“ଗୀତା ଜ୍ଞାନ ଯଜ୍ଞ’ ଭକ୍ତମଣ୍ଡଳୀଙ୍କ ଉତ୍ସାହରେ ମନ୍ତ୍ରମୁଗ୍ଧ ହେଲା ସଂସ୍କୃତି ଭବନ

କେନ୍ଦ୍ରାପଡା, ୨୧/୧୨- ଉଦୟନଗର ସଂସ୍କୃତି ଭବନରେ ୧୯ ଡିସେମ୍ବରରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ “ଗୀତା ଜ୍ଞାନ ଯଜ୍ଞ’ର ଆୟୋଜନ ପ୍ରଜ୍ଞାନ ମିଶନ ଦ୍ୱାରା ହୋଇଥିଲା। ତିନିଦିନିଆ ଏହି ଆଧ୍ୟାତ୍ମିକ ଅନୁଷ୍ଠାନରେ ୬୦୦ରୁ ଅଧିକ ଭକ୍ତମଣ୍ଡଳୀଙ୍କ ଭିଡ଼, ଉତ୍ସାହ ଓ ଶ୍ରଦ୍ଧାରେ ସମଗ୍ର…

ସାଇବାବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡା,୨୧ା୧୨: କେନ୍ଦ୍ରାପଡା ଗରାପୁର ସ୍ଥିତ ଶ୍ରୀ ସିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ଦ୍ୱିତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ଅବସରରେ ପ୍ରାତଃ ସାତଘଟିକାରେ କଳସାଧିବାସ, ତôତ ପରେ ଶାନ୍ତି ହୋମ ଆରମ୍ଭ ହୋଇ…

ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,୨୧ା୧୨: ସ୍ଥାନୀୟ ଗରାପୁରସ୍ଥିତ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ “ଅଭିବ୍ୟକ୍ତି” ପାଳିତ ହୋଇଯାଇଛି । ଏହି ଅବସରରେ ନାସା ମହାକାଶର ବୈଜ୍ଞାନିକ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ପ୍ରଦାନ

କେନ୍ଦ୍ରାପଡ଼ା,୨୧ା୧୨:ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଳଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରୁବିନା ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ…

ସେଣ୍ଟ ଯୋସେଫ ସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା,୨୦ା୧୨: କେନ୍ଦ୍ରାପଡା ଜିଲାର ଉପକଣ୍ଠରେ ଅବସ୍ଥିତ ଏହି ଜିଲାର ଏକମାତ୍ର ଆଇ.ସି.ଏସ.ଇ. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆଜି ମହା ସମାରୋହରେ ବିଦ୍ୟାଳୟ ପରିସର ମଧ୍ୟରେ ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରେଭରେଣ୍ଡ ଫାଦର…