ଦଳିତ ମହିଳାଙ୍କ ଅଗୋଚରରେ କୋଇଲିପୁର ପ୍ୟାକ୍ସରେ ଋଣ ଉଠାଣ ଅଭିଯୋଗ

କେନ୍ଦ୍ରାପଡ଼ା,୨ା୧: ଜନୈକ ଦଳିତ ମହିଳାଙ୍କ ଅଗୋଚରରେ ତାଙ୍କ ନାମରେ ରାଜନଗର ବ୍ଲକ ଅନ୍ତର୍ଗତ କୋଇଲିପୁର ପ୍ରାଥମିକ ସମବାୟ ସମିତିରେ ଋଣ ଉଠାଣ ହୋଇଥିବା ନେଇ ସଂପୃକ୍ତ ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ…