ସଂଜୀବନୀ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ

କେନ୍ଦ୍ରାପଡା ୧୨/୭- କେନ୍ଦ୍ରାପଡା ସହର ଉପଖଣ୍ଡ ଗୁଲନଗରସ୍ଥିତ ସଂଜୀବନୀ ବିଦ୍ୟାମନ୍ଦିର ପରିସରରେ ବନ ମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଦ୍ୟାଳୟ...

ଡେଙ୍ଗୁ ଓ ମାଲେରିଆ ରୋଗମୁକ୍ତ କେନ୍ଦ୍ରାପଡ଼ା ଆମର ଲକ୍ଷ୍ୟ: ସିଡିଏମ୍‌ଓ

କେନ୍ଦ୍ରାପଡ଼ା,୧୨୭ -ମୌସୁମୀ ବର୍ଷା କେବଳ ଚାଷ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି କରିନଥାଏ ବରଂ ମଶାର ବଂଶ ବୃଦ୍ଧି ପାଇଁ ସହାୟକ ହୋଇଥାଏ । ତେଣୁ ମଶାର...

ଦୁଇଟି ସନ୍ତାନ ଆଇନ ଲାଗୁ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ୧୨/୭(ପିଏନଏସ)- ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ଫାଉଣ୍ଡେସନର ଜିଲ୍ଲା ସଭାପତି ପବିତ୍ର ପରିଡା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ମନିନ୍ଦ୍ର ରାଉତ,...

ଜିଲ୍ଲାର ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ଜିଲ୍ଲା ୬୬୨ ବର୍ଗ (ଯୁକ୍ତଦୁଇ ଓ ଯୁକ୍ତତିନି) ମହାବିଦ୍ୟାଳୟ ସଂଘ ତରଫରୁ ଅଧ୍ୟାପକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହିତ ସେମାନଙ୍କ ପ୍ରତି...

କେନ୍ଦ୍ରାପଡା ଜିଲ୍ଲାକୁ ସହରାଞ୍ଚଳ ପରିବହନ ମାନ୍ୟତା ଦାବି

କେନ୍ଦ୍ରାପଡା ଜିଲ୍ଲାକୁ ସହରାଞ୍ଚଳ ପରିବହନ(ଅର୍ବାନ ଟ୍ରାନ୍ସପୋର୍ଟ) ମାନ୍ୟତା ଦିଆଯିବାକୁ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ଏହା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ମୋବସ୍‌ର ସୁବିଧା ସୁଯୋଗ...

ଏମ ଏନ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀରେ ଗଣଧାରଣା,୩ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ପରେ ପ୍ରତ୍ୟାହୃତ

କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୌରବମୟ ଶିକ୍ଷାନୁଷ୍ଠାନ ତଥା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି...

ଲଷ୍ମୀସୁବଳ ବିଦ୍ୟାପୀଠରେ ଶିକ୍ଷକ ନିଯୁକ୍ତି ଦାବୀ କରି ତାଲାବନ୍ଦ ଆନ୍ଦୋଳନ

ପଟ୍ଟାମୁଣ୍ଡାଇ ତା ୧୧.୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଲଷ୍ମୀସୁବଳ ବିଦ୍ୟାପୀଠରେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ସମ୍ପ୍ରତି ୮ଟି ଶ୍ରେଣୀରେ ୨୦୮...

ନୂତନ ପୌର ନିର୍ବାହୀ ଅଧିକାରୀଙ୍କୁ ନଗର କଂଗ୍ରେସ ତରଫରୁ ସ୍ୱାଗତ

ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ପୌରପରିଷଦରେ ନୂତନ ପୌର ନିର୍ବାହୀ ଅଧିକରୀ ଭାବେ ଯୋଗ ଦେଇଥିବା ଅଜିତ ନାରାୟଣ ପ୍ରାସାଦ ଗିରିଙ୍କୁ ମଙ୍ଗଳବାର ନଗର କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଛି...

ନିମ୍ନମାନର ଔଷଧ କାରବାରକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଭେଷଜ ବିଭାଗ

କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଂଚଳରେ ନିମ୍ନମାନର ଔଷଧ କାରବାର ଛତୁ ଫୁଟିବା ଭଳି ଔଷଧ ଦୋକାନ ଗଢ଼ି ଉଠୁଛି । ଏ ନେଇ ଜିଲା ଭେଷଜ ବିଭାଗ...

ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣାର ୨୬ଦିନ ପରେ ପୋଲିସ ହାତଖାଲି, ଅଭିଯୁକ୍ତ ଗିରଫ ଦାବୀରେ ଆନ୍ଦୋଳନ ନିଷ୍ପତି

  ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ଗ୍ରାମର ଜନୈକା ୮୦ବର୍ଷ ବୟସ୍କା ବୃଦ୍ଧା ପ୍ରଥମ ରଜ ଦିନ ନିଜ ଝିଅ ଘର ରାଜନଗର ଯିବା...

ଜୁଲାଇ ୧୪ ବ୍ଲକ ଘେରାଉ ଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରାପଡା ନଗର କଂଗ୍ରେସର ନିଷ୍ପତ୍ତି

କେନ୍ଦ୍ରାପଡ଼ା ୧୧ା୭: ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ଜରୁରୀ ବୈଠକ ସଭାପତି ରାଜେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ...

