ପୁରୁଣା ବସଷ୍ଟାଣ୍ଡରେ ସାତୋଟି ଦୋକାନ ଘର ମାଟିରେ ମିଶିଲା
କେନ୍ଦ୍ରାପଡା୨୦/୭- କେନ୍ଦ୍ରାପଡା ସହରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ...
କେନ୍ଦ୍ରାପଡା୨୦/୭- କେନ୍ଦ୍ରାପଡା ସହରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ...
କେନ୍ଦ୍ରାପଡ଼ା,୨୦ା୭: କେନ୍ଦ୍ରାପଡ଼ା ପ୍ରଦକ୍ଷଣ ଭବନରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅନୁକୂଲ୍ୟରେ ଓ ଏଲଡବ୍ଲୁବି ଅନୁଷ୍ଠାନର ସହଭାଗୀତାରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ...
କେନ୍ଦ୍ରାପଡ଼ା,୨୦ା୭: କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଜିଲ୍ଲା ଦକ୍ଷତା...
ଭିତ୍ତିଭୂମି ବିକାଶ ସହ ଉତ୍ତମ ରୋଗୀ ସେବା ଯୋଗାଇବାକୁ ନିର୍ଦେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଲ୍ୟବାନ ନୀତି ଆପଣାଇ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଭିତ୍ତିଭୂମି...
କେନ୍ଦ୍ରାପଡ଼ା,୨୦ା୭: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ କେନ୍ଦ୍ରାପଡା ମାଟିର ପୁଅ ତଥା ଭଲିବଲ ଖେଳାଳି ମହମ୍ମଦ...
କେନ୍ଦ୍ରାପଡା ୨୦ ।୭-ଉପଯୁକ୍ତ ସଚେତନତା ଓ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା କୃଷିର ବିକାଶ ସହ କୃଷକମାନେ ସଶକ୍ତ ହୋଇ ଆର୍ôଥକ ପ୍ରଗତି ହାସଲ କରିପାରିବାକୁ ସରକାର...
କେନ୍ଦ୍ରାପଡ଼ା, ୧୯ା୭ : ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ଭଲିବଲ ଫେଡେରେସନ ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱ ଚମ୍ପିୟନଶିପରେ ଅଶଂଗ୍ରହଣ କରି ଘରକୁ ଫେରିଥିବା କେନ୍ଦ୍ରାପଡା...
କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଘରଭଡା ନେଇ ରହୁଥିବା ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଓ ତା’ର ନେକେଡ ଫଟୋ...
କେନ୍ଦ୍ରାପଡ଼ା ୧୯/୭ - କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଶିକ୍ଷାଦାନରେ ବାଧା ଦେଖାଦେଇଛି । କେଉଁଠି ଗୋଟିଏ ଶିକ୍ଷକରେ ପାଠ ପଢା ହେଉଛି...
କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ଋତୁରେ ହେଉଥିବା ବନ୍ୟା ବିତ୍ପାତରୁ ରକ୍ଷା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଜାତୀୟ ମାନବାଧିକାର ଆୟୋଗ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ...
କେନ୍ଦ୍ରାପଡା, ୧୯ା୭: ଜଣେ ମହିଳାଙ୍କ ପେଟରୁ ପାଖାପାଖି ୬ କିଲୋ ଓଜନର ଟିୁ୍ୟମର ଅପରେସନ୍ କରାଯାଇ ବାହାର କରାଯାଇଥିବା ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହର...
କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଏକ ପୁରାତନ ସହର ହୋଇଥିବାବେଳେ ଅଣ ଓସାରିଆ ରାସ୍ତାକୁ ବ୍ୟବସାୟୀମାନେ ଜବରଦଖଲ କରି ସଙ୍କୁଚିତ କରୁଛନ୍ତି । ବିଭିନ୍ନ ଛକ ଏବଂ ଗୁରୁତ୍ୱପୂର୍ଣ୍ଣ...
