କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡିର ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିଲା । ଏହି ବ୍ଲକରେ ପଦଯାତ୍ରାର ଦ୍ୱିତୀୟ ଦିନରେ ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ନେତୃତ୍ୱରେ ଏହି ପଦଯାତ୍ରା ତ୍ରିନାଥ ବଜାର, ହଂସୁଆ…
Month: October 2023
ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଗୁଲନଗର ମହାଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୮ା୧୦ : ଆଜି ପୂର୍ବାହ୍ନରେ ଗୁଲନଗର ହାଇସ୍କୁଲ ପରିସରରେ ରବିବାର ଦିନ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହାଲକ୍ଷ୍ମୀ ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବ ସରରେ ସଭାପତି ନିତ୍ୟାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି…
ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା
କେନ୍ଦ୍ରାପଡା ୮/୧୦ – କେନ୍ଦ୍ରାପଡା ସହରସ୍ଥିତ ଭାରତୀ ବିଦ୍ୟା ମନ୍ଦିର ପରିସରରେ ପ୍ରଜ୍ଞାନ ମିଶନ ପକ୍ଷରୁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ଭାରତୀୟ ସନାତନ ସଂସ୍କୃତି ସହିତ ପରିଚିତ କରିବା ଲକ୍ଷ୍ୟରେ ପ୍ରଜ୍ଞାମିଶନ ପକ୍ଷରୁ…
ପଲିଥିନ ବ୍ୟାନ୍ ବାଟବଣା ; ପ୍ରଚାରରେ ସୀମିତ ସିଙ୍ଗଲ ୟୁଜ ପ୍ଲାଷ୍ଟିକ
ଗତ ୭ ବର୍ଷ ତଳୁ ପ୍ଲାଷ୍ଟିକ୍ ଓ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ପ୍ରତ୍ୟକ ସହରକୁ ସ୍ବଚ୍ଛ ଓ ସୁନ୍ଦର ପରିଣତ କରିବା ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ନିୟମକୁ କଡ଼ାକଡ଼ି ଲାଗୁ କରିବା…
କେନ୍ଦ୍ରାପଡାରେ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ ପଦଯାତ୍ରା
କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ବ୍ଲକର ୭ ନଂ ଜୋନ୍ରେ କଂଗ୍ରେସ ତରଫରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ପଦଯାତ୍ରା କାର୍ଯ୍ୟକ୍ରମ ବ୍ଲକ ସଭାପତି ଚିତ୍ରସେନ ପରିଡାଙ୍କ ପୌରୋହିତ୍ୟରେ…
କିଶୋର ନ୍ୟାୟ ଆଇନ୍ ସମ୍ପର୍କରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍ର ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡ଼ା, ୭ା୧୦ : କେନ୍ଦ୍ରାପଡା ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଶିଶୁ କିଶୋରମାନଙ୍କ ଯତ୍ନ ଓ ସୁରକ୍ଷା ସମ୍ପର୍କରେ କାର୍ଯ୍ୟ କରୁଥିବା ଜିଲ୍ଲାର ସମସ୍ତ ଥାନାର ସ୍ୱତନ୍ତ୍ର କିଶୋର ପୋଲିସ ଅଧିକାରୀମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।…
ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ,ଉଜ୍ୱଳ ଆଲୋକ ବ୍ୟବସ୍ଥା ସହ ସମସ୍ତ ମୌଳିକ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ
ରାଜ୍ୟ ନଗର ଉନ୍ନୟନ ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଆଲୋକୀକରଣ (ଉଜ୍ୱଳ ଆଲୋକ ବ୍ୟବସ୍ଥା ) ସଫଳ କାର୍ଯ୍ୟକାରିତା ପାଇଁ ପୌର ପରିଷଦର ସ୍ୱତନ୍ତ୍ର ଅଧିବେଶନ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
ଆମ ସଂସ୍କୃତି ଓ ଆମ ଖେଳନା କର୍ମଶାଳା
