ରାଜକନିକା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ: ଅର୍ବାନ ଫୁଟବଲ କ୍ଲବ ଚମ୍ପିଆନ

30 August 2023 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ରାଜକନିକା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲି ଥିବା ପ୍ରଥମ ରାଜକନିକା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି । ଉଦଯାପନୀ ଖେଳ ରେ ଅର୍ବାନ ଫୁଟବଲ […]

୧୧ନଂ ୱାର୍ଡ ମିଶନଶକ୍ତି ଗୃହ ଓ ଜଳନିଷ୍କାସନ ପ୍ରକଳ୍ପ , ୧୨ନଂ ୱାର୍ଡରେ ଗୋଷ୍ଠୀ ଶୌଚାଳୟ ଉଦଘାଟନ କଲେ ବିଧାୟକ

30 August 2023 kanika odisha 0

ଆସନ୍ତା ୩୧ ତାରିଖ ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଇଯାଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦର […]

ମହିଳା ପୋଷ୍ଟମାଷ୍ଟର ବେକରୁ ସୁନା ଚେନ ଲୁଟ, ଥାନାରେ ଏତଲା

30 August 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋଷ୍ଟମାଷ୍ଟରଙ୍କ ବେକରୁ ଲୁଟେରାମାନେ ସୁନା ଚେନ ଲୁଟି ନେଇଥିବା ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି […]

ଏଥର ଝଲସିବ ମଢିଆଳ ଗଙ୍ଗାଭାଗୀରଥର ଚାନ୍ଦି ମେଢ

30 August 2023 kanika odisha 0

କେନ୍ଦ୍ରାପଡ଼ା,୨୯ା୮: ଏଥର ଆହୁରି ଝଲସିବ କେନ୍ଦ୍ରାପଡା ସହରର ମଢିଆଳସ୍ଥିତ ଗଙ୍ଗାଭାଗୀରଥ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ଚାନ୍ଦି ମେଢ । ନୂଆ ରୂପରେ ଏଥର ଚମକିବ ଗଙ୍ଗାଭାଗୀରଥ ମେଢ । ପୂର୍ବରୁ ଏହି ମେଢର […]

ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦର ଜିଲ୍ଲାପାଳଙ୍କୁ ଦାବିପତ୍ର

29 August 2023 kanika odisha 0

କେନ୍ଦ୍ରାପଡ଼ା, ୨୯ା୮: କେନ୍ଦ୍ରାପଡା ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ବିଭିନ୍ନ ଦାବିପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପରିଷଦର ସଭାପତି ସୁବ୍ରତ କୁମାର ରାଉତଙ୍କ ନେତୃତ୍ୱରେ […]

ଜାତୀୟ କ୍ରୀଡ଼ା ଦିବସ-୨୦୨୩,ଧ୍ୟାନଚାନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ କ୍ରୀଡ଼ାବିତ୍‌: ଅତିରିକ୍ତ ଜିଲ୍ଲାପାଳ

29 August 2023 kanika odisha 0

କେନ୍ଦ୍ରାପଡ଼ା, ତା୨୯/୦୮: କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡ଼ା ବିଭାଗ ଓ ହକି ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୩ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦିବସରେ ମୁଖ୍ୟ […]

ଶରଣାର୍ଥୀମାନଙ୍କୁ ଥଇଥାନ ଦାବିରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ

29 August 2023 kanika odisha 0

କେନ୍ଦ୍ରାପଡା, ୨୮/୮- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ରାମନଗର, ଖରିନାସୀ, ବତୀଘର ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ ୧୯୫୦ ମସିହାରୁ ସେଠାରେ ବସବାସ କରିଆସୁଛନ୍ତି । କେନ୍ଦ୍ରାପଡାରେ ଏକ ସମ୍ବାଦିକ ସମ୍ମିଳନୀରେ ସେମାନେ ସୂଚନା ଦେଇଥିଲେ ଯେ […]

ବିଜେଡି ବ୍ଲକ ସଭାପତିରୁ ହଟିଲେ ଅଶୋକ; ନିରଞ୍ଜନଙ୍କୁ ମିଳିଲା ଦାୟିତ

29 August 2023 kanika odisha 0

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡି ସଭାପତି ପଦରୁ ଅଶୋକକୁମାର ପ୍ରତିହାରୀଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ବ୍ଲକ ବିଜେଡି ଉପସଭାପତି ଥିବା ନିରଂଜନ ରାଉତଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । […]