ନୂଆ ବସଷ୍ଟାଣ୍ଡ ବ୍ୟବସାୟ ପ୍ରତିଷ୍ଠାନ ଭାଙ୍ଗିବାକୁ ନୋଟିସ,ବ୍ୟବସାୟୀଙ୍କ ମଧ୍ୟରେ ଚାପା ଉତ୍ତେଜନା

କେନ୍ଦ୍ରାପଡ଼ା ୧୧ା୭: କେନ୍ଦ୍ରାପଡା ସହରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି । ପୁରୁଣା ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ଓ ନୂଆ ବସଷ୍ଟାଣ୍ଡର ନବୀକରଣ ପାଇଁ ଦୋକାନ ଘର...

ବିଶୁଙ୍ଖଳିତ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ କରି ବାଲିପାଟଣା ହାଇସ୍କୁଲରେ ତାଲା!

ପଟ୍ଟାମୁଣ୍ଡାଇ ୧୧.୭-ଗୁଣାତ୍ମକ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱଆରୋପ କରିବା ସହିତ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ବାଲିପାଟଣା...

ପଟ୍ଟାମୁଣ୍ଡାଇ ପୌରପରିଷଦ ବୈଠକରେ ପ୍ରକଳ୍ପ ସମୀକ୍ଷା କଲେ ବିଧାୟକ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିକାଶ ଓ ପୌରାଞ୍ଚଳ ବାସୀଙ୍କର ସମସ୍ତ ମୌଳିକ ଆବଶ୍ୟକତା ପୂରଣ ଓ ଉତ୍ତମ ନାଗରିକ ସୁବିଧା ଯୋଗାଇବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ...

ଲୁଣା ନଦୀରେ ବୁଡି +୨ବିଜ୍ଞାନ ଛାତ୍ରଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା, ୧୦/୦୭- ନିଷ୍ଠୁର ନିୟତି, ଅକାଳରେ ଝରିପଡିଲା ଜୀବନ କୁସୁମ, ଲିଭିଗଲା ଶିଶୁ ପ୍ରତିଭାର ଜୀବନ ପ୍ରଦୀପ. ଲୁଣା ନଦୀରେ ଜାଭିଅର ସ୍କୁଲର କୃତି ଛାତ୍ର କୀର୍ତ୍ତିମାନ...

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ ପାଳନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ପରିସରରେ ରବିବାର  ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ପାୟଲ୍ ମ୍ୟୁଜିକ୍ ସ୍କୁଲର ମିଳିତ ସହଯୋଗରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ...

ସଂସ୍କୃତ ଭାଷାର ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ , ପଟ୍ଟାମୁଣ୍ଡାଇରେ ଅଣଦେଖା ,

ଦିନ ଥିଲା ପୁରାଣ ସଂସ୍କୃତ ଭାଷା ଦେଶବାସୀଙ୍କ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା । ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ ହେଉଥିବା...

ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ, ଭୋଟରଙ୍କ ମନ ଜୟ ପାଇଁ ଗାଁ ମୁହାଁ ନେତା

ଆଉ ୧ ବର୍ଷ କମ୍ ସମୟ ରହିଛି ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ନେତାମାନେ ତପତ୍ର ହୋଇଉଠିଲେଣି । ଏଭଳିସ୍ଥଳେ ପାନ ଦୋକନଠାରୁ ଆରମ୍ଭକରି...

ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି କାର୍ଯ୍ୟକାରିଣୀ ବୈଠକ,ଘରେ ଘରେ ପହଂଚିଛି ନବୀନଙ୍କ ବିକାଶ, ସୋସିଆଲ ମିଡିଆରେ ଅପପ୍ରଚାରର ଜବାବ ଦିଅ :ମନ୍ତ୍ରୀ

କେନ୍ଦ୍ରାପଡା : ମହିଳା, ଯୁବ, ଛାତ୍ର, କୃଷକ, ଶ୍ରମିକ, ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲାଗୁ ଆଦି ସବୁବର୍ଗର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା...

ଆଖିଧରା ରୋଗ ବ୍ୟାପିବାରେ ଲାଗିଛି

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଆଖିରେ ଯନ୍ତ୍ରଣା ହେବା ସହ ଆଖି ନାଲି ପଡ଼ିଯାଉଛି...

କେନ୍ଦ୍ରାପଡାରେ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୮ା୭ : କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏ ବର୍ଷର ଦ୍ୱିତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି...

ଋାଜ୍ୟ ସ୍ତରୀୟ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଜୟନ୍ତୀ ଆସନ୍ତା ରବିବାର ପାଳିତ ହେବ

ଓଡିଶାର ବରପୁତ୍ର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆସନ୍ତା ୯ ତାରିଖରେ ପାଳିତ ହେବ । ଓଡିଶା ସଂଗୀତ ନାଟକ ଏକାଡେମୀ...

ଗୁଲନଗର ପଞ୍ଚାୟତରେ ଫସଲ ସୁରକ୍ଷା ବୈଠକ

କେନ୍ଦ୍ରାପଡ଼ା ୭ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ଫସଲ ସୁରକ୍ଷା ପାଇଁ ମଙ୍ଗଳବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।...

ଏସ ଏସ ଜି ଋଣ ପ୍ରଦାନ ଓ ପରିଶୋଧ ସଚେତନତା ଓ ନିଯୁକ୍ତିପତ୍ର ବଣ୍ଟନ

ପଟ୍ଟାମୁଣ୍ଡାଇ ତା ୭.୭-ମିଶନଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି । ମିଶନଶକ୍ତିର ମହିଳାମାନେ ବିକାଶ ପରିଭାଷା ବଦଳାଇ ପ୍ରକୃତ ସାରଥୀ ହୋଇଛନ୍ତି ବୋଲି ଆଜି ପଟ୍ଟାମୁଣ୍ଡାଇ ପୌର...

Skip to content ↓