କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଓ ବିଧାୟକଙ୍କ କୁଶପୁତ୍ତଳିକା ଦାହ

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟ ପାଇଁ ୩ଜଣ ଠିକାଦାର ଟେଣ୍ଡର ପକାଇ ଥିଲେ । ତେବେ ରାଜନଗର ବିଧାୟକ ବିଭାଗୀୟ ଅଫିସରଙ୍କୁ ଟେଲିଫୋନ କରି…

ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ଗାଇଡ଼ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ଗାଇଡ଼ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର ଉଦଘାଟନ କରିଥିଲେ ।…

ଜାତୀୟ ରିଅଲିଟି ସୋ ରେ ଫିଟ ଅଫ ଡ୍ୟାନ୍ସ ଏକାଡେମୀ ଛାତ୍ରଙ୍କ କମାଲ

ଷ୍ଟାର ପ୍ଲସ ଟି ଭି ଚ୍ୟାନେଲ ଓ ହଟ ଷ୍ଟାର ଟି ଭି ରେ ହେଉଥିବା ଜାତୀୟ ସ୍ତରରେ ଡ୍ୟାନ୍ସ ରିଅଲିଟି ସୋରେ ଭାଗ ନେଇ କମାଲ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସୁନାମଧନ୍ୟ ଅଗ୍ରଣୀ ଡ୍ୟାନ୍ସ ସ୍କୁଲ ଫିଟ…

ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ତୁଳସୀକ୍ଷେତ୍ର

କେନ୍ଦ୍ରାପଡ଼ା, ତା ୦୯/୦୧: ‘ଅର୍ପଣ ରଥ’କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରାପଡ଼ାବାସୀଙ୍କ ମନରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ରଙ୍ଗବେରଙ୍ଗର ମୁରୁଜ ଓ ଝୋଟିଚିତା ପକାଇ ଗାଁ ଦାଣ୍ଡକୁ ସଜେଇ ରଖିଛନ୍ତି ଶ୍ରଦ୍ଧାଳୁ । ଗୋବରରେ ଲିପାପୋଛା କରି…

କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

କେନ୍ଦ୍ରାପଡ଼ା, ୯ା୧: ଦକ୍ଷତା ବିକାଶ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ…

ଅଖିଳ ବିଶ୍ଵ ଗାୟତ୍ରୀ ପରିବାର କେନ୍ଦ୍ରାପଡା ଜିଲ୍ଲା ସମନ୍ଵୟ ସମିତି ପୁନର୍ଗଠନ

ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ସମନ୍ଵୟ ସମିତି ପୁନର୍ଗଠନ ହୋଇଯାଇଛି । ଜିଲ୍ଲାର ମଧ୍ୟସ୍ଥଳି ପଟ୍ଟାମୁଣ୍ଡାଇ ସନ୍ନିକଟ କଷଣଅଣ୍ଟା ସ୍ଥିତ ମା’ଗାୟତ୍ରୀଙ୍କ ଶକ୍ତିପୀଠ ଠାରେ ଜିଲ୍ଲା ସମନ୍ଵୟ ସମିତିର ମୁଖ୍ୟ ସଂଯୋଜକ ମହେଶ୍ଵର…

ସିକିମ ସତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା, ତା ୦୮/୦୧: ସିକିମ ସତ୍ୱ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ୱ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୧୦,୧୫୦ ସିକିମ…

ବିଶିଷ୍ଟ ସମାଜସେବୀ ବାନାମ୍ବର ସାହୁଙ୍କ ବିୟୋଗ

  କେନ୍ଦ୍ରାପଡ଼ା ୮ା୧: ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ବାଲିଆର ସମ୍ପାଦକ, ପ୍ରାକ୍ତନ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ବାନାମ୍ବର ସାହୁଙ୍କ ରବିବାର ରାତିରେ ବିୟୋଗ ହୋଇଯାଇଛି । ଭୁବନେଶ୍ୱରରୁ ଆସି ତାଙ୍କ ମର ଶରୀର ଜନ୍ମମାଟି ଜମଧରରେ ଆଜି ସକାଳେ…

ନୂଆ ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ

କେନ୍ଦ୍ରାପଡ଼ା, ୮ା୧: “ନୂଆ ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା”ର ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ଆଜିଠାରୁ କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆ (ମିନି ଷ୍ଟାଡିୟମ୍‌)ରେ ଆୟୋଜିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଯୋଗଦେଇ…

