କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସାଂସ୍କୃତିକ ଓ ସମାଜକଲ୍ୟାଣ ପରିଷଦ ଉଲ୍ଲାସ ନାଟ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ।ଏହି ଉପଲକ୍ଷେ ଉଲ୍ଲାସ ଉପସଭାପତି କ୍ୟାପଟେନ ମନୋଜ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ…
Month: January 2024
ଉଲ୍ଲାସ ନାଟ୍ୟ ଉତ୍ସବ ଉଦଘାଟିତ, ଗୌରବମୟ କଳା ସଂସ୍କୃତି ପଟ୍ଟାମୁଣ୍ଡାଇର ପରିଚୟ ପାଲଟିଛି
କଳା ତୀର୍ଥ ପଟ୍ଟାମୁଣ୍ଡାଇର କଳା ସଂସ୍କୃତି ବିଶ୍ୱ ଦରବାରରେ ପ୍ରତିଷ୍ଠା ଲାଭ କରିଛି । ଗୌରବମୟ କଳା ସଂସ୍କୃତି ପଟ୍ଟାମୁଣ୍ଡାଇ ମାଟିର ପରିଚୟ ପାଲଟିଛି ବୋଲି ଅଗ୍ରଣୀ ସାଂସ୍କୃତିକ ଓ ସମାଜକଲ୍ୟାଣ ପରିଷଦ ଉଲ୍ଲାସ ର ନାଟ୍ୟ ଉତ୍ସବକୁ ମୁଖ୍ୟଅତିଥି ଭାବେ…
ସମାଜସେବୀ ଜନାର୍ଦ୍ଦନ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ
ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ସମାଜସେବୀ ବେଲତଳ ଗ୍ରାମର ଜନାର୍ଦ୍ଦନ ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ଗ୍ୟାମ୍ପନ କରାଯାଇଛି।ରାଜନଗର ବିଧାୟକ ଧ୍ରୁବ ସାହୁ,ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ…
ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ପ୍ରଦାନ
କେନ୍ଦ୍ରାପଡ଼ା,୬ା୧: ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି କେନ୍ଦ୍ରାପଡା ସହରର ବଳଦେବ ହାଇସ୍କୁଲ ଓ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଟ୍ରଷ୍ଟର…
ଫକିରାବାଦ ଉର୍ଦ୍ଦୁ ଉ.ପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ
କେନ୍ଦ୍ରାପଡ଼ା ୬/୧: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉ.ପ୍ରା ବିଦ୍ୟାଳୟର ୩୪ତମ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ସେକ୍ ମନସୁର୍ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭ୍ରମର ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଇଚ୍ଛାପୁର କ୍ଲଷ୍ଟର…
ସ୍ୱାମୀ ଓ ସ୍ତ୍ରୀଙ୍କ ମନୋମାଳିନ୍ୟ ବିଛେଦ , ପୁନଃ ସଂସାର ଗଢିବାକୁ ନିଷ୍ପତ୍ତି
କେନ୍ଦ୍ରାପଡା ପରିବାର ଅଦାଲତରେ ଏକ ପରିବାର ବିଛେଦ ମାମଲାର ବିଚାର ସମୟରେ ବିଚାରପତିଙ୍କ ମାନବିକତା ନିକଟରେ ଉଭୟ ପତିପତ୍ନୀଙ୍କ ବିଛେଦ ହାର ମାନିଥିବା ବେଳେ ପୁଣି ଉଭୟ ସଂସାର ଗଢିବାକୁ ନିଷ୍ପତ୍ତି ନେଇଥିବା ଦେଖାଯାଇଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ସଦର…
ମହିପାଳ ପୌରସଂସ୍ଥା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ
କେନ୍ଦ୍ରାପଡ଼ା ୬/୧: କେନ୍ଦ୍ରାପଡା ସହରସ୍ଥ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ମହିପାଳର ଶିକ୍ଷା ବର୍ଷ- ୨୦୨୩-୨୪ ବାର୍ଷିକ କ୍ରୀଡା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ…
ରାଜ୍ୟପାଳ ରଘୁବର ଦାସଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ
କେନ୍ଦ୍ରାପଡ଼ା, ୬ା୧: ଓଡିଶାର ରାଜ୍ୟପାଳ ରଘୁବର ଦାସ କେନ୍ଦ୍ରାପଡା ସହରର ଇଚ୍ଛାପୁର ରଥଦାଣ୍ଡରେ ପୂର୍ବାହ୍ନ ୧୦.୩୦ ମିନିଟ୍ରେ ପହଞ୍ôଚବା ପରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ରାଜ୍ୟର ସମୃଦ୍ଧି ପାଇଁ ପ୍ରାର୍ଥନା…
ଏକବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍ଘାଟିତ
କେନ୍ଦ୍ରାପଡା ୬/୧ – ଆଠଦିନ ଧରି ସହରର ମହୀପାଳ ସ୍ଥିତ ଟେଲିକମ ପଡିଆରେ ଅନୁଷ୍ଠିତ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ ଓ ଜିଲ୍ଲା ସଂସ୍କୃତି ବିଭାଗ ସହେଯାଗୀତାରେ ଏକବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଶନିବାର ଦିନ ବିଶିଷ୍ଟ ସାହିତ୍ୟିକ ତଥା ପ୍ରାକ୍ତନ ରାଜ୍ୟ…
ଶିକ୍ଷା ଓ କୃଷି ସଶକ୍ତ ହେଲେ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନ ହୋଇପାରିବ :ରାଜ୍ୟପାଳ
ଶିକ୍ଷା ରାଜ୍ୟ ଓ ଦେଶ ବିକାଶର ଚାବିକାଠି ହୋଇଥିବାବେଳେ କୃଷି ଦେଶ ଓ ରାଜ୍ୟର ମେରୁଦଣ୍ଡ ହୋଇଥିବାରୁ ଶିକ୍ଷା ଓ କୃଷି ସଶକ୍ତ ହେଲେ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ…
ବ୍ୟାଙ୍କ ଖାତାକୁ ଆସୁଛି ଟଙ୍କା ; ବନ୍ଦ ହୋଇଯାଉଛି ବ୍ୟାଙ୍କ ଆକାଉଂଟ
ଆଜିର ଯୁଗ ହେଉଛି ବୈଷୟିକ ପ୍ରଗତି ଏବଂ ଡିଜିଟାଲ ରୂପାନ୍ତରର ଯୁଗ । ଆଜିର ଡିଜିଟାଲ ଦୁନିଆରେ ଦିନକୁ ଦିନ ସାଇବର କ୍ରାଇମ୍ ବଢ଼ିଚାଲିଛି । ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣଙ୍କଠାରୁ ଜମା ଗ୍ରହଣ କରି ଋଣ…
କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗ ଆଲୁମିନି ମିଟ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଆଲୁମିନି ମିଟ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ୱାଇ. ପଦ୍ମାବତୀଙ୍କ ପୈାରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ବାଣିଜ୍ୟ ବିଭାଗରେ ଅନୁଷ୍ଠିତ ହୋଇଥିଲା…
ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାର ଫାଇନାଲ ଭୋଟର ତାଲିକା ପ୍ରକାଶନ
କେନ୍ଦ୍ରାପଡ଼ା,୫ା୧: ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଜି କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଫାଇନାଲ ଭୋଟର ତାଲିକାକୁ ପ୍ରକାଶନ କରାଯାଇଛି । ଏହି ଅବସରରେ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ସୂଚନା…
ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୫ା୧: ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ କେନ୍ଦ୍ରାପଡା ପ୍ରଦକ୍ଷଣ ଭବନଠାରେ ଆଜି ପାଣି ପଞ୍ଚାୟତ ପକ୍ଷ ପାଳନ -୨୦୨୪ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ…
ବିଏସ୍କେୱାଇ ନବୀନ କାର୍ଡ ସଚେତନତା ରଥର ଶୁଭାରମ୍ଭ
କେନ୍ଦ୍ରାପଡ଼ା, ୫ା୧: ପ୍ରତିଟି ଜୀବନ ମୂଲ୍ୟବାନ- ରାଜ୍ୟ ସରକାରଙ୍କର ଏହି ଆଭିମୁଖ୍ୟକୁ ସଫଳ କରିବାକୁ ଆଜି ଆରମ୍ଭ ହୋଇଛି ବିଏସ୍କେୱାଇ ନବୀନ କାର୍ଡ ସଚେତନତା ରଥର ଶୁଭାରମ୍ଭ । ଯେଉଁ ଗ୍ରାମୀଣ ପରିବାର ବିଏସ୍କେୱାଇ ଅନ୍ତର୍ଭୁକ୍ତ ହୋଇନଥିବେ ସେମାନେ ବିଏସ୍କେୱାଇ ନବୀନ…
ଜମଧର ନିୟନ୍ତ୍ରିତ ବଜାର କମିଟି ପରିସରରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦଘାଟିତ
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର ନିୟନ୍ତ୍ରିତ ବଜାର କମିଟି ପରିସରରେ ଆଜି ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନକ୍ରୟ ମଣ୍ଡି ଉଦଘାଟିତ ହୋଇଛି । ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ସଭାପତି ରବୀନ୍ଦ୍ର କୁମାର ପ୍ରଧାନଙ୍କ…
ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ଅଷ୍ଟାଦଶ ବାର୍ଷିକ ବନ୍ଧୁମିଳନ ସମାରୋହ ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଗୁଣୀ ଉପଦେଷ୍ଟା ମନ୍ମଥ କୁମାର ରାୟଙ୍କ ବାସଭବନରେ ସଂଗଠନର ସଭାପତି ପୂର୍ତ୍ତି ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ କର୍ମଶାଳା
କେନ୍ଦ୍ରାପଡ଼ା,୪ା୧: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଏକ ଦିନିକିଆ ସଚେତନତା କର୍ମଶାଳା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
ବିଶ୍ୱ ବ୍ରେଲି ଦିବସ ପାଳନ
କେନ୍ଦ୍ରାପଡ଼ା,୪ା୧: କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ଆନୁକୁଲ୍ୟରେ ବିଶ୍ୱ ବ୍ରେଲି ଦିବସ ଓ ମହାତ୍ମା ଲୁଇସ ବ୍ରେଲଙ୍କର ୨୧୫ ତମ ଜୟନ୍ତି ଉତ୍ସବ ପାଳନ ହୋଇଯାଇଛି । ପ୍ରଧାନଶିକ୍ଷକ ସ୍ୱପ୍ନା୍ଶୁ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
କଥାକାର ଚିତ୍ତରଞ୍ଜନ ଚିରଞ୍ଜିତଙ୍କୁ ‘କେମ ଯୁବ ସାହିତ୍ୟ’ ପୁରସ୍କାର ପ୍ରଦାନ କରାଯିବ
ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ ମାଧପୁର ସ୍ଥିତ ଉପଦେଷ୍ଟା ଡଃ ବିରଜା ରାଉତରାୟଙ୍କ ବାସଭବନରେ…
ଦଳିତ ମହିଳାଙ୍କ ଅଗୋଚରରେ କୋଇଲିପୁର ପ୍ୟାକ୍ସରେ ଋଣ ଉଠାଣ ଅଭିଯୋଗ
କେନ୍ଦ୍ରାପଡ଼ା,୨ା୧: ଜନୈକ ଦଳିତ ମହିଳାଙ୍କ ଅଗୋଚରରେ ତାଙ୍କ ନାମରେ ରାଜନଗର ବ୍ଲକ ଅନ୍ତର୍ଗତ କୋଇଲିପୁର ପ୍ରାଥମିକ ସମବାୟ ସମିତିରେ ଋଣ ଉଠାଣ ହୋଇଥିବା ନେଇ ସଂପୃକ୍ତ ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ…
କଲେକ୍ଟୋରେଟ ଷ୍ଟାଫ କମିଟି ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା,୨ା୧: ସ୍ଥାନୀୟ ସଂସ୍କୃତି ଭବନଠାରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ । କଲେକ୍ଟୋରେଟ୍ ଷ୍ଟାଫ୍ କମିଟିର ସଭାପତି ଦିବାକର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ…
କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଉପାଧ୍ୟକ୍ଷ ଡଃ. କାଳୀପ୍ରସନ୍ନଙ୍କ ବିଶ୍ୱ ସଂସ୍କୃତ ସମ୍ମେଳନରେ ଯୋଗଦାନ
କେନ୍ଦ୍ରାପଡ଼ା,୨ା୧: କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଉପାଧ୍ୟକ୍ଷ, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡକ୍ଟର କାଳୀପ୍ରସନ୍ନ ଶତପଥୀ ଆସାମର ମଙ୍ଗଳଦୈ ଠାରେ ଅନୁଷ୍ଠିତ ବିଶ୍ୱ ସଂସ୍କୃତ ସମ୍ମେଳନର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । “ବିଶ୍ୱ ହିତାୟ ସଂସ୍କୃତମ୍” ଆଧାରରେ…
କଳିଙ୍ଗନଗର ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଶ୍ରଦ୍ଧାଞ୍ଜଳି
ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୮ ବର୍ଷ । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ପକ୍ଷରୁ ଆଜି ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି । ଖବର ଅନୁଯାୟୀ, ଟାଟା କମ୍ପାନୀର…










