କେନ୍ଦ୍ରାପଡ଼ା,୨୪ା୧୧:କେନ୍ଦ୍ରାପଡା ବ୍ଲକ ଅଧିନ ଧୂମାତ ଗ୍ରାମରେ ଶ୍ରୀରାମଚରିତ ମାନସ ,ନବାନ୍ନ ପାରାୟଣ ଓ ନବଦିନାତ୍ମକ ପ୍ରବଚନ କାର୍ଯ୍ୟକ୍ରମକୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରିଛନ୍ତି। ଦୀର୍ଘ ୪୦ବର୍ଷ ଧରି ଚାଲିଥିବା ଏହି ଅନୁଷ୍ଠାନର ସ୍ଥାୟୀ ସଭାପତି ଶ୍ରୀମା ଉଦଘାଟନ ଅବସରରେ କହିଛନ୍ତି ମର୍ଯ୍ୟାଦାପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ସମାଜରେ ବଡଭାଇର ସ୍ନେହ,ମମତା ଓ ଭାତୃତ୍ୱ ଭାବ କିପରି ବଜାୟ ରହିବ ସେ ସମ୍ପର୍କରେ ଭାରତବର୍ଷର […]
Day: 24 November 2025

କେନ୍ଦ୍ରାପଡା,୨୩ା୧୧: କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଙ୍ଘର ସାଧାରଣ ବୈଠକ ରବିବାର ସ୍ଥାନୀୟ ବିନାୟକ ପ୍ୟାଲେସଠାରେ ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଦକ୍ଷତା ସମ୍ପନ୍ନ ଭିତ୍ତିକ ଠିକାଦାର ମାନେ ଯୋଗଦେଇଏହି ମହାସଂଘ ର କାର୍ଯ୍ୟପନ୍ଥା ପନ୍ଥା ଓ ଏହାର ଆଭିମୁଖ୍ୟ ଠିକାଦାର ମାନଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଭାଗନେଇ ନିଜନିଜର ମତ ରଖୁଥିଲେ। ପ୍ରାଥମିକ ସ୍ତରରେ ମହାସଂଘର ଏକ ଅସ୍ଥାୟୀ ଆଡଭାଇଜର କମିଟି ଗଠନର କରା ଯାଇଥିଲା। […]
ପଟ୍ଟାମୁଣ୍ଡାଇ ତା ୨୩/୧୧- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଚିତ୍ରାଙ୍କନପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛିI ପଟ୍ଟାମୁଣ୍ଡାଇ ତାଲୁକ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାରେ ବିଚାରପତି ବିଦ୍ୟୁତଲତା ପ୍ରଧାନ, ଅତିରିକ୍ତ ସିଭିଲିଜଜ ଡି. କେ. ବାଳକୃଷ୍ଣନ ଯୋଗ ଦେଇ ଚିତ୍ରାଙ୍କନ ପ୍ରତିଯୋଗିତା ପିଲା ମାନଙ୍କର କଳା ପ୍ରତିଭା ବିକାଶ କ୍ଷେତ୍ରରେ ସହାୟକ ହେବ […]
ODISHA EXPRESS KPD- 23.11.2025