କେନ୍ଦ୍ରାପଡ଼ା ରାଜସ୍ୱ ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରପଡ଼ା ଜିଲ୍ଲା ଅମଲା ସଂଘ । ଓଡ଼ିଶା ରାଜସ୍ୱ  ଅମଲା ସଂଘର ୨୦୧୭ ମସିହା ଠାରୁ  ବହୁ ପ୍ରତୀକ୍ଷିତ  ପୃଥକ ପାହ୍ୟା (Separate Cadre)ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ…

ପୂର୍ବତନ ବିଧାୟିକା ସରସ୍ୱତୀ ଦେବୀଙ୍କ ୧୦୪ତମ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ମହିଳା ବିଧାୟିକା ସରସ୍ୱତୀ ଦେବୀଙ୍କର ୧୦୪ତମ ଜୟନ୍ତୀ କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପାଳିତ ହୋଇଯାଇଛି । ସଂଘର ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ, ଡ. ଉପେନ୍ଦ୍ର ନାଥ ପ୍ରଧାନ,…

ଶପଥ ନେଲେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା

କେନ୍ଦ୍ରାପଡା ଜିଲ୍ଲା ନବନିର୍ବାଚିତ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ସ୍ଥାନୀୟ ପବ୍ଲିକ୍ ରିଡିଂ ରୁମ୍ ପରିସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ସାହିତ୍ୟ ସଂସଦର ସମ୍ବିଧାନ, ନୀତି ଆଦର୍ଶ ଓ ମୂଲ୍ୟବୋଧକୁ…

ସମାଜଵାଦୀନେତା ବିଶ୍ବନାଥ ଧଳଙ୍କ ଶ୍ରଦ୍ଧାଞ୍ଜଳି ସଭା

ବିପ୍ଳବୀ ମରିଯାଏ କିନ୍ତୁ ବିପ୍ଳବ ମରେ ନାହିଁଁ । ସମୟର ସଵୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଯିଏ ସଵୁ ମଣିଷର ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରେ ସେ ହିଁ ପ୍ରକୃତ ବିପ୍ଳଵୀ ବୋଲି ଆଜି କେନ୍ଦ୍ରାପଡା…

ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ତାଲିମ ଉଦଯାପିତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧବଳେଶ୍ଵର ନୋଡାଲ ଉପ୍ରା ବିଦ୍ୟାଳୟରେ ତିନିଦିନ ଧରି ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ତାଲିମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ, ପଟ୍ଟାମୁଣ୍ଡାଇ ବି. ଆର ସିସି ଚନ୍ଦ୍ରଶେଖର ତ୍ରିପାଠୀଙ୍କ ତତ୍ଵବଧାନରେ…

ପଟ୍ଟାମୁଣ୍ଡାଇ ବ୍ଳକରେ ମିଳିତ ଜନଶୁଣାଣୀ ଶିବିର,୮୨ ଅଭିଯୋଗ ଉପରେ କାର୍ଯାନୁଷ୍ଠାନ ନିର୍ଦେଶ

କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ ପି ସନ୍ଦୀପ ସମ୍ପଦ ମଦକର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା…

ବ୍ୟବସାୟଙ୍କ ବାଇକ ଲୁଟ୍ ମାମଲା, ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ

ପଟ୍ଟାମୁଣ୍ଡାଇ ବଜାରରୁ ଜଣେ ବ୍ୟବସାୟଙ୍କ ବାଇକ ଲୁଟ୍ ମାମଲାରେ ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସମିକ୍ଷା ମହାନ୍ତି ଆସାମୀ ଦୀପକ ସେଠୀଙ୍କୁ ୨ ବର୍ଷ ଦଣ୍ଡାଦେଶ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ…

ଉଲ୍ଲାସ ନାଟ୍ୟ ଉତ୍ସବ ଉଦଯାପିତ ସାମାଜିକ ପରିବର୍ତନ କ୍ଷେତ୍ରରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ସାମାଜିକ ପରିବର୍ତନ କ୍ଷେତ୍ରରେ ମଞ୍ଚ ନାଟକର ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସାଂସ୍କୃତିକ ଓ ସମାଜକଲ୍ୟାଣ ପରିଷଦ ଉଲ୍ଲାସ ପକ୍ଷରୁ ପଟ୍ଟାମୁଣ୍ଡାଇ ଯଜ୍ଞ ପଡିଆ ଠାରେ ତିନି ଦିନ ବ୍ୟାପି ଆୟୋଜିତ ନାଟ୍ୟ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି…

