ସିଲିଣ୍ଡର ଫାଟି ଭାଇ ଭଉଣୀଙ୍କ ମୃତ୍ୟୁ ଘଟଣା ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌ଆରସିରେ ମାମଲା

22 August 2024 kanika odisha 0

କେନ୍ଦ୍ରାପଡ଼ା,୨୨ା୮: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ସଂପୃକ୍ତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା […]

ବୈଜୟନ୍ତଙ୍କ ପଟ୍ଟାମୁଣ୍ଡାଇ ଗସ୍ତ ଭବ୍ୟ ସମ୍ବର୍ଦ୍ଧନା ଦେଲେ ଭାଜପା କର୍ମୀ

22 August 2024 kanika odisha 0

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ପଟ୍ଟାମୁଣ୍ଡାଇ ଅଂଚଳ ଗସ୍ତରେ ଆସି ଅଂଚଳର ବିକାଶ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ସାଂସଦ ପଣ୍ଡା […]

No Image

ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

22 August 2024 kanika odisha 0

କେନ୍ଦ୍ରାପଡ଼ା, ୨୧ା୮: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ସ୍ୱାଗତ କରାଯାଇଛି। ଏହି ଉପଲକ୍ଷେ କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ […]

ତମାଖୁ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ନୟ କମିଟି ବୈଠକ

21 August 2024 kanika odisha 0

କେନ୍ଦ୍ରାପଡ଼ା ୨୧ା୮: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ନୟ କମିଟି ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି […]

ପଞ୍ଚାୟତବାସୀଙ୍କ ପକ୍ଷରୁ ବାବର ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି କାର୍ଯ୍ୟାନୁଷ୍ଠାନ ନହେଲେ ଅନଶନ ଚେତାବନୀ

21 August 2024 kanika odisha 0

କେନ୍ଦ୍ରାପଡ଼ା, ୨୧ା୮: ଶିକ୍ଷାନୁଷ୍ଠାନ, ମନ୍ଦିର ଏବଂ ଗ୍ରାମାଞ୍ଚଳ ବ୍ୟବସାୟୀ କେନ୍ଦ୍ର ନିକଟରେ ଚାଲୁଥିବା ବାବର ବିଦେଶୀ ମଦ ଦୋକାନକୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରାଯିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିକଟରେ ଦାବି […]

ସୁପ୍ରିମ କୋର୍ଟଙ୍କ ବର୍ଗୀକରଣ ରାୟ ପ୍ରତିବାଦରେ ଓ ସଂରକ୍ଷଣ ଦାବିରେ ଭାରତ ବନ୍ଦ

21 August 2024 kanika odisha 0

କେନ୍ଦ୍ରାପଡା, ୨୦ା୮: ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ସୁପ୍ରିମ୍‌କୋର୍ଟଙ୍କ ବହୁଜନ ବର୍ଗୀକରଣ ରାୟ ପ୍ରତିବାଦରେ ଦେଶବ୍ୟାପୀ ଭାରତ ବନ୍ଦ କରାଯାଇଛି । ଏହାକୁ ସମର୍ଥନ […]

ପଟ୍ଟାମୁଣ୍ଡାଇରେ ଭାରତ ବନ୍ଦର ଆଂଶିକ ପ୍ରଭାବ

21 August 2024 kanika odisha 0

ପଟ୍ଟାମୁଣ୍ଡାଇ ୨୧/୮ -ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଓ […]

ପାବନ କ୍ଷେତ୍ରରେ ଝୁଲଣ ଯାତ୍ରା ଉଦ୍‌ଯାପିତ

21 August 2024 kanika odisha 0

କେନ୍ଦ୍ରାପଡା,୨୧/୮: କେନ୍ଦ୍ରାପଡା କୋରୋସ୍ଥିତ ପାବନ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ନୀତି ପରମ୍ପରା ଅନୁସାରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ସପ୍ତଦିବସ ବ୍ୟାପୀ ପବିତ୍ର ଝୁଲଣ ଯାତ୍ରା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ […]

