ପଟ୍ଟାମୁଣ୍ଡାଇ ୧୭/୧୧କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ଆଲମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀ ବିଜ୍ଞାନ କକ୍ଷରେ ଆୟୋଜିତ ଆଲମୁନି ବୈଠକରେ ପୁରାତନ ଛାତ୍ର ଖବରଦାତା ସ୍ମୃତି ରଞ୍ଜନ ବେହେରା,…
Month: November 2024
୫ଦିନ ରେ ତୁଟିଲା ବିବାଦ: ଅନଶନରୁ ଓହରିଲେ ସରପଂଚ ସମିତି ସଂଘ
ପଟ୍ଟାମୁଣ୍ଡାଇ ୧୭/୧୧ -ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳ ଘଟଣାକୁ ନେଇ ସରପଂଚ ଓ ସମିତି ସଭ୍ୟ ସଂଘ ଚଳାଇଥିବା ଆମରଣ ଅନଶନ ରବିବାର ୫ ଦିନରେ ଓହରିଯାଇଛନ୍ତି। ଆଜି ସଂନ୍ଧ୍ୟାରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ପହଁଚି…
ମହିଳା ବସ କଣ୍ଡକ୍ଟରଙ୍କୁ ବଳାତ୍କାର
କେନ୍ଦ୍ରାପଡ଼ା,୧୭ା୧୧: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ପରିସରରେ ଜଣେ ମହିଳା ବସ କଣ୍ଡକ୍ଟରଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କରେ ୭୧ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ
କେନ୍ଦ୍ରାପଡ଼ା,୧୭ା୧୧: କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପରିସରରେ ୭୧ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସପ୍ତରଙ୍ଗି ସମବାୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା…
ତୁଳସୀ କ୍ଷେତ୍ରରେ ହିବିଷ୍ୟାଳି ବ୍ରତ ଉଦ୍ଯାପିତ
କେନ୍ଦ୍ରାପଡ଼ା,୧୭ା୧୧: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ଆୟୋଜିତ ପୁରାଣ ପ୍ରସିଦ୍ଧ ତୁଳସୀ କ୍ଷେତ୍ରରେ କାର୍ତ୍ତିକ ପଞ୍ଚୁକ ହବିଷ୍ୟାଳି ବ୍ରତ ଉଦ୍ଯାପିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଓ ଜିଲ୍ଲା ବାହାରୁ ୨ଶହରୁ ଉର୍ଦ୍ଧ୍ୱ ମହିଳା ଏଥିରେ ଯୋଗଦେଇ ହବିଷ୍ୟାଳୀ ବ୍ରତ କରିଥିଲେ…
ପଟ୍ଟାମୁଣ୍ଡାଇରେ ଗୀତା ଜ୍ଞାନ ଯଜ୍ଞ
ପଟ୍ଟାମୁଣ୍ଡାଇ ୧୭/୧୧ କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ ପ୍ରଜ୍ଞାନ ମିଶନ ଓ ବଣିକ ସଂଘ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ୩ଦିନ ବ୍ୟାପି ଗୀତା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନ୍ତଃଜ୍ୟାତିକ…
ଦୀର୍ଘ ୧୨ଦିନ ହେବ ବ୍ଲକ ଅଚଳ , ଭତା ବଂଟନରେ ବାଧା
ପୋଲିସର ପାତରଅନ୍ତର ନୀତିକୁ ନେଇ ବିଜେଡି ଉଠେଇଲା ପ୍ରଶ୍ନ ପଟ୍ଟାମୁଣ୍ଡାଇ ୧୬/୧୧ – ଗତ ୫ ତାରିଖରେ ଭାଜପା ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ସରପଂଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ଜାରିିଥିବା ଅନଶନର…
ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଘଟଣା ; ଦାବୀପତ୍ର ବେଳେ ବିଜେଡି କର୍ମୀ ପୋଲିସ ଧସ୍ତାଧସ୍ତି
ପଟ୍ଟାମୁଣ୍ଡାଇ ୧୬/୧୧ -ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଥାନାରୁ ଜାମିନରେ ଛାଡି ଦେବା ଘଟଣାରେ ବିଜେଡି ଦଳ ତୀବ୍ର ପ୍ରତିକ୍ରିୟା…
ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
କେନ୍ଦ୍ରାପଡ଼ା,୧୬ା୧୧: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ କପିଳେନ୍ଦ୍ର ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ଅଭିଯୁକ୍ତକୁ ୫୦ ହଜାର ଟଙ୍କାର…
ଜିଲ୍ଲାର ସର୍ବପୁରାତନ ବୋଇତ ବନ୍ଦାଣ ସମିତିର ୫୬ତମ ବୋଇତ ବନ୍ଦାଣ ଉତ୍ସବ
କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୬ତମ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ କପାଳେଶ୍ୱର ପଞ୍ଚାୟତର ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଧବ ବେଶରେ ସଜ୍ଜିତ ୭ଜଣ କୁନି…
ଓଡିଶା ମହିଳା ଟେନିସ ବଲ କ୍ରିକେଟ ଦଳରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଖେଳାଳି ମନୋନୀତ
କେନ୍ଦ୍ରାପଡ଼ା,୧୬ା୧୧: ଜାମ୍ମୁ କାଶ୍ମୀରଠାରେ ଅନୁଷ୍ଠିତ ହେବାକୁ ଥିବା ୩୫ତମ ସର୍ବଭାରତୀୟ ମହିଳା କ୍ରିକେଟ ପ୍ରତିଯୋଗୀତାରେ ଓଡିଶା ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ମହିଳା ଖେଳାଳୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ସୀତୁପ୍ରଭା ନାୟକ, ସ୍ମୃତିରୂପା ମଲ୍ଲିକ, ଶଶୀରେଖା ସାହୁ ।…
ଗୋବରୀ ବାଲିଯାତ୍ରା ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡା,୧୬ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଗୋବରୀ ବାଲିଯାତ୍ରାର ୨ୟ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ କମିଟିର ସଭାପତି ବିବେକାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏବଂ ସଂପାଦକ କରୁଣାକର ଦାସଙ୍କ ତତ୍ୱାବଧାନରେ ଶୁକ୍ରବାର ପୂର୍ବାହ୍ନ ୯ଘଟିକା ସମୟରେ ବହୁ ଆଡମ୍ବରପୂର୍ଣ୍ଣ ଭାବେ ତିନିମହାଣୀ,…
ୟୁଏଇରେ କ୍ଷାତନାମା ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀଙ୍କ କୃତିତ୍ୱ , ମୋଦି-୨୦ ପ୍ରଦର୍ଶନୀ କରି ଜିଲା ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ
କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡ଼ା ସହରରେ ରହୁଥିବା ପଟ୍ଟାମୁଣ୍ଡାଇ ବ୍ଲକ ପେରିଜପୁର ଗ୍ରାମର ଆନ୍ତର୍ଜାତୀୟ ଖ୍ୟାତନାମା ଚିତ୍ରଶିଳ୍ପୀ ଅଶୋକ ନାୟକ ବିଦେଶ(ୟୁଏଇ)ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଓ ଦର୍ଶନ ଉପରେ ଆଧାରିତ ମୋଦି-୨୦ ଚିତ୍ର କଳା ପ୍ରଦର୍ଶନୀ ଆୟୋଜନ କରି କେନ୍ଦ୍ରାପଡ଼ା ଜିଲା…
କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବାଲିଯାତ୍ରା ବିକାଶର ବିଜୟର ବୈଜୟନ୍ତୀ
କେନ୍ଦ୍ରାପଡ଼ା,୧୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମରେ ଅନୁଷ୍ଠିତ ୭ମ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣି ମୁଖ୍ୟ ଅତିଥି, ଓଡିଶାର ସଭାପତି ସର୍ବ ଭାରତୀୟ ସାହିତ୍ୟ…
ଜାତୀୟ ପ୍ରେସ ଦିବସ କାହିଁକି ପାଳନ କରାଯାଏ ଜାଣନ୍ତୁ
ଜାତୀୟ ପ୍ରେସ ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ଦେଶରେ ପାଳନ କରାଯାଏ। ଏହି ଦିନଟି ଗଣମାଧ୍ୟମର ସ୍ୱାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ। ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା। ଯଦିଓ…
ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୩ତମ ବୋଇତବନ୍ଦାଣ ଉତ୍ସବ ପାଳିତ
ପଟ୍ଟାମୁଣ୍ଡାଇ ୧୫/୧୧ -ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୩ତମ ବୋଇତବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ ଶୁକ୍ରବାର କଷଣଅଂଟା ବ୍ରାହ୍ମଣୀନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି…
ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବବ୍ୟହାର ଓ ଗଣ୍ଡଗୋଳ ଘଟଣା
ପଟ୍ଟାମୁଣ୍ଡାଇ ୧୫/୧୧ କଳ୍ପତରୁ ନାୟକ- ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ଅଭିଯୁକ୍ତ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ଅବିଳମ୍ବେ ଗିରଫ ଦାବୀରେ ପଟ୍ଟାମୁଣ୍ଡାଇ ସରପଂଚ ଓ ସମିତି ସଭ୍ୟ ସଂଘ ଅନିର୍ଦ୍ଧିଷ୍ଟକାଳ ପାଇଁ ଅନଶନ ଜାରି ରଖିଛନ୍ତି । ଶୁକ୍ରବାର ୩ୟ…
କଳପଡା ଲୁଣାନଦୀ ଘାଟରେ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟିତ
କେନ୍ଦ୍ରାପଡ଼ା,୧୫ା୧୧: ଶୁକ୍ରବାର ସକାଳ ୭ଘଟିକା ସମୟରେ କଳପଡା ଲୁଣାନଦୀ ଘାଟରେ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ କଳପଡା ଲକ୍ଠାରୁ ଅତିଥିମାନଙ୍କୁ ଏକ ବର୍ଣ୍ଣାଢ୍ୟ ପଟୁଆରରେ ନଦୀକୂଳ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ନଦୀକୂଳରେ ସୁସଜ୍ଜିତ…
ଗୋବରୀ ନଦୀ କେନ୍ଦ୍ରାପଡାର ଗଙ୍ଗା ,ଅତିଥି ବହୁ ପ୍ରତିକ୍ଷିତ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ
କେନ୍ଦ୍ରାପଡ଼ା,୧୫ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ତରଫରୁ ଆୟୋଜିତ ୭ମ ବାର୍ଷିକ ବାଲିଯାତ୍ରା ମହୋତ୍ସବକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦାନ କରି ପ୍ରଥମେ ଗୋବରୀ ନଦୀରେ ବୋଇତ ବନ୍ଦାଣ କରିବା ପରେ ଆନୁଷ୍ଠାନିକ ଭାବରେ କେନ୍ଦ୍ରାପଡା ବାଲିଯାତ୍ରା-୨୦୨୪କୁ ଉଦ୍ଘାଟନ କରି…
ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ
କେନ୍ଦ୍ରାପଡ଼ା,୧୫ା୧୧: ଧରିତ୍ରୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମବାର୍ଷିକ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ (କଲ୍ୟାଣ ବିଭାଗ) କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି…
ମା’ବେଲ ମଙ୍ଗଳାପୀଠରେ କବିତା ପାଠୋତ୍ସବ
କେନ୍ଦ୍ରାପଡ଼ା,୧୫ା୧୧: ଉତ୍କଳୀୟ ନୈାବାଣିଜ୍ୟ ପରମ୍ପରା ଓ ସଂସ୍କୃତିର ସ୍ମୃତିଚାରଣ ଉଦେଶ୍ୟରେ କପାଳେଶ୍ୱର ମା’ବେଲ ମଙ୍ଗଳା ପୂଜା କମିଟି ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା’ ବେଲମଙ୍ଗଳା ପୀଠରେ ଏକ କବିତା ପାଠୋତ୍ସବ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି…
ଜଜାଙ୍ଗ ଆଦର୍ଶ ପୋଖରୀରେ ବୋଇତବନ୍ଦାଣ
କେନ୍ଦ୍ରାପଡ଼ା,୧୫ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଜଜାଙ୍ଗସ୍ଥିତ ଆଦର୍ଶ ଜେନାପୋଖରୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୋଇତ ବନ୍ଦାଣ ଉତ୍ସବରେ ୭ଜଣ କୁନି କୁନି ସାଧବପୁଅଙ୍କୁ ୭ଜଣ…
ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣା,ଅନଶନର ଦିତୀୟ ଦିନରେ ବିଲିକଣା ସରପଂଚ ଲକ୍ଷ୍ମୀପ୍ରୀୟା ଷଡଙ୍ଗୀ ଅସୁସ୍ଥ
ପଟ୍ଟାମୁଣ୍ଡାଇ ବ୍ଲକ ଅଫିସ ଭିତରେ ବିଡିଓଙ୍କ ପ୍ରତି ହୋଇଥିବା ଦୁଃବ୍ୟବାହର ଗଣ୍ଡଗୋଳ ଅଭିଯୋଗକୁ ପୋଲିସ ପ୍ରଶାସନର ପାତର ଅନ୍ତର ମନୋଭାବରେ ଅଭି୍ଯୁକ୍ତକୁ ଗିରଫ କରାଯାଇନାହିଁ । ଏହାର ପ୍ରତିବାଦରେ ବୁଧବାର ପୂର୍ବାହ୍ନରୁ ପଂଚାୟତ ସମିତି ସରପଂଚ ଓ ସମିତିସଭ୍ୟ ସଂଘ ପକ୍ଷରୁ…
ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନର ଅନ୍ତଃରାଜ୍ୟ ମହାସାଗରୀୟ ଆୟୋଗ ଦ୍ୱାରା ସୁନାମି ପ୍ରସ୍ତୁତ ବୋଲି ମାନ୍ୟତା ପାଇଛନ୍ତି।
ଭୁବନେଶ୍ୱର,:- ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନର ଅନ୍ତଃରାଜ୍ୟ ମହାସାଗରୀୟ ଆୟୋଗ ଦ୍ୱାରା ସୁନାମି ପ୍ରସ୍ତୁତ…










