ବର୍ଷିୟାନ ସିପିଆଇ(ଏମ) ନେତା ବାବାଜୀ ପରିଡାଙ୍କ ପରଲୋକ: ବିଭିନ୍ନ ମହଲରୁ ଶୋକ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ  ସିପିଆଇ(ଏମ)ନେତା ବାବାଜୀ ପରିଡାଙ୍କର ରବିବାର ଭୋର ୬ ଟାରେ ପରଲୋକ ଘଟିଛି । ସେ ଦିର୍ଘଦିନ ଧରି ଲିଭର ସୋରିଆସିସ୍ ରୋଗରେ ପିଡୀତ ହୋଇ କଟକ ଏସସିବି ବଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ…