ପଟ୍ଟାମୁଣ୍ଡାଇ ତା ୨୭/୯-ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ମଧ୍ୟରେ ଗଢି ଉଠିଥିବା ନିଆରା ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ଶିକ୍ଷାମନ୍ଦିରରେ ନନ୍ଦ ଉତ୍ସବ ଓ କୃଷ୍ଣବେଶ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଆଚାର୍ଯ୍ୟ…
Month: August 2024
ବିଦ୍ୟାଳୟର ସାତୋଟି ଶ୍ରେଣୀରେ ଜଣେ ଶିକ୍ଷକ
କେନ୍ଦ୍ରାପଡା ୨୭/୮: ସରକାର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅଧିକାଂଶ ଯୋଜନା ସଠିକ ଭାବେ ସଫଳ ହେଉନାହିଁ । ତେବେ ମୌଳିକ ଆବଶ୍ୟକତା ଥିବା ଶିକ୍ଷାପ୍ରତି ବୈମାତୃକ ମନୋଭାବ କ’ଣ ପାଇଁ ବୋଲି ଆଜି…
ସ୍ୱର୍ଗ ଆଉ କେତେ ଦୂର ପୁସ୍ତକ ଉନ୍ମୋଚିତ
ପଟ୍ଟାମୁଣ୍ଡାଇ ୨୭/୯-ଓଡିଶାର ବିଶିଷ୍ଟ କଥାକାର ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କାଙ୍କ ଶ୍ରୀକ୍ଷେତ୍ର ମହିମା ଉପରେ ୨୫ତମ ପୁସ୍ତକ ସ୍ୱର୍ଗ ଆଉ କେତେ ଦୂର ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସାବିତ୍ରୀ ଭବନ ଠାରେ ଲେଖିକା ମିନା କୁମାରୀ…
ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, ୨୭ା୮ : ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ…
ସମାଜସେବୀ ଭାବଗ୍ରାହୀ ଧଳଙ୍କ ପରଲୋକ
କେନ୍ଦ୍ରାପଡା,୨୬ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ଗ୍ରାମପଞ୍ଚାୟତର ସୁବଳା ଗ୍ରାମର ସମାଜସେବୀ ଭାବଗ୍ରାହୀ ଧଳଙ୍କର ୮୫ବର୍ଷ ବୟସରେ ତାଙ୍କ ସୁବଳାସ୍ଥିତ ବାସଭବନରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଅସିତବନ୍ଧୁ, ଭଗବାନ, ଅଜିତବନ୍ଧୁ, ବୋହୁ ପୂର୍ବତନ…
ମାଆ ପୌର୍ଣମାସୀ ଦୁର୍ଗାଙ୍କ ମୃତ୍ତିକା ଉତ୍ତୋଳନ ଉତ୍ସବ
କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭାଗବତ ପୁର ଗ୍ରାମ ପଞ୍ଚାୟତର ବାଲିଆ ହାଟ ଠାରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ନିମିତ୍ତ ପବିତ୍ର ମୃତ୍ତିକା ଉତ୍ତୋଳନ ଉତ୍ସବ ସୋମବାର ଶ୍ରୀକୃଷ୍ଣ ଜନ୍ମ ଓ ମାଆ ଦୁର୍ଗାଙ୍କ ଆବିର୍ଭାବ ଦିବସରେ ଅନୁଷ୍ଠିତ…
ସାଧନକେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ ମଠସାହି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଧନକେନ୍ଦ୍ର ପକ୍ଷରୁ ସାଧନକେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅଢାଖଣ୍ଡ ମଠସାହି ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରାମ ଚନ୍ଦ୍ର…
ଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ
କେନ୍ଦ୍ରାପଡ଼ା,୨୬ା୮:କେନ୍ଦ୍ରାପଡା ସହର ଚାଟରାପାଟଣାସ୍ଥିତ ପ୍ରାଚୀନ ପ୍ରସିଦ୍ଧ ଶ୍ରୀ ରାଧାଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ତଥା ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଛି । ମନ୍ଦିରକୁ ଆଲୋକମାଳାରେ ସଜା ଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ଏହି ମହୋତ୍ସବରେ ସାମିଲ ହୋଇ ଶ୍ରୀଜୀଉଙ୍କ ଆଶୀର୍ବାଦ ନେଇଛନ୍ତି।…
ସଦର ଥାନାରେ ମେଗା ରକ୍ତଦାନ ଶିବିର , ୬୬ ୟୁନିଟ ରକ୍ତ ସଂଗ୍ରହ
କେନ୍ଦ୍ରାପଡ଼ା,୨୬ା୮:କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୬୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ପୂର୍ବାହ୍ନ ୧୦ଘଟିକା ସମୟରୁ ଆରମ୍ଭ…
ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କଲେ ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ : ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପାଳିକା ଅନ୍ତର୍ଗତ ପହରାଜପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହାଆଡମ୍ବର ସହ ସୋମବାର ପାଳିତ ହୋଇଯାଇଛି। ଶିଶୁମନ୍ଦିର ପରିଚାଳନା କମିଟି ଉପସଭାପତି ସୁଜାତା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ…
ମହିୟସୀ ରୁକ୍ମଣୀ ଦେବୀଙ୍କ ନିରଳସ ସେବା ଅବିସ୍ମରଣୀୟ
ପଟ୍ଟାମୁଣ୍ଡାଇ ତା ୨୫/୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ପଂଚାୟତ ତରଡ଼ିପାଳ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ବହୁ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସର୍ଗତ ଭିକାରୀ ଚରଣ ବିଶ୍ୱାଳଙ୍କ ଧର୍ମପତ୍ନୀ ମୟୀ ୟସୀ ମହିଳା ରୁକ୍ମଣୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ପାଳିତ…
ହୁରାସାହି କୋରୁଆ ରାସ୍ତା ଖାଲଖମାରେ ପୂର୍ଣ୍ଣ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଗୁହାରିକଲେ ଅଞ୍ଚଳବାସୀ
କେନ୍ଦ୍ରାପଡ଼ା,୨୫ା୮: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମପଞ୍ଚାୟତର ହୁରାସାହି- କୋରୁଆ ଭାୟା ମାହାଳ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ସେହି ରାସ୍ତାଦେଇ ଯିବାଆସିବା କରୁଥିବା ସ୍ଥାନୀୟ ୧୦ଟି ପଞ୍ଚାୟତର ଅଞ୍ଚଳବାସୀଙ୍କ ସମେତ ବାଟୋଇମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ…
ଉଦଯୋଗ ଓ ପରିଶ୍ରମ କଲେ ଲକ୍ଷ ପତି ରୁ କୋଟିପତି ଦିଦି ବନି ପାରିବେ : ପଟ୍ଟାମୁଣ୍ଡାଇ ବ୍ଲକରେ ଲକ୍ଷପତି ଦିଦିଙ୍କୁ ମାନପତ୍ର ପ୍ରଦାନ ଉତ୍ସବ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ରବିବାର ୩୧ଟି ପଂଚାୟତରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଯେଉଁ ସଦସ୍ୟାମାନେ ପଂଚାୟତ ଫେଡେରେସନ, ଓ ବ୍ୟାଙ୍କମାନଙ୍କରୁ ଋଣ ନେଇ ସଠିକ ସମୟରେ ପରିଶୋଧ କରିବା ସହ ଏକ ଲକ୍ଷ ଟଙ୍କାରୁ…
ମା’ଦକ୍ଷୀଣ କାଳୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ୫୧ୟୁନିଟ ରକ୍ତ ସଂଗୃହିତ
କେନ୍ଦ୍ରାପଡା,୨୫ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଅବସ୍ଥିତ ମା’ ଦକ୍ଷୀଣକାଳୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ମା’ଙ୍କ ମନ୍ଦିର ସନ୍ନିକଟରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ ରକ୍ତଭଣ୍ଡାରର କର୍ମଚାରୀମାନଙ୍କ ସହଯୋଗରେ…
କଂଗ୍ରେସର ବନ୍ଧୁମିଳନ କାର୍ଯ୍ୟକ୍ରମ
କେନ୍ଦ୍ରାପଡା,୨୫ା୮ : ବରିଷ୍ଠ କଂଗ୍ରେସ ନେତା ନଳିନୀବିହାରୀ ମହାନ୍ତି, ପ୍ରଫୁଲ୍ଲ ଦାସ, ରମାକାନ୍ତ ଦାସ ଓ ଭାଗିରଥୀ ଜେନା ପ୍ରମୁଖଙ୍କ ଆହ୍ୱାନ କ୍ରମେ କଂଗ୍ରେସ କର୍ମୀମାନଙ୍କର ଏକ ବନ୍ଧୁମିଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ ପୂର୍ବକ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା। ସେହି…
ବାଇକରେ ସାଇଟମରାକୁ ନେଇ ଦୁଇ ଗୋଷ୍ଠି ଭିତରେ ଗଣ୍ଡଗୋଳ
କେନ୍ଦ୍ରାପଡ଼ା, ୨୫ା୮, କଟକ – ଚାନ୍ଦବାଲି ରାସ୍ତାର ତିନିମୂହାଣୀଛକରୁ ମାରୁତି ଛକ ଯିବା ବେଳେ ଜନୈକ ଯୁବକଙ୍କୁ ୪ ଜଣ ଦୁର୍ବୁତ୍ତବାଇକରେ ଆସି ପ୍ରଥମେ ସାଇଡ୍ମାରି ଥିଲେ। ଯୁବକ ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ତାକୁ ଆକ୍ରମଣ କରିଥିଲେ। ଯୁବବକର ପାଟି…