ରାଜ୍ୟ ସ୍ତରୀୟ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ମହୋତ୍ସବ

29 August 2023 kanika odisha 0

କେନ୍ଦ୍ରାପଡା ୨୮/୮- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସଂଙ୍ଗୀତ ମୁର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ପକ୍ଷରୁ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ଉତ୍ସବ ବଲାଙ୍ଗିର ଜିଲ୍ଲାର ଟାଉନ ସରକାରୀ ଉଚ୍ଚ […]

ପଡୋଶୀ ନାଲିବତୀ ଗାଡିରୁ ବଟିକା ଖାଇ ଫେରିଛନ୍ତି ରାଜନଗର ନେତା , ବିଧାୟକ ଟିକେଟ ଆଶାରେ ନେତା ଓ କର୍ମୀ

28 August 2023 kanika odisha 0

କେନ୍ଦ୍ରାପଡା,୨୮ା୮; ବଦଳିବ କି ରାଜନଗରର ରାଜନୈତିକ ଚିତ୍ର । ଶାସକ ଦଳରେ ଗୋଷ୍ଠୀ କନ୍ଦଳ ସାମାଜିକ ଗଣମାଧ୍ୟମରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଚାଲିଥିବା କଥାକଟାକଟି ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । […]

ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ଅଦମ୍ୟ ସାହସ, ସେବା ଓ ତ୍ୟାଗ ପାଇଁ ସୁଦର୍ଶନ ଏବଂ ସରୋଜଙ୍କୁ ମିଳିବ ପୁରସ୍କାର

28 August 2023 kanika odisha 0

କେନ୍ଦ୍ରାପଡ଼ା, ତା୨୮/୦୮: ଅଦମ୍ୟ ସାହସ ଓ ନିର୍ଭୀକତାର ପରିଚୟ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱର୍ଗତ ସୁଦର୍ଶନ ସ୍ୱାଇଁ ଏବଂ ସ୍ୱର୍ଗତ ସରୋଜ କୁମାର ଦାସଙ୍କୁ ମିଳିବ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର […]

ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ

28 August 2023 kanika odisha 0

ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରଫେସର ଭରତ ପାତ୍ର, ପ୍ରଫେସର କୈଳାଶ ପାତ୍ର, […]

ଧୋୟାଂଚଳ ବିଜେଡିର ବନ୍ଧୁମିଳନ

28 August 2023 kanika odisha 0

କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଂଚଳର ଦାଣ୍ଡିସାହି ଠାରେ ଆଜି ଧୋୟାଂଚଳ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟ […]

ଶ୍ରୀ ବିନୋଦବିହାରୀ ମନ୍ଦିରରେ ଝୁଲଣ ଯାତ୍ରା

28 August 2023 kanika odisha 0

କେନ୍ଦ୍ରାପଡ଼ା,୨୭/୮: ଆଜି ପବିତ୍ର ଶ୍ରାବଣ ଶୁକ୍ଳ ଏକାଦଶୀ ଉପଲକ୍ଷେ କେନ୍ଦ୍ରାପଡା ସହର ଗଣାମାହାଲସ୍ଥିତ ଶ୍ରୀ ବିନୋଦବିହାରୀ ମନ୍ଦିରରେ ରାଧାକୃଷ୍ଣଙ୍କର ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ସନ୍ଧ୍ୟା ଆଳତୀ ବଢିବା ପରେ […]

ବୃକ୍ଷରୋପଣ କାର୍ଯ୍ୟକ୍ରମ

28 August 2023 kanika odisha 0

କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡାର ସ୍ୱାଧିନତା ସଂଗ୍ରାମୀ ଦୁର୍ଯ୍ୟୋଧନ ପଣ୍ଡା ସ୍ମୃତି କମିଟି ତରଫରୁ ସ୍ମୃତି କମିଟିର ସଭାପତି ବରିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଗରାପୁରସ୍ଥ କାଳୀ ମନ୍ଦିରଠାରୁ କୋଠିଛକ ଯାଏ ବୃକ୍ଷରୋପଣ କାର୍ଯ୍ୟ […]