ପଟ୍ଟାମୁଣ୍ଡାଇ ପୌରାଂଚଳରେ ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ , ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ଅଂଚଳ

ଆସନ୍ତା ୧୭ ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଓ ସଦୃଶ୍ୟ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ସାମିଲ ହେବା ସହିତ ନିଜ…

ପ୍ରାକ୍ତନ ଚିକିତ୍ସକ ଶତ୍ରୁଘ୍ନ ନାଥଶର୍ମାଙ୍କ ପରଲୋକ

ପଟ୍ଟାମୁଣ୍ଡାଇ ଧୋୟା ଅଂଚଳର ବିଶିଷ୍ଟ ସମାଜସେବୀ ପ୍ରାକ୍ତନ ଚିକିତ୍ସକ ତରଡ଼ିପାଳ ଗ୍ରାମର ଶତ୍ରୁଘ୍ନ ନାଥଶର୍ମାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା । ତାଙ୍କ ପତ୍ନୀ ସୁଶୀଳା ନାଥଶର୍ମା ତରଡ଼ିପାଳ ପଂଚାୟତ ସରପଞ୍ଚ ଭାବେ ପଂଚାୟତର…

ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସହାୟତା

ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ନିର୍ଦେଶକ୍ରମେ କଲେଜ ରେଡକ୍ରସ ଓ ଏନ ଏସ ଏସ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କଲେଜ ରେଡକ୍ରସ ଅଧିକାରୀ ଅଧ୍ୟାପକ ସରୋଜକାନ୍ତ ନାୟକ ଓ ଜାତୀୟ ସେବା ସଂସ୍ଥା ଅଧିକାରୀ ଅଧ୍ୟାପକ…

ମାଟିଆପଡା ହାଇସ୍କୁଲରେ ରେଡକ୍ରସ ଅଭିମୁଖୀକରଣ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ହାଇସ୍କୁଲରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ଜୁନିଅର ରେଡକ୍ରସ ପକ୍ଷରୁ ମିଳିତ ଭାବେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନଶିକ୍ଷକ ମନୋଜ କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ…

ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା : ପାଠକୀୟ ଚାହିଦାରେ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ

କେନ୍ଦ୍ରାପଡ଼ା ୭/୧: ଏକଦଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ଉଦ୍‌ଘାଟନ ଦିବସରେ ଲୋକାର୍ପିତ ହୋଇଥିବା ଚଳିତବର୍ଷ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ ବିପୁଳ ପାଠକୀୟ ଆଦୃତି ପାଉଥିବାର ଲକ୍ଷ୍ୟ କରାଯାଇଛି । ଏହି ଆକର୍ଷଣୀୟ ପରିପାଟିରେ ପ୍ରକାଶିତ ଏହି ସଂଗ୍ରହ୍ୟ ବିଶେଷାଙ୍କରେ ଭିତରକନିକାର ଜୈବ…

ଜୟରାଷ୍ଟ୍ର ପକ୍ଷରୁ ପରିକ୍ରମା କରିବ ରାମରଥ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୭ା୧: ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ସାମାଜିକ ସଂଗଠନ ଜୟରାଷ୍ଟ୍ର ପକ୍ଷରୁ ଏକ ଭବ୍ୟ ‘ରାମ ରଥ‘ ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ । “ରାମ ରଥ” ପାଳକଣା ନିମ୍ବଦାରୁ ରାମ ମନ୍ଦିରରୁ…

 ସଡକ ସୁରକ୍ଷା ସପ୍ତାହ ୨୦୨୪ ଉଦଯାପିତ

କେନ୍ଦ୍ରାପଡ଼ା ଜିଲ୍ଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ଆୟୋଜିତ ସଡ଼କ ସୁରକ୍ଷା ସପ୍ତାହ (୧ରୁ ୭ ଜାନୁଆରୀ)-୨୦୨୪ ପାଳନ ଉଦ୍‌ଯାପିତ ହୋଇଯାଇଛି । କେନ୍ଦ୍ରାପଡ଼ା ପୌରପରିଷଦ ଟାଉନ୍ ହଲ୍‌ଠାରେ ଜିଲ୍ଲା ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ପାପନୀ…