ପଟ୍ଟାମୁଣ୍ଡାଇ ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ପଦକ୍ଷେପ , ଜବରଦଖଲକାରୀ ଦୋକାନୀଙ୍କୁ ଉଛେଦ କଲା ପୌରପାଳିକା

21 August 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ବୁଧବାର ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଖାଲି କରିବାକୁ ୭ ଦିନ […]

No Image

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

21 August 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ […]

ବିଧାନସଭାର ଦ୍ୱିତୀୟ ଦିନ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ଅପରାହ୍ନ ୪ଟା ଯାଏ ଗୃହମୁଲତବୀ

21 August 2024 kanika odisha 0

ଭୁବନେଶ୍ୱର,୨୧।୮-ବୁଧବାର ବିଧାନସଭାର ଦ୍ୱିତୀୟ ଦିନ। ତେବେ ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ସହ ନାରାବାଜି ଦେଇଛନ୍ତି। ଏମିତିକି ଗୃହର ମଧ୍ୟଭାଗକୁ ବିଧାୟକମାନେ ଆସିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି […]

ଗହ୍ମା ପୂର୍ଣ୍ଣିମାରେ ସରୋଜିନୀ ପରିଡାଙ୍କ ଶ୍ରାଦ୍ଧୋତ୍ସବ

21 August 2024 kanika odisha 0

କେନ୍ଦ୍ରାପଡା,୨୦/୮: ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବାରୁଅସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ […]

ଶ୍ରୀରାମ ଚରିତ ମାନସ ପାରାୟଣ ଓ ଭଜନ ସମାରୋହ ଅନୁଷ୍ଠିତ

21 August 2024 kanika odisha 0

କେନ୍ଦ୍ରାପଡା,୨୦/୮: ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ବିଶିଷ୍ଟ ପ୍ରବକ୍ତା ତଥା ଶିକ୍ଷାବିତ୍ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କ ଗୃହାଙ୍ଗନରେ ଥିବା ଶ୍ରୀରାମ ମନ୍ଦିରରେ ପବିତ୍ର ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ […]

ମୟୀୟସୀ ସରୋଜିନୀ ସାମଲଙ୍କ ଶ୍ରାଦ୍ଧବାର୍ଷିକୀରେ ଭିନ୍ନକ୍ଷମ ସମ୍ବର୍ଦ୍ଧିତ

20 August 2024 kanika odisha 0

ପଟ୍ଟାମୁଣ୍ଡାଇ ତା ୨୦/୮ -ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଂଚାୟତ ମଣ୍ଡପଡା ଗ୍ରାମର ବିଶିଷ୍ଟ ସମାଜସେବୀ ବରାହ ଚରଣ ସାମଲ (କାଁହୁ )ଙ୍କ ଧର୍ମପତ୍ନୀ ମୟୀୟସୀ ମହିଳା ସରୋଜିନୀ ସାମଲଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ […]

ପଟ୍ଟାମୁଣ୍ଡାଇ ବ୍ଲକରେ ୱାର୍ଡ ସଭ୍ୟ ତାଲିମ ଶିବିର ଉଦଯାପିତ

20 August 2024 kanika odisha 0

ପଟ୍ଟାମୁଣ୍ଡାଇ ତା ୨୦/୮ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପଂଚାୟତ ପ୍ରତିନିଧିମାନଙ୍କୁ ଉପଯୁକ୍ତ ଭାବେ ତାଲିମ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ୱାର୍ଡ ସଭ୍ୟ ମାନଙ୍କୁ ନେଇ ଏକ ତାଲିମ ଶିବିର ଗତ […]

ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ ପାଳିତ

20 August 2024 kanika odisha 0

ପଟ୍ଟାମୁଣ୍ଡାଇ ୨୦/୮-ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୯୧ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ […]

କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ

19 August 2024 kanika odisha 0

କେନ୍ଦ୍ରାପଡ଼ା,୧୯ା୮: କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆରଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ସୋମବାର ପାଳିତ ହୋଇଯାଇଛି। ଶ୍ରୀଜୀଉଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ବୋଲି […]

