ତୁଳସୀ କ୍ଷେତ୍ରରେ ରଥଯାତ୍ରା ପରମ୍ପରା ଭାଙ୍ଗିଲା, ପହଣ୍ଡି ବିଜେ ବିଳମ୍ବ ସୂର୍ଯ୍ୟାସ୍ତ ପରେ ବ୍ରହ୍ମ ତାଳଧ୍ୱଜ ରଥ ଟଣା ବନ୍ଦ ,ଆସନ୍ତା କାଲି ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେବ

କେନ୍ଦ୍ରାପଡ଼ା ୨୦/୬ – ଆଜି ଶ୍ରୀକ୍ଷେତ୍ର ପୁରୀ ଘୋଷଯାତ୍ରା ସହିତ ବିଶ୍ୱର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସେହିପରି କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଶ୍ରୀ ବଳଦେବଜୀଊଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି । ପ୍ରଥମ…

ଅସହ୍ୟ ତାତିରେ ପାଣି ନପାଇ ଆଉଟୁ ପାଉଟୁ ଜୀବଯନ୍ତୁ ଟ୍ୟାପ ପାଣି ପିଉଛନ୍ତି

ପଟ୍ଟାମୁଣ୍ଡାଇ; ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ତାତି ସାଙ୍ଗକୁ ଅସହ୍ୟ ଗୁଳୁ ଗୁଳି ଜନ ଜୀବନକୁ ବ୍ୟତିବ୍ୟସ୍ତ କରିପକାଉଛି । ଦୈନିକ ତାପମାତ୍ରା ୪୦ ରୁ ୪୧ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପ଼ଡୁଛି…

ପଟ୍ଟାମୁଣ୍ଡାଇ ଅଂଚଳରେ ନିର୍ଭୟରେ ଚାଲିଛି ଅବାଧ ଗଛକଟା, ଶୋଇଛି ବନବିଭାଗ !

କେନ୍ଦ୍ରାପଡା ୨୦ା୬-ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି । ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି । ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ ହେବାକୁ…

କ୍ଷୁଦ୍ର ମଧ୍ୟମ ଉଦ୍ୟେଗ ଯୋଜନା ବାଟବଣା ,ଋଣ ଜନ୍ତାରେ ଯୁବତୀ ଯୁବକ , ବ୍ୟାଙ୍କ ତୃତୀୟ ପକ୍ଷଙ୍କ ଦ୍ୱାରା ହେଉଛନ୍ତି ହଟହଟା , ଉଦ୍ୟେଗ ବନ୍ଦକରି ଦାଦନ ଖଟିବାକୁ ଚାଲି ଯାଉଛନ୍ତି, ଆରବିଆଇ ନିର୍ଦ୍ଦେଶନାମକୁ ବେଖାତିରି

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରାକାରଙ୍କର ଅନେକ ଯୋଜନା କରିଛନ୍ତି । ଏମଏସଏମଇ ଓ ପିଏମଇଜିପି ମାଧ୍ୟମରେ ବେକାରି ଯୁବତୀ ଯୁବକମାନଙ୍କ ପାଇଁ କ୍ଷୁଦ୍ର ମଧ୍ୟମ ଉଦ୍ୟେଗ ଯୋଜନା ମାଧ୍ୟମରେ ବ୍ୟାବସାୟ ପାଇଁ ଋଣ ପ୍ରଦାନ କରାଯାଉଛି ।…

ଦୋଷିଆ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ – ପଟ୍ଟାମୁଣ୍ଡାଇ ବ୍ଲକର ଦୋଷିଆ ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୋଷିଆ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରପଂଚ ସ୍ମୃତି ରେଖା ସ୍ୱାଇଁ ସମିତିସଭ୍ୟ…