୍ତ ବଗିଚାରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋତିର୍ଥରେ ଗୋ ନବରାତ୍ର ମହୋତ୍ସବ ପାଳନ ଶୁଭାରମ୍ଭ ହୋଇଅଛି। ଏହି ଉପାସନାତ୍ମକ ଉତ୍ସବ […]

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ , ଶପଥପାଠ ଏବଂ ରଙ୍ଗୋଲି କାର୍ଯ୍ୟକ୍ରମ

29 October 2025 kanika odisha 0

କେନ୍ଦ୍ରାପଡ଼ା,୨୮ା୧୦:ଦୁର୍ନୀତି ନିବାରଣ ସଚେତନନା ସପ୍ତାହ (୨୭ ଅକ୍ଟୋବର -୨ ନଭେମ୍ବର) ପାଳନ ଅବସରରେ ସାଧୁତା ଶପଥ ପାଠ କରାଯାଇଛି। ଏହି ଉପଲକ୍ଷେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଅଧିକାରୀ /କର୍ମଚାରୀଙ୍କୁ […]

ରାଜ୍ୟ ପାରାସନ୍ତରଣ ପ୍ରତିଯୋଗିତାରେ ଚମକିଲା କେନ୍ଦ୍ରାପଡା

29 October 2025 kanika odisha 0

କେନ୍ଦ୍ରାପଡା ୨୮/୧୦- ଅକ୍ଟୋବର ୨୫ ଓ ୨୬ ତାରିଖ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାରାସନ୍ତରଣ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପାରା ସନ୍ତରଣକାରୀମାନେ ଅପୂର୍ବ ସଫଳତା ଅର୍ଜନ କରିଛନ୍ତି । ନିଜ ନିଜ ବିଭାଗରେ […]

ନବ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ(ଉଲ୍ଲାସ) ପରୀକ୍ଷା

27 October 2025 kanika odisha 0

କେନ୍ଦ୍ରାପଡ଼ା,୨୬ା୧୦:ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ (ଉଲ୍ଲାସ)ରେ ପଞ୍ଜୀକରଣ କରିଥିବା ଅଣସାକ୍ଷର ମାନଙ୍କର ପରୀକ୍ଷା କେନ୍ଦ୍ରାପଡା ବ୍ଲକ ର ୪ଟି ପରୀକ୍ଷା କେନ୍ଦ୍ରରେ ରବିବାର ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଦେପୁର ସରସ୍ୱତୀ […]

ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ମହୋତ୍ସବ ୨୦୨୫ ଓ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

26 October 2025 kanika odisha 0

କେନ୍ଦ୍ରାପଡ଼ା ୨୫/୧୦- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ମହୋତ୍ସବ ୨୦୨୫ ସୁରବି କାର୍ଯ୍ୟକ୍ରମ ଅତି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ […]

ବିଜ୍ଞାନ, କଳା ଓ ହସ୍ତକଳାର ଚିତ୍ତାକର୍ଷକ ପ୍ରଦର୍ଶନୀ

26 October 2025 kanika odisha 0

କେନ୍ଦ୍ରାପଡା,୨୬ା୧୦: କେନ୍ଦ୍ରାପଡା ଜିଲ୍ଲା ଉପକଣ୍ଠରେ ଅବସ୍ଥିତ ଏହି ଜିଲ୍ଲାର ଏକମାତ୍ର ଆଇ.ସି.ଏସି.ଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସେଣ୍ଟଯୋସେଫ୍ ସ୍କୁଲର ବାର୍ଷିକ ବିଜ୍ଞାନ, କଳା ଓ ହସ୍ତକଳାର ଚିତ୍ତାକର୍ଷକ ପ୍ରଦର୍ଶନୀ ଗତ ଶନିବାର ଦିନ ଅନୁଷ୍ଠିତ […]

ଚାହା ଦୋକାନ ଟେବୁଲ-ସ୍ୱର୍ଗଠାରୁ ମର୍ତ୍ତ୍ୟ ଢେର ଭଲ

22 October 2025 kanika odisha 0

ଚାହା ଦୋକାନ ଟେବୁଲରେ କେତେ ଜଣ ବନ୍ଧୁ ବସି ଗପା ମାରୁଥାନ୍ତି ଜଣେ ବନ୍ଧୁ କହିଲା – ଭାଇନା ଏଇ ଯେଉଁ କହୁଛ ମରିଯିବା ପରେ ସ୍ୱର୍ଗକୁ ଯିବ, କାହିଁକି ଯିବ ? ସ୍ୱର୍ଗକୁ […]

