ତୁଳସୀକ୍ଷେତ୍ରରେ ପ୍ରଳମ୍ବାସୁର ବଦ୍ଧ ବେଶ

କେନ୍ଦ୍ରାପଡ଼ା,୨ା୧୧:ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ଶ୍ରୀବଳଦେବଜୀଉ ଶ୍ରୀକ୍ଷେତ୍ରରୁ ଆସିଥିବା ପାଟ ଶାଢ଼ୀ ପରିଧାନ କରି ସଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଅନୁଯାୟୀ ଆଜି ବଳଦେବଜୀଙ୍କ ମନ୍ଦିରରେ…

ଚାରିଚକିଆ ଯାନ ସହ ୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,୨ଗିରଫ

କେନ୍ଦ୍ରାପଡ଼ା,୨ା୧୧:ଏକ ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଲିପଡା ଅଞ୍ଚଳରେ ଚଢାଉ କରାଯାଇ ନିମପୁର ଗ୍ରାମର ପିଣ୍ଟୁ ମଲିକ(୨୬)ଙ୍କ ଠାରୁ ୫୦ଗ୍ରାମ ଓଜନର ବ୍ରାଉନସୁଗାର ଏବଂ ମାଟିଆ…

କଥାକାର ରାମଚନ୍ଦ୍ର ବେହେରାଙ୍କ ୮୦ ତମ ସ୍ୱନକ୍ଷତ୍ର ଦିବସ ପାଳିତ

କେନ୍ଦ୍ରାପଡ଼ା,୨/୧୧: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କ ୮୦ ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ…

ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସମାବେଶ

କେନ୍ଦ୍ରାପଡା ୨/୧୧- ଆଜି କେନ୍ଦ୍ରାପଡ଼ା ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଏକ ସମାବେଶ ଡେରାବିଶ ଛତାଛକ ଜେକେ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ସମାବେଶରେ କୈଳାଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଜିଲ୍ଲା ସଭାପତି ସରୋଜ ସାହୁ, ସମ୍ପାଦକ…