କେନ୍ଦ୍ରାପଡା କଲେଜର ଦର୍ଶନଶାସ୍ତ୍ର ବିଭାଗ ଛାତ୍ରୀ ପିଜି ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ୧୦ମ ସ୍ଥାନରେ

କେନ୍ଦ୍ରାପଡ଼ା, ୫ା୮: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗରୁ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଶୁଭଶ୍ରୀ ଶସ୍ମିତା ସ୍ୱାଇଁ ସ୍ନାତ୍ତୋକୋତ୍ତର(ପିଜି) ଶ୍ରେଣୀରେ ଅଧ୍ୟୟନ ନିମନ୍ତେ...

ସଂସ୍କୃତ ଦିବସ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା , ୫/୭: କେନ୍ଦ୍ରାପଡ଼ା ଜିଲ୍ଲା ତରାଣ୍ଡୋ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, କେନ୍ଦ୍ରାପଡ଼ା ଶାଖାର ସଂସ୍କୃତ ଦିବସ ପ୍ରସ୍ତୁତି ବୈଠକ ସଂଘର ସଭାପତି...

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୁରନ୍ତ ବିଦ୍ୟାଳୟରୁ ବଦଳି ନିମନ୍ତେ ଦାବିପତ୍ର

କେନ୍ଦ୍ରାପଡ଼ା, ୫/୮: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଲୟର ଚତୁର୍ଥ ଶ୍ରେଣୀର ଜଣେ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ବିରୋଧରେ ପୁରାତନ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।...

କେନ୍ଦ୍ରାପଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା, ୫ା୮: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ...

ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦର ରକ୍ତଦାନ ଶିବର

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୮୬ ବ୍ୟାଚ ପୁରାତନ ଛାତ୍ରସଂସଦ ପକ୍ଷରୁ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ହାଇସ୍କୁଲ...

ଡେପୁଟେସନ ଅର୍ଡର ବାତିଲ ଘଟଣାରେ ସ୍କୁଲରେ ପଡିଲା ତାଲା , ଡିଇଓଙ୍କ ଅନୁଧ୍ୟାନ ପରେ ନିଦ୍ଧେଶନାମା ସ୍ଥଗିତ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନରେ ଥିବା ୬୬ ଶିକ୍ଷୟତ୍ର/ଶିକ୍ଷକଙ୍କ ଡେପୁଟେସନ ଅର୍ଡରକୁ ଜିଲା ଶିକ୍ଷାଧିକାରୀ ବାତିଲ କରିବା ପ୍ରତିବାଦରେ ଗତକାଲି ପଟ୍ଟାମୁଣ୍ଡାଇ ଅଂଚଳର...

ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, ୪ା୮: ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦର କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ସୁଦର୍ଶନ ମହାପାତ୍ରଙ୍କ ସଂଯୋଜନା ଏବଂ ଶଶଧର ପଣ୍ଡାଙ୍କ ସଭାପତିତ୍ୱରେ ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ...

କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘ ର କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ

କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘ ର କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ ରବିବାର ସକାଳ ୧୦ ଘଟିକା ସମୟରେ ଗରା ପୁର୍ ଡାକ ବଙ୍ଗଳା ଠାରେ ଜିଲ୍ଳା...

ପଦ୍ମା ରାଉତ ଭିନ୍ନକ୍ଷମ ବାଳିକା ମେଧାବୃତ୍ତି ଓ ସଫଳ ସମର୍ଥା ସମ୍ମାନ ପ୍ରଦାନ

କେନ୍ଦ୍ରାପଡା,୪/୮: ମାଧପୁରସ୍ଥିତ ପୁନର୍ବାସ ପରିସରରେ ପଦ୍ମା ରାଉତ ଭିନ୍ନକ୍ଷମ ବାଳିକା ମେଧାବୃତ୍ତି ଓ ସଫଳ ସମର୍ଥା ସମ୍ମାନ ପ୍ରଦାନ କରାଯାଇଛି । ବିଶିଷ୍ଟ କଥାକାର ତଥା ପୁନର୍ବାସର...

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ପାଳିତ : ମହାପ୍ରଭୁଙ୍କ ମସ୍ତକରେ ଝଲସିଲା ସୁବର୍ଣ୍ଣ ଚିତା ଓ ମର୍କତ ମଣି

କେନ୍ଦ୍ରାପଡ଼ା, ତା ୦୪/୦୮: ତୁଳସୀକ୍ଷେତ୍ରର ପରମ ଆରାଧ୍ୟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରେ ପହଡ଼...

ଚିତାଲାଗି ଅମାବାସ୍ୟା , ଚିତଉ ଉଆଁସ

ଆଜି ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ । ଓଡ଼ିଶାରେ  ଗଣପର୍ବ ପାଳିତ ହୁଏ ।  ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ ।...

ଡେପୁଟେସନ୍ ଆଦେଶ ବାତିଲ କଲେ ଡିଇଓ ,୧୫ ସ୍କୁଲରେ ପଡିଲା ତାଲା

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନରେ ଥିବା ୧୫ଟି ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶନାମା ଓ ମନମାନୀକୁ...

ଭିତରକନିକା ସଂରକ୍ଷଣ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା ଜିଲା ରାଜନଗର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିନିକିଆ ଭିତରକନିକା ସଂରକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଚିଲିକା ଉନ୍ନୟନ କର୍ତୁପକ୍ଷଙ୍କ ଆନୁକୂଲ୍ୟରେ ଓ...

ପୋଖରୀ ନିକଟରୁ କୁମ୍ଭୀରକୁ ଉଦ୍ଧାର କଲା ବନବିଭାଗ

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବାରହାପୁର ଗ୍ରାମର କଳ୍ପତରୁ ଖଣ୍ଡୁଆଳଙ୍କ ପୋଖରୀରେ କୁମ୍ଭୀର ପଶିଥିବା ଖବର ପାଇ ବନବିଭାଗର ଏକ ଦଳ ଜାଲ ସାହାଯ୍ୟରେ କୁମ୍ଭୀରଟିକୁ ଖୋଜାଯାଇଥିଲା...

ଦିନଦ୍ୱିପହରରେ ଭୂଜାଲିରେ ହାଣି ୯ଲକ୍ଷ ଲୁଟ

କେନ୍ଦ୍ରାପଡ଼ା,୨ା୮: ଏକ ଆଳୁଗୋଦାମର ମ୍ୟାନେଜରଙ୍କୁ ସ୍ପଷ୍ଟ ଦିବାଲୋକରେ ଭୂଜାଲିରେ ହାଣି ତାଙ୍କ ପାଖରୁ ୯ଲକ୍ଷ ଟଙ୍କା ଲୁଟି ନେଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି ।...

କର୍ମକ୍ଷେତ୍ରରେ ଯୈାନ ଉତ୍ପୀଡ଼ନର ନିରାକରଣ ପାଇଁ ଦିନିକିଆ ପ୍ରଶିକ୍ଷଣ

କେନ୍ଦ୍ରାପଡ଼ା,୨ା୮: କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନର ପୂର୍ଣ୍ଣ ଉପଯୋଗ ଏବଂ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ନିରାକରଣ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ...

ବିଦ୍ୟାଳୟ ମରାମତି କାମରେ ଲକ୍ଷାଧିକ ଟଙ୍କାର ହରିଲୁଟ ଅଭିଯୋଗ

କେନ୍ଦ୍ରାପଡ଼ା,୨ା୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତିରେ ମହାଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।...

ବଜ୍ରମହାକାଳୀ ସାନମାଣତିଆ ପଞ୍ଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ବଡବାବୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,୨/୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତ ହାଇସ୍କୁଲ ଜରିଆବାଡର ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ ଓ କାର୍ଯ୍ୟାଳୟ ବଡବାବୁ ପରୀକ୍ଷିତ ସାମଲଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ...

ମେଧାବୀ ଦିବ୍ୟାଙ୍ଗ ଛାତ୍ରୀ ବୃତ୍ତି ପାଇଁ ପୁନର୍ବାସକୁ ଦାନ

କେନ୍ଦ୍ରାପଡା ୨/୮ - ପରିସଂଖ୍ୟାନରୁ ଜଣାଯାଏ ଓଡ଼ିଶାରେ ଉଚ୍ଚଶିକ୍ଷାରେ ଭିନ୍ନକ୍ଷମ ଛାତ୍ରୀଙ୍କ ସ୍ଥିତି ସାଧାରଣ ଛାତ୍ରୀଙ୍କ ତୁଳନାରେ ନୈରାଶ୍ୟଜନକ ଅଟେ । କେବଳ ଶିକ୍ଷା ମାଧ୍ୟମରେ ତଥା...

ବେଆଇନ ଲାବୋରେଟୋରୀ ଉପରେ ଚଢାଉ

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଗଢି ଉଠିଥିବା ବେଆଇନ ଲାବୋରେଟୋରୀ ଓ ପାଥୋଲ୍ୟାବ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର...

ଖୋଲିବ ସମବାୟ ପେଡି

ଭୁବନେଶ୍ୱର,୧ା୮: ଖୋଲିବ ସମବାୟ ଦୁର୍ନୀତି ପେଡି! ବନ୍ଧା ହେବେ ଅଧିକାରୀ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା! ବୁଧବାର ବିଧାନସଭାରେ ଆସିଛି ଆଖିତରାଟି ଦେଲା ଭଳି...

ରାଜଶ୍ରୀର ମନୋଜ୍ଞ ଆକାଶୀୟ ଆଲୋଚନା ଚକ୍ର ଏବଂ ଇପତ୍ରିକା “ରାଜଶ୍ରୀ’ ଉନ୍ମୋଚିତ

କେନ୍ଦ୍ରାପଡା ୧/୮- ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ବୁଧବାର ସଂଧ୍ୟା ଘ ୭.୩୦ ମିନିଟ ସମୟରେ ଆବାସୀ ବୈଠକ ଭର୍ତ୍ତୁଆଲ...

Skip to content ↓