ଧୋୟାଞ୍ଚଳ ବିଜେଡି ବନ୍ଧୁମିଳନକୁ ନେଇ ରାଜନୈତିକ ଭୁକମ୍ପ

28 August 2023 kanika odisha 0

ଆଗାମୀ ସାଧାରଣ ନିର୍ବାଚନକୁ ନେଇ ସାଧାରଣ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳରେ ରାଜନୈତିକ ବାତାବରଣ ଧୀରେ ଧୀରେ ସରଗରମ ହେବାରେ ଲାଗିଛି । କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ […]

କେନାଲରେ ପର୍ଯ୍ୟପ୍ତ ପରିମାଣରେ ପାଣି ଅଛି ; କ୍ଷେତରେ ପହଁଚି ପାରୁନି

27 August 2023 kanika odisha 0

  ଉପର ମୁଣ୍ଡ ଜମି ଶୁଖିଲା ପଡିଛି ଖାଲୁଆ ଜମିରେ ପାଣି ଲହରି ମାରୁଛି ଡ୍ରେନେଜ ନାଳ ପୋତି ହେଲାଣି କାଡା କେନାଲର ସତା ନାହିଁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚଳିତ ଖରିଫ୍ […]

“ଫେରିଆସ ଡାକ୍ତର” ପୁସ୍ତକ ଉନ୍ମୋଚିତ ଓ ସ୍ମୃତି ସଭା

27 August 2023 kanika odisha 0

କେନ୍ଦ୍ରାପଡ଼ା, ୨୭ା୮: ଡ଼ାକ୍ତର ବୈଷ୍ଣବ ପରିଡା ଥିଲେ ସର୍ବୋଚ୍ଚ ମାନବୀୟ ଆଦର୍ଶ ସେବା, ସଂକଳ୍ପ ଓ ଉତ୍ସର୍ଗର ସର୍ବଶ୍ରେଷ୍ଠ ରୂପକାର । ତାଙ୍କ ପରି ମଣିଷ ଆଜିର ସଂସାରରେ ବିରଳ ଓ ସମାଜର ଅମୂଲ୍ୟ […]

ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ କବିତା ସଙ୍କଳନ ଉନ୍ମୋଚିତ

27 August 2023 kanika odisha 0

କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି […]

ଶ୍ରୀକ୍ଷେତ୍ରରୁ ବଡଭାଇଙ୍କ ପାଇଁ ତୁଳସୀକ୍ଷେତ୍ର ଆସିଲା ପାଟ୍ଟରାକ୍ଷୀ

27 August 2023 kanika odisha 0

କେନ୍ଦ୍ରାପଡ଼ା, ୨୭ା୮: ସମଗ୍ର ବିଶ୍ୱକୁ ପ୍ରେମ ବନ୍ଧନରେ ବାନ୍ଧିରଖି ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଶ୍ରୀମନ୍ଦିରରେ ତାଙ୍କର ମାନବୀୟ ଲୀଳା କରୁଛନ୍ତି । ସେଥିମଧ୍ୟରେ ଭାଇ […]

କୋଇଲା ବୋଝେଇ ଗାଡି ଜବତ, ଚାଳକ ଫେରାର

27 August 2023 kanika odisha 0

କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡା ସଦର ପୁଲିସ ଆଜି ସକାଳେ ଏକ ବେଆଇନ କୋଇଲା ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କରିଛି । ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । […]

ତିନି ୱାରେଣ୍ଟି ଗିରଫ

27 August 2023 kanika odisha 0

କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ସଦରଥାନା ପୋଲିସ ଆଜି ତିନି ଜଣ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ କଦଳୀବାଡି ଗ୍ରାମର ବାପା ପୁଅ   ଓ ମା କୁ […]

କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତେଜିଲା

27 August 2023 kanika odisha 0

କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଫେସର ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । […]

ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ “ହର ଘର ଏକ ପୌଧା” ୪୫ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ

27 August 2023 kanika odisha 0

କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିଥିବା “ହର ଘର ଏକ ପୌଧା” ଅନ୍ତର୍ଗତ ଏକ ବିଶାଳ […]