किसानों की समस्याओं को सरकार प्राथमिकता नहीं दे रही है।

21 October 2025 kanika odisha 0

कोऑपरेटिव डिपार्टमेंट अधिकारिकी मनमानी नहर, नदी के किनारों पर ज़बरदस्ती कब्ज़ा किया जा रहा है,  भूबनेस्वर २१/१० – ओडिशा एक कृषि प्रधान राज्य है, लगभग […]

କେନ୍ଦ୍ରାପଡାରେ ୬୬ତମ ପୋଲିସ ସହିଦ ଦିବସ ପାଳିତ

21 October 2025 kanika odisha 0

କେନ୍ଦ୍ରାପଡ଼ା,୨୧ା୧୦:କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ମଙ୍ଗଳବାର ୬୬ତମ ପୋଲିସ ସହିଦ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ପ୍ରଥମେ ରାଜ୍ୟପାଳ ଓ ପରେ ମୁଖ୍ୟମନ୍ତ୍ରୀଙ୍କ […]

ଫୁଲ କିଣିବା ବେଳେ ମୋବାଇଲ ଚୋରି

18 October 2025 kanika odisha 0

କେନ୍ଦ୍ରାପଡ଼ା,୧୭ା୧୦:ଜଣେ ମହିଳା ଶୁକ୍ରବାର ସକାଳେ ଏକ ଫୁଲ ଦୋକାନରୁ ଫୁଲ କିଣୁଥିବା ବେଳେ ତାଙ୍କ ମୋବାଇଲଟି ଚୋରି ହୋଇଯାଇଛି। ଏନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦରଥାନା ଅଧିନ […]

ଓରମାସ ପକ୍ଷରୁ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ ଉଦଘାଟିତ

18 October 2025 kanika odisha 0

କେନ୍ଦ୍ରାପଡ଼ା,୧୭ା୧୦:କେନ୍ଦ୍ରାପଡ଼ା ସହରର ଜ୍ଞାନପୀଠ ସମ୍ମୁଖରେ ଓରମାସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ପର୍ବ ଅବସରରେ ଦୀପାବଳି ଷ୍ଟଲ ଖୋଲାଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଏହି […]

ନୂତନ ଶ୍ରମ ଆଇନକୁ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ

18 October 2025 kanika odisha 0

କେନ୍ଦ୍ରାପଡ଼ା,୧୭ା୧୦:ନୂତନ ଶ୍ରମ ଆଇନକୁ ପ୍ରତ୍ୟାହାର କରାଯିବା ଦାବିରେ କେନ୍ଦ୍ରାପଡା ସି.ଆଇ.ଟି.ୟୁ. ପକ୍ଷରୁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି […]

ପଟ୍ଟାମୁଣ୍ଡାଇରେ ବର୍ଣ୍ଣବୋଧ ବଂଟନ ଅଭିଯାନ

16 October 2025 kanika odisha 0

ପଟ୍ଟାମୁଣ୍ଡାଇ ୧୫/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଠାକୁରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ନଳଢଳିଆ ପ୍ରାଥମିକ ବିଦ୍ୟାଳୟ” ରେ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ବର୍ଣ୍ଣବୋଧ ଶିକ୍ଷାର ପ୍ରସାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ […]

କେନ୍ଦ୍ରାପଡା ଗଜଲକ୍ଷ୍ମୀ ମଣ୍ଡପରେ ଗଣେଶ୍ୱର ବେହେରା

15 October 2025 kanika odisha 0

କେନ୍ଦ୍ରାପଡା,୧୪ା୧୦: କେନ୍ଦ୍ରାପଡାରେ ଅନୁଷ୍ଠିତ ସର୍ବବୃହତ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଅକ୍ଟୋବର ୬କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କେନ୍ଦ୍ରାପଡା ମୁନିସିପାଲଟି ସମେତ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ଓ ପଟ୍ଟମୁଣ୍ଡାଇ ବ୍ଲକର ବିଭିନ୍ନ […]

ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ବୈଠକ

13 October 2025 kanika odisha 0

କେନ୍ଦ୍ରାପଡା ୧୩/୧୦- କେନ୍ଦ୍ରାପଡା ଡିଆରଡିଏ କାର୍ଯ୍ୟଳୟ ପ୍ରାଗଂଣରେ ସରକାରୀ ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ଅନିରୁଦ୍ଧ ବେହେରାଙ୍କ ସଭାପତିତ୍ୱରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା […]

କେନ୍ଦ୍ରାପଡା କଲେଜରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

13 October 2025 kanika odisha 0

କେନ୍ଦ୍ରାପଡ଼ା,୧୩ା୧୦:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ […]