ନୂତନ ଜିଲ୍ଲାପାଳଙ୍କୁ ଭେଟିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ
କେନ୍ଦ୍ରାପଡା,୨୫/୮: କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ନୂତନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଜିଲ୍ଲାପାଳ ସେମାନଙ୍କର ସୁସ୍ଥ ଏବଂ ନିରୋଗ…
କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାରସ୍ତରୀୟ ଆସର
କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ ମାସାନ୍ତ ରବିବାରସ୍ତରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନରହରି ସୂତାର, ଦୈନିକ ସମାଜର…
ମହିନ୍ଦ୍ର ଓ ମହିନ୍ଦ୍ରା ପକ୍ଷରୁ ପରିବେଶ ସଚେତନତା ଶିବିର
କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ସହର ଡେଷ୍ଟିନେସନ ମଣ୍ଡପରେ ଭାରତର ଏକ ଅଗ୍ରଣୀ ତଥା ପ୍ରମୁଖ ଡିଜେଲ ଜେନେରେଟର ନିର୍ମାଣ ମହିନ୍ଦ୍ର ଓ ମହିନ୍ଦ୍ରା ଓ ସହଯୋଗୀ ୩ଏସ୍ ଡିଲର ଟିଆର୍ଏସ୍ ଇଞ୍ଜିନିୟରଙ୍କ ତରଫରୁ ରେଣ୍ଟାଲ ଗ୍ରାହକମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
ମଣ୍ଡଳସ୍ତରୀୟ “ପ୍ରୟୋଗ’ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡ଼ା,୨୪।୮: କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ୩ଦିନ ଧରି ଚଳିତ ମାସ ୨୧ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୫୬ଜଣ ପ୍ରଶିକ୍ଷାର୍ଥୀ ଓ ୪ଜଣ ପ୍ରଶିକ୍ଷକଙ୍କୁ ନେଇ ତ୍ରିଦିନାତ୍ମକ ମଣ୍ଡଳସ୍ତରୀୟ ପ୍ରୟୋଗ…
ପ୍ରଧାନମନ୍ତ୍ରୀ ଆବାସ,ସ୍ୱଚ୍ଛଭାରତ ମନେରଗା ଓ ପରିବେଶ ସୁରକ୍ଷା ତ୍ୱରାନ୍ୱିତ ପାଇଁ ନିର୍ଦେଶ : ପଟ୍ଟାମୁଣ୍ଡାଇ ବ୍ଲକରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ପରିଦର୍ଶନ କରି ବ୍ଲକ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ସମସ୍ତ ଯୋଜନା…
ଶିବାନନ୍ଦ ଆଶ୍ରମରେ ସ୍ୱାସ୍ଥ୍ୟସେବା ଶିବିର
କେନ୍ଦ୍ରାପଡ଼ା, ୨୪ା୮: କେନ୍ଦ୍ରାପଡା ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଇଦୁଆସ୍ଥିତ ଶିବାନନ୍ଦ ଚିକିତ୍ସାଳୟରେ ଏକ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଦିବଗଂତ ବ୍ୟାସଦେବ ଯୋଶୀଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଏହି…
କେନ୍ଦ୍ରାପଡା ସାଂସଦଙ୍କ କ୍ଷତିଗ୍ରସ୍ତ ବିନୋଦବିହାରୀ ମନ୍ଦିର ପରିଦର୍ଶନ
କେନ୍ଦ୍ରାପଡା,୨୪/୮: କେନ୍ଦ୍ରାପଡା ସହରର ଗଣାମାହାଲ ସ୍ଥିତ ୧୨୭୬ ସନ୍ରେ ତିଆରି କରାଯାଇଥିବା ମନ୍ଦିର ଶ୍ରୀ ଶ୍ରୀ ବିନୋଦବିହାରୀ ମନ୍ଦିରକୁ ଆଜି ସାଂସଦ ବୈଜୟନ୍ତ ପଣ୍ଡା ପରିଦର୍ଶନରେ ଆସି ସବିଶେଷ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୧୯ ତାରିଖରେ…
ନଦୀକୁ ପ୍ରେମୀ ଯୁଗଳ ଡେଇଁବା ଘଟଣା : ପ୍ରେମିକାର ମୃତଦେହ ଉଦ୍ଧାର, ପ୍ରେମିକ ଗିରଫ
କେନ୍ଦ୍ରାପଡ଼ା,୨୩ା୮: ଦାନପୁର ଲୁଣା ନଦୀ ପୋଲରୁ ନଦୀକୁ ଡେଇଁଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରୁ ପ୍ରେମିକ ଚିକୁନା ମଳିକ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ପ୍ରେମିକା ମୃତଦେହ ଗୁରୁବାର ବସପୁର ପଞ୍ଚାୟତର ଆରିପଦା ସ୍ଥିତ ଲୁଣା ନଦୀରୁ ଉଦ୍ଧାର କରାଯାଇଛି। ଅପରପକ୍ଷରେ ଯୁବତୀଙ୍କ…










