ପ୍ରକୃତିକୁ ଧ୍ୱଂସ କଲେ ପ୍ରକୃତି ଆମକୁ ଧ୍ୱଂସ କରିଦେବ , କେନ୍ଦ୍ରାପଡ଼ା ବାଲିଯାତ୍ରାରେ ପରିବେଶ ସଚେତନତା ସଭା

କେନ୍ଦ୍ରାପଡା,୨୧ା୧୧: ଗହୀରମଥା କଇଁଛ ସୁରକ୍ଷା କମିଟି ଓ ସ୍ୱେଚ୍ଛାସେବୀ ସଂଗଠନ ‘ଆହ୍ୱାନ’ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବାଲିଯାତ୍ରା ମଞ୍ଚରେ ସମାଜସେବୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ କୁମାର ବେହେରା…

ଅବସରପ୍ରାପ୍ତ ଶିକ୍ଷକଙ୍କ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା ସମାରୋହ

କେନ୍ଦ୍ରାପଡ଼ା,୨୧ା୧୧: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡିସ୍ଥିତ ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରବୀଣ ସଂସ୍କୃତ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭଗବାନ ସାହୁଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା…

କାର୍ତିକେଶ୍ୱର ଭସାଣିବେଳେ ଅଳଭା ଗ୍ରାମରୁ ବଡ଼ଧରଣର ସଶସ୍ତ୍ର ଡକାୟତି , ୫ଭରି ସୁନା ରୁପା ଓ ଟଙ୍କା ଲୁଟ : ଏସ ପି ଓ ପୋଲିସ ସନ୍ଧାନୀ କୁକୁର ସହାୟତା ତଦନ୍ତ ଜାରି

ପଟ୍ଟାମୁଣ୍ଡାଇ ୨୧/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅଳଭା ଗ୍ରାମରେ ଗତକାଲି ରାତି ୮. ୪୫ମିନିଟ ସମୟରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ପୋଲିସ ସନ୍ଧାନୀ କୁକୁର…

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଟ୍ଟାମୁଣ୍ଡାଇ ଗସ୍ତ , କୂଳସାହି ଆଶ୍ରମ ସ୍କୁଲ ,ପଟ୍ଟାମୁଣ୍ଡାଇ ସ୍ୱସ୍ଥ୍ୟକେନ୍ଦ୍ର ପରିଦର୍ଶନ ,

ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦଳିତ ଜାତିସଂଘର ଦାବୀପତ୍ର   ପଟ୍ଟାମୁଣ୍ଡାଇ ୨୧/୧୧ -ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ ଭା.ପ୍ର.ସେ ବୁଧବାର କେନ୍ଦ୍ରାପଡ଼ା ଜିଲା ଗ୍ରସ୍ତରେ ଆସି ଗୁରୁବାର ପଟ୍ଟାମୁଣ୍ଡାଇ ବ୍ଲକ ଗସ୍ତ…

ଜିଲ୍ଲା ସ୍ତରୀୟ ଭାରତୀୟ ସମବାୟ ସପ୍ତାହ ପାଳିତ

କେନ୍ଦ୍ରାପଡ଼ା,୨୦ା୧୧: ୭୧ତମ ଜିଲ୍ଲା ସ୍ତରୀୟ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ମଙ୍ଗଳବାର ଜିଲ୍ଲା ସଂସ୍କୃତି ଭବନରେ ଏକ ଉତ୍ସବ ସମବାୟ ସମିତି ସମୁହର ଉପନିବନ୍ଧକ ସନ୍ତୋଷ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମହାକାଳପଡା ବିଧାୟକ ଡ.…

ବାଲିଯାତ୍ରା ମହୋତ୍ସବର ଷଷ୍ଠ ସନ୍ଧ୍ୟା, ଅତୀତ ଆମକୁ ଭବିଷ୍ୟ ପ୍ରେରଣାର ଉତ୍ସ-ଶ୍ରୀକାନ୍ତ ଜେନା

କେନ୍ଦ୍ରାପଡ଼ା,୨୦ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ଷଷ୍ଠ ଦିନରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଲେ କୌଣସି ଜାତି ଆଗକୁ ଯାଇ…

ଅଢାଡେଉଁରିଆ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ତା ୨୦/୧୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଅଢାଡେଉଁରିଆ ଗ୍ରାମରେ ୮ମ ବାର୍ଷିକ କାର୍ତ୍ତିକେଶ୍ୱର ପୂଜା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପତ୍ରକାର ଭାସ୍କର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ…

ବାଲି ସୌରାତରେ ଚଢାଉ, ୧୨ ଗୋଟି ଟ୍ରାକ୍ଟରଠାରୁ ଜୋରିମାନା ଆଦାୟ

ଡେରାବିଶ ୨୦ । ୧୧ ବେବର୍ତା ଅଜୟ ଦାସ – ଡେରାବିଶ ବ୍ଲକ ଦାନପୁର ପଂଚାୟତ ଅନ୍ତର୍ଗତ ଲୁଣା ନଦୀର ଗହଗା ବାଲି ସୌରାତରେ ବୁଧବାର ମାଇନିଂ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ୧୨ଗୋଟି ଟ୍ରାକ୍ଟର ଜବତ କରାଯାଇ ସେମାନଙ୍କ…

ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା,୨୦ା୧୧: କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଗଣାଧ୍ୟମରେ ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ପ୍ରତିବାଦ…

ନପଙ୍ଗରେ ବଳଦେବଜୀଉ ଉତ୍ସବ

ପଟ୍ଟାମୁଣ୍ଡାଇ ୨୦/୧୧କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୁଳବସନ୍ତ ପଂଚାୟତ ନପଙ୍ଗ ଠାରେ ବଳଦେବଜୀଉ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ପ୍ରବଚକ ପଣ୍ଡିତ ହୃଷିକେଶ ରଥ ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦୁମ୍ନ ସାମନ୍ତରାୟ ମୁଖ୍ୟଅତିଥି,ଯୋଗଦେଇଥିଲେ।…

ମିଳିତ ଟ୍ରକ ମାଲିକ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ , ଦାବି ପୂରଣ ନ ହେଲେ ରାସ୍ତାରୋକ ଚେତାବନୀ

କେନ୍ଦ୍ରାପଡ଼ା,୨୦ା୧୧: କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରକ ମାଲିକ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଗୌରୀଶଙ୍କର ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମିଳିତ ଟ୍ରକ ମାଲିକ ସଂଘ କ୍ରିୟାନୁଷ୍ଠାନ କମିଟିର ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିବା…

ଚିତ୍ରଶିଳ୍ପୀ ଅଜୟ ପଣ୍ଡାଙ୍କୁ “ଅନନ୍ୟ ଅକ୍ଷୟ ଚିତ୍ରକଳା ସମ୍ମାନ”

କେନ୍ଦ୍ରାପଡ଼ା,୨୦ା୧୧: ଗୌରବମୟ କଳା ସଂସ୍କୃତିର ପୂଜାରୀ ରୂପେ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଆଜୀବନ କଳା ସାଧନ ପାଇଁ ଚିତ୍ର ଶିଳ୍ପୀ ଅଜୟ ପଣ୍ଡାଙ୍କୁ “ଅନନ୍ୟ ଅକ୍ଷୟ ଚିତ୍ରକଳା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅସ୍ଥିତ…

ଅଣ୍ଢରାରେ ମା’ଧ୍ୟାନଧ୍ୟାୟୀଙ୍କ ନୂଆ ଭଜନ ଲୋକାର୍ପିତ.

ପଟ୍ଟାମୁଣ୍ଡାଇ ୧୯/୧୧ -ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଂଚାୟତ ଅଣ୍ଢରା ଗ୍ରାମର ଆରାଧ୍ୟ ଗ୍ରାମ ଦେବତୀ ମା ଧ୍ୟାନଧ୍ୟାୟୀଙ୍କ ବହୁ ପ୍ରତିକ୍ଷୀତ ଭଜନ “ମା ଲୋ ମା ଧ୍ୟାନଧ୍ୟାୟୀ ” ରାହାସ ଉତ୍ସ୍ୱ ଅବସରରେ ଲୋକାର୍ପିତ ହୋଇଯାଇଛି । ସୁଶାନ୍ତ ବାରିକଙ୍କ ପ୍ରଯୋଜନାରେ…

ବାଲିଯାତ୍ରା ମହୋତ୍ସବର ପଞ୍ଚମ ସନ୍ଧ୍ୟା : ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସ୍ମୃତିର ସ୍ୱାକ୍ଷର ବାଲିଯାତ୍ରା-ଅତିଥି

କେନ୍ଦ୍ରାପଡ଼ା,୧୯ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର…

କାର୍ତିକେଶ୍ୱର ଭଷାଣି ଉତ୍ସବ ପାଳନ , ଶୋଭାଯାତ୍ରାରେ ଦୁଲୁକିଲା ସହର

ପଟ୍ଟାମୁଣ୍ଡାଇ ୧୯/୧୧–କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଜା ପାରମ୍ପରିକ ନୃତ୍ୟରେ ରେ କମ୍ପୁଛି ପଟ୍ଟାମୁଣ୍ଡାଇ ସହର । ଭଳିକି ଭଳି ଆଲୋକ ସଜାରେ ଝଲସି ଉଠିଛି ପୁରା ସହର । ଏଥିସହ ପଟ୍ଟାମୁଣ୍ଡାଇ ସହରବାସୀ ମେଳଣ ଉତ୍ସବ କରି ମେଲାଣି ଦେଇଛନ୍ତି ଗୌରୀ…

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ

କେନ୍ଦ୍ରାପଡ଼ା,୧୯ା୧୧: କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସ୍ମତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୦ ତାରିଖରୁ ୧୧୮ଟି ମଣ୍ଡିରେ ଧାନକ୍ରୟ କରାଯିବାକୁ ନିଷ୍ପତି ଗ୍ରହଣ…

ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟ ଶ୍ରାଦ୍ଧ ଦିବସରେ ଅନନ୍ୟ ଅକ୍ଷୟ ଉତ୍ସବ

କେନ୍ଦ୍ରାପଡା,୧୮ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଓଡିଆ ସଂଗୀତ ଜଗତର ପ୍ରବାଦ ପୁରୁଷ ଚିରସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟ ୨୨ତମ ଶ୍ରାଦ୍ଧ ଦିବସ…

କେନ୍ଦ୍ରାପଡା ଶୌଣ୍ଢିକ ସମାଜ ଜିଲ୍ଲାସ୍ତରୀୟ ସମାବେଶ

କେନ୍ଦ୍ରାପଡ଼ା,୧୮ା୧୧: ଚଳିତ ନଭେମ୍ବର ମାସ ୧୨ ତାରିଖ ରବିବାର ସକାଳ ୯ଘଟିକା ସମୟରେ କେନ୍ଦ୍ରାପଡା ଟାଉନସ୍ଥିତ ସୁଜାତା ପ୍ୟାଲେସ୍ କେନ୍ଦ୍ରାପଡା ବ୍ଲକ ରୋଡ୍‌ଠାରେ କେନ୍ଦ୍ରାପଡା ଜିଲ୍ଲା ଶୌଣ୍ଢିକ ସମାଜ ତରଫରୁ ଏକ ବିଶାଳ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

କବି ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀ ପାଇବେ “ସରସ୍ୱତୀ ଦେବୀ ସ୍ମାରକୀ ଜୟ ରାଷ୍ଟ୍ର କବିତା ସମ୍ମାନ’

କେନ୍ଦ୍ରାପଡା, ୧୮ା୧୧: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଗୋପ ରାମମନ୍ଦିର ପରିସରରେ…

ସମ୍ବିଧାନ ହୀରକ ଜୟନ୍ତୀ ପାଇଁ କେନ୍ଦ୍ରାପଡ଼ାରେ ବୁଲିଲା ୟୁନାଇଟେଡ଼ ଫୋରମର ସଚେତନତା ରଥ

କେନ୍ଦ୍ରାପଡ଼ା,୧୮ା୧୧: ସମ୍ବିଧାନ ହୀରକ ଜୟନ୍ତୀ ପାଇଁ କେନ୍ଦ୍ରାପଡ଼ାରେ ବୁଲିଲା ୟୁନାଇଟେଡ଼ ଫୋରମର, ସଚେତନତା ରଥ । କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଇନ ପ୍ରଣୟତା ଡ: ବି ଆର ଆମ୍ବେଦକରଙ୍କୁ ସମ୍ମାନର ସହିତ ରଥ ବନ୍ଦାପନା କରିବାର ଦେଖିବାକୁ ମିଳିଛି ।…

ବାଲିଯାତ୍ରା ମହୋତ୍ସବର ଚତୁର୍ଥ ସନ୍ଧ୍ୟା , ଆସନ୍ତାବର୍ଷ ଢଳେଇ ପୋଲ ସମ୍ପୂର୍ଣ୍ଣ ହେବ-ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

କେନ୍ଦ୍ରାପଡ଼ା,୧୮ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ…

ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,୧୮ା୧୧: ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ ) କେନ୍ଦ୍ରାପଡା ବ୍ଲକ ଆନୁକୂଲ୍ୟରେ ଗରାପୁରସ୍ଥିତ ଶିକ୍ଷକ ଭବନରେ ଏକ ସମ୍ବର୍ଦ୍ଧନା ବୈଠକ, ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ମାନଙ୍କର ସମସ୍ୟା ସମ୍ପର୍କିତ ଏକ ଆଲୋଚନାଚକ୍ର ବ୍ଲକ ସଭାପତି ଦାଶରଥି…

ରାଜନୈତିିକ ବୟାନବାଜୀ ବନ୍ଦ କରନ୍ତୁ ଜିଲ୍ଲାପାଳ : ବିଜେଡି

କେନ୍ଦ୍ରାପଡ଼ା,୧୮ା୧୧: ଜିଲ୍ଲାପାଳ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ କରିବା ଉଚିତ। କାରଣ ଜିଲ୍ଲାର ବିକାଶ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ କରିବା ଅପେକ୍ଷା ରାଜନୈତିକ ବୟାନବାଜୀରେ ଲିପ୍ତ…

ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ରାଜ୍ୟ ସ୍ତରରେ ଦ୍ୱିତୀୟ

କେନ୍ଦ୍ରାପଡ଼ା,୧୮ା୧୧: ରାଜ୍ୟସ୍ତରୀୟ ୭୧ତମ ସମବାୟ ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ପୁରସ୍କୃତ କରାଯାଇଛି। ଏହି ଉପଲକ୍ଷେ ଓଡିଶା ରାଜ୍ୟ ସମବାୟ ୟୁନିଅନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀଙ୍କ…