ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର କେନ୍ଦ୍ରାପଡ଼ା ସହରସ୍ଥିତ ଶାମଗୁଡ଼ିଆ ରାଜସ୍ୱ ଓ ବଡ଼ ବାରଙ୍ଗ ରାଜସ୍ୱ ଗ୍ରାମଦ୍ୱୟରେ ଅବସ୍ଥିତ । ବଳଦେବଜୀଉଙ୍କ ମନ୍ଦିରର ରତ୍ନ ସିହ୍ନାସନରେ ପ୍ରଭୁ ଶ୍ରୀ ବଲରାମ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ପୂଜା କରାଯାଏ । ପବିତ୍ର ସାତ ପାହାଚ ପରେ ତୁଳସୀଙ୍କୁ ଏକ ଦେବୀ ଭାବରେ ପ୍ରତିନିଧିତ୍ୱ କରୁଥିବା ଏକ ପ୍ରତିମା ମଧ୍ୟ ଉପସ୍ଥିତ । ସିଦ୍ଧ […]