କେନ୍ଦ୍ରାପଡା ୬/୧୦- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଜାଙ୍ଗଠାରେ ୩ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ “ଆମ ସଂସ୍କୃତି ଓ ଆମ ଖେଳନା” ପ୍ରସ୍ତୁତି ସମ୍ବନ୍ଧୀୟ କର୍ମଶାଳା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା…
ପୁନର୍ବାସ ପକ୍ଷରୁ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ
କେନ୍ଦ୍ରାପଡା ୬/୧୦- ପ୍ରତିବର୍ଷ ଅକ୍ଟୋବର ମାସ ୬ ତାରିଖକୁ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ରୂପେ ପାଳନ କରାଯାଏ । ମସ୍ତିଷ୍କ ପକ୍ଷାଘାତ ସାଧାରଣତଃ ଏକ ଜନ୍ମଗତ ଅବସ୍ଥା । ଯାହା ଫଳରେ ଶିଶୁର ମାଂସପେଶୀ ଓ ସ୍ନାୟବିକ ଦୁର୍ବଳତା ହେତୁ…
ମିଶନଶକ୍ତି ନୂଆ ଓଡିଶା ଗଠନର ସ୍ଥପତି : ଉପଦେଷ୍ଟା ଡ଼ ଲୋପାମୁଦ୍ରା
ମିଶନଶକ୍ତି ନୂଆ ଓଡିଶା ଗଠନର ସ୍ଥପତି ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ମିଶନଶକ୍ତି ମହିଳାମାନଙ୍କ ମହାସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ମହିଳା କମିଶନ ପ୍ରାକ୍ତନ ଅଧ୍ୟକ୍ଷା ତଥା ମିଶନଶକ୍ତି ଉପଦେଷ୍ଟା ଡ଼ ଲୋପାମୁଦ୍ରା ବକ୍ସିପାତ୍ର ପ୍ରକାଶ…
ଅବହେଳିତ ଗାଁ ଖଡିଅଂଟା
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତ ଅଧୀନ ଖଡିଅଂଟା ଗାଁ ବହୁ ଦିନ ଧରି ଅବହେଳିତ ହୋଇ ପଡିଛଥିବା ବେଳେ ଯାତାୟାତ ଲାଗି ଏହି ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ । ମାତ୍ର ଗାଁ ଭିତର ରାସ୍ତା ଯାତାୟାତ…
ଶିବାନନ୍ଦ ଆଶ୍ରମରେ ରସାବଳି ଉତ୍ସବ
କେନ୍ଦ୍ରାପଡ଼ା,୬ା୧୦ : କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିଥିବାରୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ରସାବଳି ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆଶ୍ରମର ମନ୍ଦିରରେ…
କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଙ୍ଘକୁ ଭେଟିଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ୬ା୧୦ : କେନ୍ଦ୍ରାପଡା ରସାବଳିକୁ ଜି.ଆଇ.ଟ୍ୟାଗ ମାନ୍ୟତା ମିଳିବା ପରେ ଏହାର ଆବେଦନକାରୀ କେନ୍ଦ୍ରାପଡ଼ା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘର କର୍ମକର୍ତ୍ତାମାନଙ୍କୁୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି ଗରାପୁରସ୍ଥିତ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଏହା…
କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଲୋକ ଅଦାଲତ
କେନ୍ଦ୍ରାପଡ଼ା, ୬ା୧୦ : ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ମାସ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ । ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କେନ୍ଦ୍ରାପଡା କୋର୍ଟ…
ଜିଲ୍ଲା ବୋଇତବନ୍ଦାଣ ସମିତିର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା,୬ା୧୦: ରାଜ୍ୟର ପୁରାତନ ସାସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ଏକ ପ୍ରସ୍ତୁତି ବୈଠକ ଗରାପୁର ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ…
ବାଣ ବିଷ୍ପୋରଣରେ କାର ଭାଙ୍ଗି ଚୁରମାର, କାର ଚାଳକ ଗୁରୁତ୍ତର
କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମ ପଞ୍ଚାୟତର ଖଣ୍ଡିଆ ବନ୍ଧ ଗ୍ରାମରେ ଭୟଙ୍କର ବାଣ ବିଷ୍ପୋରଣରେ ଏକ କାର ଜଳିଯାଇଥିବା ବେଳେ କାରଚାଳକ ଜଣଙ୍କ ଗୁରୁତ୍ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ…
ବାବା ସାହେବ ଆମ୍ବେଦକର ଦଳିତ ଜାତିସଂଘର ତହସିଲରେ ବିକ୍ଷୋଭ
ପଟ୍ଟାମୁଣ୍ଡାଇ ବାବା ସାହେବ ଆମ୍ବେଦକର ଦଳିତ ଜାତି ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ସହର ପରିକ୍ରମା କରାଯିବା ସହିତ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନିଯୁକ୍ତ କରିବା, କେନ୍ଦ୍ରାପଡ଼ାରେ ମେଡିକାଲ…
ଗୋରୁ ମାଂସ ବୋଝେଇ ଟ୍ରକ ଜବତ ମାମଲା , ୨ ଅଭିଯୁକ୍ତ କୋର୍ଟ ଚାଲାଣ
ପଟ୍ଟାମୁଣ୍ଡାଇ ପୋଲିସ ଗତକାଲି ରାତିରେ ଜବତ କରିଥିବା ଗୋମାଂସ ହାଡ଼-ଚମଡା ବୋଝେଇ ଟ୍ରକ ମାମଲାର ବିଧିବଦ୍ଧ ତଦନ୍ତ କରି ଆଜି ଏକ ମୋକଦମା ରୁଜୁ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ…
ଦୀର୍ଘ ୪୨ବର୍ଷ ପରେ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ମିଳନ
ଭୂବନେଶ୍ୱର, ୪ା୧୦– ଆପଣ ଜାଣି ବିଶ୍ମିତ ହେବେ କି ୪୨ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ଛାତ୍ରୀ ମାନେ ଏବେ ସେମାନେ ଏକାଠି ହୋଇଛନ୍ତି । କିଏ କିଏ ସରକାରୀ ବାକିରୀରୁ ଅବସର ନେବାକୁ ବସିଲେଣି ତ କିଏ ଡାକ୍ତର…
ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ରସାବଳୀକୁ ଜି ଆଇ ମାନ୍ୟତା ,ରସାବଳୀ ବଂଟନ ଉତ୍ସବ ପଟ୍ଟାମୁଣ୍ଡାଇ ମନାଇଲା ଯୁବଛାତ୍ରବିଜେଡି
ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ହୃଦୟର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳୀକୁ ଜିଆଇ ମାନ୍ୟତା ମିଳିଛି । ଯାହାଫଳରେ ଦୀର୍ଘ ୭୦୦ବର୍ଷର ମହାନ ପରମ୍ପରା ଓ ସଂସ୍କୃତିର ବିଜୟ ହୋଇଛି । ଏହି ଖବର ମିଳିବା ପରେ…
ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ନିମନ୍ତେ ପ୍ରସ୍ତୁତି ବୌଠକ
କେନ୍ଦ୍ରାପଡ଼ା, ୪ା୧୦ : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ କେନ୍ଦ୍ରାପଡାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜୋନ୍ ନଂ ୫ ଓ ଜୋନ୍ ନଂ ୭…
କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ରସାବଳି ବଣ୍ଟନ
କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗର ମାନ୍ୟତା ମିଳିବା ପରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମହାପ୍ରଭୁଙ୍କୁ ସମର୍ପିତ ଦିବ୍ୟ ନୈବେଦ୍ୟ ରସାବଳି ପ୍ରସାଦକୁ ମନ୍ଦିର ବେଢାରେ ଓ ରଥଦାଣ୍ଡରେ ଭକ୍ତ ଓ…
କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ
କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଜିଲ୍ଲାରେ ଚାଲୁଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ତଥ୍ୟ…
ମନରେଗା ପ୍ରକଳ୍ପରେ ଦୁର୍ନୀତି: ସରକାରୀ ଅଧିକାରୀଙ୍କ ଠାରୁ ଅର୍ଥ ଆଦାୟ ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତଙ୍କ ନିର୍ଦେଶ
କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ୨ଟି ପ୍ରକଳ୍ପ କାର୍ଯ୍ୟରେ ଦୁର୍ନୀତି ହୋଇଥିବାରୁ ସେଥିରେ ସଂପୃକ୍ତ ଗରଦପୁର ବ୍ଲକର ତତ୍କାଳୀନ ସହକାରୀ ଯନ୍ତ୍ରୀ ଅଧୁନା ସମଲ ବ୍ୟାରେଜର ଅଧିକ୍ଷଣ ଯନ୍ତ୍ରୀ ସୁଧିର କୁମାର ବେହେରା, ପଞ୍ଚାୟତ…










