କେନ୍ଦ୍ରାପଡ଼ା, ୧୮ା୪: କେନ୍ଦ୍ରାପଡା ପୈାରସଂସ୍ଥାରେ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଗୃହ ମିଳୁନଥିବା ନେଇ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପୈାରାଞ୍ଚଳ ଅଧିନ ୧୬ନମ୍ବର ୱାର୍ଡରେ ଦୁଇଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କିନ୍ତୁ ସେହି ଦୁଇଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ୩ଟି କିସ୍ତିରେ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଏବେ ସେହି ନିର୍ମାଣ କରାଯାଇଥିବା ଗୃହ ଦୁଇଟି ମିଳୁନଥିବା ନେଇ ଅଭିଯୋଗ ହୋଇଛି […]

କେନ୍ଦ୍ରାପଡ଼ା, ୧୮ା୪: କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁରସ୍ଥିତ ମା’ବାସନ୍ତୀ ଦୂର୍ଗାଦେବୀଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରବିବାର ଷଷ୍ଠୀରେ ବିଲ୍ୱବରଣ, ବିହିତ ପୂଜା ଓ ଦେବୀ ବୋଧନ କରାଯାଇଥିବା ବେଳେ ସୋମବାର ମା’ଙ୍କ ମହାସପ୍ତମୀରେ ଅଷ୍ଟୋତ୍ତରତ୍ତଶତ କଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ ଶୋଭାଯାତ୍ରା ଓ ନଗର ପରିକ୍ରମା କରାଯାଇ ସହସ୍ରାଧାର ସ୍ନାନ କରାଯିବା ସହ ଦେବୀଙ୍କର ସପ୍ତମୀ ଜନିତ […]

କେନ୍ଦ୍ରାପଡା ୧୮/୪- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ନବମୀ ଉପଲକ୍ଷେ ଯୁବ ସ୍ୱାଭିମାନ ଗ୍ରୁପ, କେନ୍ଦ୍ରାପଡା ପକ୍ଷରୁ ଗୋପଛକ ଠାରେ ଅନ୍ୟୁନ ଦେଢ଼ ହଜାର ଲୋକଙ୍କ ପାଇଁ ଦହି ପଣାର ଆୟୋଜନ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଅସହ୍ୟ ଗୁଳୁଗୁଳି ରେ ଯୁବ ସ୍ୱାଭିମାନର ବନ୍ଧୁ ମାନେ ଗୋପଛକ ଠାରେ ସମସ୍ତ ବାଟୋଇ ମାନଙ୍କୁ ଦହି ପଣା ଆବଣ୍ଟନ କରିଥିଲେ । ଏବଂ ଅପରାହ୍ନ […]