ଗଜଲକ୍ଷ୍ମୀ ପୂଜା ମେଳଣ ଓ ଭଷାଣୀ ପାଇଁ ଶାନ୍ତି କମିଟି ବୈଠକ

12 October 2025 kanika odisha 0

କେନ୍ଦ୍ରାପଡ଼ା,୧୨ା୧୦: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମେଳଣ ଏବଂ ଭସାଣି ନିମନ୍ତେ ଆଜି ମୁନିସିପାଲିଟି ଟାଉନହଲ ଠାରେ ଭସାଣି ଏବଂ ମେଳଣର ଶୃଙ୍ଖଳିତ ଆୟୋଜିତ ନେଇ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି […]

ବିବାହ ପ୍ରସ୍ତାବ ଦେଖିବାକୁ ଆସି ଯୁବତୀଙ୍କ ଗଳା କାଟିଦେଲେ ଯୁବକ

12 October 2025 kanika odisha 0

କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ତାଙ୍କ ମାଆଙ୍କ ସହିତ ଝିଅ ଦେଖିବାକୁ ଆସି ଯୁବତୀଙ୍କ ଗଳା କାଟିଦେଲେ । ପରିବାର ଲୋକ ଝିଅର […]

ମୁଗବାଡିି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା

11 October 2025 kanika odisha 0

କେନ୍ଦ୍ରାପଡ଼ା ୧୧/୧୦ କେନ୍ଦ୍ରାପଡ଼ା ସହର ଉପକଣ୍ଠ ମୁଗବାଡ଼ି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହେଉଅଛି । ପ୍ରଥମ କରି ୫୭ ବର୍ଷ ପୂର୍ବେ ବିଲ ମୁଗବାଡ଼ିର କୋଲିଆ ଛକ ଠାରେ ଥାନପତି ପୂଜା […]

ଗୋପବନ୍ଧୁଙ୍କ ଭଳି ସେବକ ସମଗ୍ର ଦେଶ ତଥା ବିଶ୍ୱରେ ବିରଳ

9 October 2025 kanika odisha 0

ଉକ୍ତଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ କେନ୍ଦ୍ରାପଡ଼ା,୯ା୧୦:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଉତ୍କଳର ମଣି ନୁହଁନ୍ତି। ସେ ହେଉଛନ୍ତି ଜାତୀୟ ମଣି। କାରଣ ଅଦ୍ୟାବଧି କୌଣସି ରାଜ୍ୟରେ ଏଭଳି ନେତା ସୃଷ୍ଟି ହୋଇନାହାଁନ୍ତି […]

ମା’ପୈାର୍ଣ୍ଣମାସୀ ଦୁର୍ଗା ପୂଜା ସମିତି ପକ୍ଷରୁ ଶାରଦୀୟ ସାହିତ୍ୟ ଆସର

7 October 2025 kanika odisha 0

କେନ୍ଦ୍ରାପଡ଼ା,୬ା୧୦:ମା ‘ପୌର୍ଣ୍ଣମାସୀ ଦୁର୍ଗା ପୂଜା ସମିତି,ବାଲିଆ ପକ୍ଷରୁ ଆମ ଗାଁ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବାଲିଆ ହାଟସ୍ଥିତ ଦୁର୍ଗା ମଣ୍ଡପରେ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ପୂଜା ସମିତିର ସଭାପତି ବିଶିଷ୍ଟ ବାସ୍ତୁବୀତ […]

୧୮ରୁ କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଚାମ୍ପିଅନସିପ ଆରମ୍ଭ

7 October 2025 kanika odisha 0

କେନ୍ଦ୍ରାପଡ଼ା,୬ା୧୦:ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡ଼ା ଚେସ ଆସୋସିଏସନ୍ ଅନୁକୁଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଚାମ୍ପିଅନସିପ ତଥା ୫ମ ଡାକ୍ତର ବୈଷ୍ଣବ ପରିଡା ସ୍ମାରକୀ ଚେସ ଚାମ୍ପିଅନସିପ -୨୦୨୫ ଚଳିତ ଅକ୍ଟୋବରମାସ […]

ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି କେନ୍ଦ୍ରାପଡା ସହର

7 October 2025 kanika odisha 0

କେନ୍ଦ୍ରାପଡ଼ା,୬ା୧୦:କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ସହର ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ନିକଟରେ ରଙ୍ଗୀନ ଆଲୋକରେ ଗେଟ୍ ନିର୍ମାଣ ହୋଇଛି। ଏହି ଝଲସୁଥିବା ମନଲୋଭା […]

No Image

ତୁଳସୀକ୍ଷେତ୍ର ମହୋତ୍ସବ ପାଇଁ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଦାବିପତ୍ର

5 October 2025 kanika odisha 0

କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ମହୋତ୍ସବ ନିମନ୍ତେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ତୁଳସୀକ୍ଷେତ୍ର କଳାକାର ସଙ୍ଘ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ […]