କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ : ଦୁର୍ବଳତମ ଲୋକଙ୍କ ନିକଟରେ ପହଂଚିବ ଜିଲ୍ଲା ପ୍ରଶାସନ , ସୂଚନାଦେଲେ ଗଣମାଧ୍ୟମକୁ

30 January 2024 kanika odisha 0

କେନ୍ଦ୍ରାପଡ଼ା, ୩୦/୦୧: କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦାନ କରିଛନ୍ତି । ମଙ୍ଗଳବାର ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କୁ ଦର୍ଶନ ଓ […]

ଆନ୍ଦୋଳନ ପାଇଁ ଓଷ୍ଟାର ପ୍ରସ୍ତୁତି ବୈଠକ

30 January 2024 kanika odisha 0

କେନ୍ଦ୍ରାପଡ଼ା, ୩୦ା୧: ମାଧ୍ୟମିକ ସ୍କୁଲ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ନେଇ ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) ବ୍ଲକଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର […]

ରାଜଶ୍ରୀର ପ୍ରମୁଖ କର୍ମକର୍ତ୍ତାମାନେ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ

30 January 2024 kanika odisha 0

କେନ୍ଦ୍ରାପଡ଼ା, ୩୦ା୧: ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ଦିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ପ୍ରାୟୋଜିତ ଗୋଲକ ଚନ୍ଦ୍ର ଭଞ୍ଜଙ୍କ ୧୨୮ତମ ଜୟନ୍ତୀ ଉତ୍ସବ ଓ ସାରସ୍ୱତ ସମାରୋହ ଅବସରରେ ରାଜଶ୍ରୀ କଳା […]

ଗାନ୍ଧିବାଦୀ ସଂଗଠନ ପକ୍ଷରୁ ବର୍ଷବ୍ୟାପୀ ପ୍ରାୟଶ୍ଚିତ ଓ ସଂକଳ୍ପ ଅଭିଯାନ ଉଦ୍‌ଯାପିତ

30 January 2024 kanika odisha 0

କେନ୍ଦ୍ରାପଡ଼ା, ୩୦/୧: ସମଗ୍ର ବିଶ୍ୱରେ ଗାନ୍ଧିଜୀଙ୍କ ବିଚାର ଓ ବ୍ୟକ୍ତିତ୍ୱ ପ୍ରତି ଆଦର ଓ ଆକର୍ଷଣ ବୃଦ୍ଧି ପାଉଥିବାବେଳେ ଦେଶ ଭିତରେ ଗାନ୍ଧିଜୀଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ପାଇଁ ଗାନ୍ଧୀ ହତ୍ୟାକାଳରୁ ଆଜିଯାଏ […]

ମହାନଦୀ ଫେରିଘାଟ ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା : ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

30 January 2024 kanika odisha 0

କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ମହାନଦୀ ଫେରିଘାଟ ମଝିରେ ଯାତ୍ରୀବାହୀ ଡ଼ଙ୍ଗା ଫସିଥିବା ବେଳେ ଅଳ୍ପକେ ୫୦ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି । ସୂଚନାଯୋଗ୍ୟ, ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ଫେରିଘାଟର ମଙ୍ଗଳବାର ଭୋରରୁ ବାହାକୁଦ […]

ଘଡିଆମାଳ-ନୂଆଗାଁ ଛକରେ ସ୍କୁଟି ଉପରେ ଚଢିଗଲା ହାଇୱା, ସ୍କୁଟି ଚାଳକ ମୃତ ; ପ୍ରତିବାଦରେ ରାସ୍ତାରୋକ

30 January 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଚାଂୟତ ନୂଆଗାଁ ଛକରେ ଘଙ୍କିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୁଆଗାଁର ହରିଶ୍ଚନ୍ଦ୍ର ପାଣ୍ଡବ(୫୨) କ୍ଷୀର ବିକ୍ରିକରି ସ୍କୁଟିରେ ଘରକୁ ଫେରୁଥିବା ବେଲେ ରାଜନଗର ଅଭିମୁଖେ […]

ଅବହେଳିତ ପଟ୍ଟାମୁଣ୍ଡାଇ ପ୍ରସଙ୍ଗ, ପଟ୍ଟାମୁଣ୍ଡାଇ ବାସୀଙ୍କ ଶୂନ୍ୟ ନେତୃତ୍ୱ ପାଇଁ ସହରିକରଣରେ ବାଧା

29 January 2024 kanika odisha 0

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନରେ ମିଶାଇ ଦିଆଯାଇଛି । ପଟ୍ଟାମୁଣ୍ଡାଇର ୧୯ ଟି ପଂଚାୟତ ଓ […]