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ନାଳରେ ଏକ ବଡ କୁମ୍ଭୀର ଭାସୁଥିବା ଦେଖି ଆତଙ୍କ ସୃଷ୍ଟି ହୋଇଥିଲା । ବୁଧବାର ସକାଳୁ କିଆବୁଦା ମୂଳରେ ଶୋଇଥିବା...
କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ସେହି ବ୍ଲକ ଅନ୍ତର୍ଗତ ଏସ.ଏନ. ମହାବିଦ୍ୟାଳୟକୁ ବଦଳି ହୋଇଥିବା...
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି । ନିଶାଗ୍ରସ୍ତ ସ୍ୱାମୀ ତାର ପତ୍ନୀକୁ ପିଟି ମାରିବା ପରେ ଘଟଣାକୁ...
ଗଣତାନ୍ତ୍ରିକ ଓ ପ୍ରଜାମଙ୍ଗଳ ଶାସନ ବ୍ୟବସ୍ଥାରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି । ଆମ ଦେଶ ଭାରତରେ ମଧ୍ୟ ଏଥିପାଇଁ ଜୋରସୋରରେ ଉଦ୍ୟମ...
ସଂସ୍କୃତରେ ଏକ ବାକ୍ୟ ଅଛି ‘ବୃକ୍ଷଃ ରକ୍ଷତି ରକ୍ଷିତମ୍’ । ବୃକ୍ଷକୁ ଆମେ ରକ୍ଷା କଲେ ବୃକ୍ଷ ଆମ ଜୀବନ ରକ୍ଷା କରିଥାଏ । ସୃଷ୍ଟିର ପ୍ରାରମ୍ଭ...
ବେଙ୍ଗାଲୁରୁ,୧୮ା୭: ବିରୋଧୀ ଦଳଙ୍କ ବେଙ୍ଗାଲୁରୁରେ ଜାରି ବୈଠକରେ ସେମାନଙ୍କ ମେଣ୍ଟ ପୂର୍ବରୁ ୟୁପିଏ ନାମରେ ଜଣାଯାଉଥିଲା । ଏବେ ସମସ୍ତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ବାହାରର...
କେନ୍ଦ୍ରାପଡ଼ା,୧୮ା୭: ଜନୈକ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରାଇବା ଅପରାଧରେ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅଂଚଳର ରାଜୀବ ମଲିକକୁ କେନ୍ଦ୍ରାପଡା ଅତିରିକ୍ତ...
କେନ୍ଦ୍ରାପଡ଼ା,୧୮ା୭: ଲ୍ୟାଣ୍ଡ ରେକର୍ଡସର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନରେ ଉଲ୍ଲେଖନୀୟ ସଫଳତା ହାସଲ କରି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ(ଲ୍ୟାଣ୍ଡ ରିସୋର୍ସେସ) ଦ୍ୱାରା “ଭୂମି ସମ୍ମାନ-୨୦୨୩”...
ପଟ୍ଟାମୁଣ୍ଡାଇ ୧୮ା୭-ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଆସନ୍ତା ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ...
ପଟ୍ଟାମୁଣ୍ଡାଇ ୧୮.୭- ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ମଜଭୁତ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ବିକାଶର ବାର୍ତା ଜନସାଧାରଣଙ୍କ ନିକଟରେ ପହଁଚାଇବା...
କେନ୍ଦ୍ରାପଡ଼ା,୧୮ା୭: ମଣିଷ ନିଜ ପାଇଁ ଅନେକ କିଛି କାମ କରେ । ନିଜ ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ । ଅନ୍ୟ ପାଇଁ କାମ କରୁଥିବା,...
କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୨୧ନମ୍ବର ୱାର୍ଡ ସଂଲଗ୍ନ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଶୁକଦେବ ଏନକ୍ଲାଭ ପାଶ୍ୱର୍ ତଥା କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ଅପରପାଶ୍ୱର୍ରେ...