ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ , ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ- ଅତିରିକ୍ତ ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୧୬ା୧୧ : ଗଣମାଧ୍ୟମ ସମାଜର ଦର୍ପଣ । ଯେଉଁଠି ପ୍ରତଫଳିତ, ପ୍ରତିଧ୍ୱନିତ ଓ ପ୍ରତିବିମ୍ବିତ ହୁଏ ସମାଜର ପ୍ରକୃତ ରୂପ । ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ । ସେମାନେ ନିଷ୍ଠାର ସହ ଦାୟିତ୍ୱ ସମ୍ପନ୍ନ କଲେ ବ୍ୟବସ୍ଥାରେ ପରିବର୍ତ୍ତନ…

ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ରୋକାଯାଉ :ଜନଶକ୍ତି ପାର୍ଟି

ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଘଟିଥିଲେ ମଧ୍ୟ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ଚୁପ ହୋଇବସିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଅବିଳମ୍ବେ ଦର ବୃଦ୍ଧି ନରୋକିଲେ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟ…

ଅଳଭା ଗଣ୍ଡାକିଆ ଲକ କାର୍ଯ୍ୟକାରୀ ହେଲେ ଶିଳ୍ପର ବିକାଶ ହେବା ସହ ଉତିକଣ ଅଂଚଳର ଚାଷୀଙ୍କ ମୁହଁରେ ହସ ଫୁଟିବ

ତାଳଦଣ୍ଡା କେନାଲର ଭଳି ବୋଟିଂର ଭ୍ରମ ସୃଷ୍ଟି କରିବ ଜଳସେଚନ ଓ ବାଣିଜ୍ୟ କାରବାରର ଏକମାତ୍ର ବିକଳ୍ପ ଆମ ରାଜ୍ୟର ସର୍ବ ପୁରାତନ ପଟ୍ଟାମୁଣ୍ଡାଇ ମେନ କେନାଲକୁ ଲଗିଥିବା ଗୋବାରି ସର୍ମ୍ପସାରିତ କେନାଲ ଏବେ ବିପଦରେ । ଏହି କେନାଲ ଉପରେ…

ଆସନ୍ନ ମରୁଡିର ପ୍ରତିକାର କର- କୃଷକସଭା

ସମଗ୍ର କେନ୍ଦ୍ରାପଡା ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ଆଜି ଓଡିଶା କୃଷକ ସଭା (ଏଆଇକେଏସ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହିତ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି ।…