୧୯୮୭ ବ୍ୟାଚ ବଳଦେବ ହାଇସ୍କୁଲ ଛାତ୍ରଙ୍କ ବନ୍ଧୁମିଳନ

29 January 2024 kanika odisha 0

କେନ୍ଦ୍ରାପଡ଼ା, ୨୯/୧: ସମୟ ସ୍ରୋତରେ ବର୍ତ୍ତମାନ ଅତୀତ ହୋଇଯାଏ ସତ ମାତ୍ର ସେହି ଅତୀତ ପୁଣି ସ୍ମୃତିକୁ ଉଜ୍ଜିବୀତ କରି ଚେଇଁ ଉଠିଥାଏ ବନ୍ଧୁମିଳନର ରୂପରେ । କେନ୍ଦ୍ରାପଡାସ୍ଥିତ ବଳଦେବ ହାଇସ୍କୁଲର ୧୯୮୭ ବ୍ୟାଚ […]

ଟି.ଏସ. ଗୁରୁକୁଳର ଦଶମ ବାର୍ଷିକ ଉତ୍ସବ

29 January 2024 kanika odisha 0

କେନ୍ଦ୍ରାପଡ଼ା,୨୯ା୧ : ସହର ଉପକଣ୍ଠ ଉଦୟନଗରସ୍ଥିତ ସଂସ୍କୃତି ଭବନରେ ଟି.ଏସ. ଗୁରୁକୁଳର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଉଦଘାଟକ ଭାବେ ଡ. ସୁଧାକର କର ଯୋଗଦେଇ […]

ମେଡିକାଲ କଲେଜ ଦାବିରେ ଫେବୃଆରୀ ୮ରେ ପଟ୍ଟାମୁଣ୍ଡାଇ ବ୍ଲକରେ ଧାରଣା

29 January 2024 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରଥମ ଥର ପାଇଁ ଆନ୍ଦୋଳନକୁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତରକୁ ନେବାକୁ […]

 କଟକର ଇଣ୍ଡିପେଣ୍ଡେନ୍ସ କ୍ଲବ ବି.ଏନ. ଏଫ. ସି. ମୁମ୍ବାଇକୁ ୨-୦ଗୋଲରେ ହରାଇଲା

29 January 2024 kanika odisha 0

ଚତୁର୍ଥ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ   କେନ୍ଦ୍ରାପଡ଼ା,୨୮ା୧ : ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ […]

ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଆ ସାହିତ୍ୟ ପ୍ରତିଯୋଗିତା

29 January 2024 kanika odisha 0

କେନ୍ଦ୍ରାପଡ଼ା,୨୮ା୧: ନିକିରାଇସ୍ଥିତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ‘ନୂଆ – ଓ ଆମ ଓଡିଶା ନବୀନ ଓଡିଶା’ ଯୋଜନା ଅନ୍ତର୍ଗତ ‘ଓଡିଆ ସାହିତ୍ୟ ପ୍ରତିଯୋଗିତା’ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରଫେସର […]

ବାରୋ ପଡ଼ିଆରେ ନୂଆ-ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ଅନୁଷ୍ଠିତ

29 January 2024 kanika odisha 0

  କେନ୍ଦ୍ରାପଡ଼ା, ୨୮/୦୧: ଆଜି ସ୍ଥାନୀୟ ବାରୋ ପଡ଼ିଆରେ ଜିଲ୍ଲାସ୍ତରୀୟ “ନୂଆ-ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ଯୁବଶକ୍ତିଙ୍କୁ ଶୁଭେଚ୍ଛା […]

ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା

29 January 2024 kanika odisha 0

  କେନ୍ଦ୍ରାପଡ଼ା ଜିଲ୍ଳାପାଳଭାବେ କାର୍ଯ୍ୟକରୁଥିବା ଅମ୍ରିତ୍ ଋତୁରାଜ ଶ୍ରମ କମିଶନ ଭାବେ ବଦଳି ହୋଇଛନ୍ତି । ରବିବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ […]

କେନ୍ଦ୍ରାପଡା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ

29 January 2024 kanika odisha 0

କେନ୍ଦ୍ରାପଡ଼ା,୨୮ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ୱାଇ. ପଦ୍ମାବତୀ ଅଧ୍ୟକ୍ଷତାକରି ସ୍ୱାଗତ ଅଭିଭାଷଣ […]

ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ

28 January 2024 kanika odisha 0

ଶିକ୍ଷାନୁଷ୍ଠାନ ହେଉଛି ବାସ୍ତବରେ ମଣିଷ ତିଆରି କାରଖାନା । ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ, ଗୁରୁମାନଙ୍କ ଉପଯୁକ୍ତ ମାର୍ଗଦର୍ଶନ, ନିଷ୍ଠା ଓ ଅଧ୍ୟବସାୟ ଜାରି ରଖିଲେ ବିଦ୍ୟାର୍ଥୀମାନେ ଦୁନିଆର ସବୁ ଆହ୍ଵାନକୁ ସମ୍ମୁଖୀନ ହୋଇ ଜୀବନରେ […]

ବଲୁରିଆ ହାଇସ୍କୁଲ ୧୯୭୨ମାଟ୍ରିକ ବ୍ୟାଚ ବନ୍ଧୁମିଳନ

28 January 2024 kanika odisha 0

କେନ୍ଦ୍ରାପଡା ଜିଲା  ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୨ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ଚିତ୍ତରଞ୍ଜନ ଦାସଙ୍କ ସଂଯୋଜନାରେ ଅମୃତମଣୋହି ଛତାମତ […]

ମେଡିକାଲ କଲେଜ ଓ ସବଡିଭିଜନ ପ୍ରତିଷ୍ଠା କରାଯାଉ :ଜନମଂଚ

28 January 2024 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରାପଡ଼ା ଠାରେ ମେଡିକାଲ କଲେଜ ଓ ପଟ୍ଟାମୁଣ୍ଡାଇ ଆଳି, ରାଜନଗର ଓ ରାଜକନିକା ଅଂଚଳବାସୀଙ୍କୁ ଉତମ ରାଜସ୍ୱ ସେବା ଯୋଗାଇବା ପାଇଁ ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡ଼ିଭିଜନ ଘୋଷଣା […]

ସରକାରଙ୍କ କୃଷକ ଶ୍ରମିକ ମାରଣ ନୀତି ବିରୋଧରେ କେନ୍ଦ୍ରାପଡାରେ ଟ୍ରାକ୍ଟର ଶୋଭାଯାତ୍ରା

28 January 2024 kanika odisha 0

କେନ୍ଦ୍ରାପଡ଼ା,୨୭ା୧: କେନ୍ଦ୍ରର ମୋଦି ସରକାରଙ୍କ କରପୋରେଟ୍ ସପକ୍ଷବାଦୀ ଓ ଜନବିରୋଧୀ ଆର୍ଥିକ ନୀତି ଫଳରେ ଦେଶରେ ଧନି ଓ ଦରିଦ୍ରଙ୍କ ମଧ୍ୟରେ ତାରତମ୍ୟ ରକେଟ ବେଗରେ ବଢି ଚାଲିଛି । ସାଧାରଣ ଜନତାଙ୍କ ଉପରେ […]

 ଚତୁର୍ଥ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

28 January 2024 kanika odisha 0

କେନ୍ଦ୍ରାପଡ଼ା,୨୭ା୧ : ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଚତୁର୍ଥ ବାର୍ଷିକ ସର୍ବ ଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗଣତନ୍ତ୍ର ଦିବସରେ […]

ପଟ୍ଟାମୁଣ୍ଡାଇରେ ଜନରାଜ୍ୟ ଦିବସ ପାଳିତ

27 January 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ପ୍ୟାରେଡ ପଡିଆ ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ତହସିଲଦାର ପଂଚାନନ ନାୟକଙ୍କ ପୈାରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ […]

୭୫ତମ ସାଧାରଣତନ୍ତ୍ର ଦିବସ : ଗାଣତାନ୍ତ୍ରିକ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା

26 January 2024 kanika odisha 0

କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ […]

ଟ୍ରଷ୍ଟ ପକ୍ଷରୁ ମରଡପୁର ମୁଣ୍ଡାବସ୍ତିରେ ଶୀତବସ୍ତ୍ର ବଣ୍ଟନ

25 January 2024 kanika odisha 0

କେନ୍ଦ୍ରାପଡ଼ା,୨୫ା୧: ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ପଞ୍ଚାୟତର ମରଡପୁରସ୍ଥିତ ମୁଣ୍ଡାବସ୍ତିରେ ଶୀତବସ୍ତ୍ର କମ୍ବଳ, ପିଲାମାନଙ୍କୁ ସାର୍ଟପ୍ୟାଣ୍ଟ୍ ଓ ବିସ୍କୁଟ ବଣ୍ଟନ କରାଯାଇଛି […]

ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଉତ୍ସବ

25 January 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ଆଚାର୍ଯ୍ୟ ମୁଖ୍ୟଅତିଥି ଓ ଓଡ଼ିଆ […]