କେନାଲ ବନ୍ଧ -କଚେରୀଡିହ ରାସ୍ତା ବିଛିନ୍ନ ଶହ ଶହ ଲୋକ ହିନସ୍ତା

19 August 2024 kanika odisha 0

କେନ୍ଦ୍ରାପଡ଼ା,୧୯ା୮ : କାକଟ- ଦାନପୁର କେନାଲ ବନ୍ଧ ରାସ୍ତାରୁ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରିଡିହ ରାସ୍ତାଟି ୧୫ଦିନ ହେବ ବିଛିନ୍ନ ହୋଇପଡିଛି। ଫଳରେ ସେହି ରାସ୍ତାଦେଇ କଚେରିଡିହ ବଟେଶ୍ୱର ମହାଦେବଙ୍କ ମନ୍ଦିରକୁ ଦୈନିକ ଯାଉଥିବା ଶହ […]

ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତାଙ୍କୁ ସହାୟତା

19 August 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ଚନ୍ଦ୍‌ନନଗର ପଂଚାୟତ ଗୋପ୍ତିରା ଗ୍ରାମର ଦିନ ଦରିଦ୍ର ସରସ୍ୱତୀ ବାୟୀ ଗତ ଦୁଇ ବର୍ଷ ହେବ ରକ୍ତ କର୍କଟ ରୋଗରେ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। ମୁଣ୍ଡ […]

ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବରପୁତ୍ରଙ୍କୁ ଅସମ୍ମାନ

19 August 2024 kanika odisha 0

କେନ୍ଦ୍ରାପଡ଼ା,୧୯ା୮ : ବିଭିନ୍ନ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। କିନ୍ତୁ କିଛିଦିନ ପରେ […]

ପୁରୁଷୋତ୍ତମପୁର ଗ୍ରାମରେ ଶ୍ରୀ ରାମଚରିତ ମାନସ ଓ ନବାହ୍ନ ପାରାୟଣ

19 August 2024 kanika odisha 0

କେନ୍ଦ୍ରାପଡା ଅଫିସ ,୧୯/୮: କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମସ୍ଥିତ ଶ୍ରୀ ରାମ ମନ୍ଦିରରେ ଚଳିତମାସ ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀ ରାମଚରିତ ମାନସ ଓ ନବାହ୍ନ ପାରାୟଣ ସୋମବାର […]

ନିରପେକ୍ଷ ଖବର ସାମ୍ବାଦିକକୁ ଗଣତନ୍ତ୍ରରେ ବିଶ୍ୱାସଭାଜନ କରେ , ଏସୟୁଜେର ପ୍ରାନ୍ତୀୟ ସମାବେଶରେ ଆଲୋଚନା

19 August 2024 kanika odisha 0

କେନ୍ଦ୍ରାପଡା, ୧୯ା୮ – ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଏକ ପ୍ରାନ୍ତିୟ ସମାବେଶ ଓ ଆଲୋଚନା ଚକ୍ର ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି କୈଳାଶ […]

ବଜ୍ରପାତରେ ମୃତ ପରିବାରକୁ ଭେଟିଲେ ସହାୟତା କଲେ ବିଧାୟକ

19 August 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଗତକାଲି ବ୍ରଜପାତରେ ମୃତ୍ୟୁବରଣ କରିଥିବା ଚାଷୀ ବିଜୟ ମଳିକଙ୍କ ପରିବାରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଭେଟି ସମବେଦନା ଜ୍ଞାପନ କରିବା […]

ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୩ ବଖରା ଚାଳଘର

19 August 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ବଡପାଳ ଆରଆଇ ସର୍କଲ ଅଧିନ ଓଉପଦା ପଂଚାୟତ କଜଳବନ୍ଧ ଗାଁର ସୁଶାନ୍ତ କୁଣ୍ଡଙ୍କ ଘରେ ସୋମବାର ସଂନ୍ଧ୍ୟା ୭ଟାରେ ଅଗ୍ନିକାଣ୍ଡ ଘଟି ୩ ବଖରା ଚାଳଘର ପୋଡ଼ି ପାଉଁଶ […]