Year: 2025

ବଳଦେବସେନା ପକ୍ଷରୁ ରସାବଳି ଦିବସ ପାଳିତ

କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳିକୁ ଜିଆଇ ମାନ୍ୟତା ପ୍ରଦାନ ପରେ ସମଗ୍ର ଦେଶରେ ରସାବଳିର ଏକ ସ୍ୱତନ୍ତ୍ର ପରିଚୟ...

ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ବିଶାଳ ପଦଯାତ୍ରା , ଦାୟୀତ୍ୱ ନେଲେ ନୂତନ ଜିଲ୍ଲା ସଭାପତି ଡା.ଦେବସ୍ମିତା ଶର୍ମା

କେନ୍ଦ୍ରାପଡ଼ା,୩ା୧୦:ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡାର ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡା. ଦେବସ୍ମିତା ଶର୍ମା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପ୍ରବେଶ କରି ଦାୟୀତ୍ୱ...

ଜିଲ୍ଲା ବୋଇତବନ୍ଦାଣ ସମିତି କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ

କେନ୍ଦ୍ରାପଡ଼ା,୩ା୧୦:ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଗୋପସ୍ଥିତ ଜାଭିଅର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ...

ମେଲାଣି ନେଉଛନ୍ତି ମା’ଜଗତଜନନୀ

ପଟ୍ଟାମୁଣ୍ଡାଇ ତା ୩/୧୦- -ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ଓ ଭସାଣି ଉତ୍ସବ ଲଘୁଚାପ ଜନିତ ଲଗାଣବର୍ଷା ପାଇଁ ବିଶେଷ ଭାବେ ପ୍ରଭାବିତ...

ମୁଣ୍ଡ ଉପରେ ଡହଡହ ନିଆଁ ଜାଳି, ମା’ଙ୍କୁ ଝୁଣାର ଧୂଆଁ ଅର୍ପଣ କରନ୍ତି ମାନସିକଧାରୀ ଭକ୍ତ

ଦୁର୍ଗା ପୂଜାରେ ନିଆରା ପରମ୍ପରା , ଭକ୍ତର ଭକ୍ତିରେ ପଟାନ୍ତର ନାହିଁ । ମା’ଙ୍କ କରୁଣା ଟିକକ ପାଇବା ପାଇଁ ଭକ୍ତ କେତେ ନିଷ୍ଠା ଓ କାଷ୍ଠାରେ...

କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ ଆର୍ôଥକ ସହୟତା ଦାବି କଲେ ବିଧାୟକ

କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡାରେ ଚଳିତ ବର୍ଷ ପବିତ୍ର ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ପର୍ବ ଭକ୍ତି ଓ ଉତ୍ସାହର ସହ ପାଳୀତ ହେବ । ଏହି ଗଜଲକ୍ଷ୍ମୀ ପୂଜା...

ଶ୍ରୀ ଶିରିଡି ସାଇବାବାଙ୍କ ପୁଣ୍ୟତିଥି ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡା ସ୍ଥିତ କଜଳା ଶିରିଡି ସାଇ ମନ୍ଦିରରେ ପବିତ୍ର ଦଶହରା ଓ ଶିରିଡି ସାଇ ବାବାଙ୍କ ୧୦୭ ତମ ମହାସମାଧି ଦିବସ ପାଳନ କରିବା ପାଇଁ...

୫୦ ଗ୍ରାମର ବ୍ରାଉନ ସୁଗାର ଜବତ , ଜଣେ ଗିରଫ

ପଟ୍ଟାମୁଣ୍ଡାଇ ୨୪/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ନିମପୁର ଗ୍ରାମରେ ଚଢ଼ାଉ କରାଯାଇ ୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା...

ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି , ଅହୋରାତ୍ର ଗଣଧାରଣା ୨ୟ ଦିନରେ

କେନ୍ଦ୍ରାପଡ଼ା,୨୩ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅହୋରାତ୍ର ଗଣଧାରଣାର ଆଜି ୨ୟ ଦିବସ ପୂର୍ଣ୍ଣ ହୋଇଛି। ରାଜ୍ୟ ମନ୍ତ୍ରିମଣ୍ଡଳର...

ରାଜ୍ୟରେ ମହିଳା ମାନଙ୍କ ପ୍ରତି ଘଟୁଥିବା ଅପରାଧ ବିରୋଧରେ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର

କେନ୍ଦ୍ରାପଡା ୧୭/୯- ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା ଅପରାଧ, ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ...

ଶିକ୍ଷୟତ୍ରୀଙ୍କ ବେକରୁ ସୁନାଚେନ ଲୁଟ୍ ,ଥାନାରେ ଏତଲା

ପଟ୍ଟାମୁଣ୍ଡାଇ ୧୫/୯ - ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ବେକରୁ ଦୁବୃତମାନେ ସୁନା ଚେନ ଚିଣ୍ଡାଇ ନେଇ...

ବିବେକାନନ୍ଦ ଲୋକସଂସଦର ଉଦବୋଧନୀ ବକ୍ତୃତାମାଳା , ସ୍ୱାମୀ ବିବେକାନନ୍ଦ ଜାତୀୟତାର ପ୍ରତୀକ

କେନ୍ଦ୍ରାପଡ଼ା,୧୧ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ମହାବିଦ୍ୟାଳୟ ଆଭ୍ୟନ୍ତରିକ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ଦ୍ୱାରା ଏକ ବିବେକାନନ୍ଦ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି କେନ୍ଦ୍ରାପଡା...

ଶିକ୍ଷକ ନିର୍ମଳ ସ୍ୱାଇଁ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

କେନ୍ଦ୍ରାପଡ଼ା,୮ା୯:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର କୁସୁପୁର ନୋଡାଲ ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିର୍ମଳ କୁମାର ସ୍ୱାଇଁ ୨୦୨୪-୨୫ ଶିକ୍ଷାବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର...

ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ଜୟନ୍ତୀ

କେନ୍ଦ୍ରାପଡ଼ା,୮ା୯:ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ବିଶ୍ୱଶାନ୍ତି...

ଖେଳାଳୀ ଚୟନ ପାଇଁ କେନ୍ଦ୍ରାପଡାର ୨୯ଜଣ ଯୋଗଦେଲେ

କେନ୍ଦ୍ରାପଡ଼ା,୮ା୯: ଆସନ୍ତା ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ୩୬ତମ ପୂର୍ବ ଜୋନ କନିଷ୍ଠ ଆଥଲେଟିକ ଚମ୍ପିଆନସିପ ପ୍ରତିଯୋଗିତା ଅନୁଷ୍ଠିତ ହେବ।...

ବନିତା ରାଉତ ହତ୍ୟା ଘଟଣା ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା , କ୍ରାଇମବ୍ରାଞ୍ଚତଦନ୍ତ ଦାବି

କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ହତ୍ୟା ଘଟଣାର ପ୍ରତିବାଦରେ ସୋମବାର ଜିଲାପାଳଙ୍କ...

କଂସାର ପଞ୍ଚାୟତରେ ଭାଗବତ ସପ୍ତାହ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୭ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଯୋଡିଚଉଁରା ପୀଠରେ ଭାଗବତ ଗାଦି ଅନୁଷ୍ଠିତ ହୋଇଅଛି। ଦୀର୍ଘଦିନ ହେବ ଏଠାରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଅଛି। ବାସୁଦେବ...

ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

କେନ୍ଦ୍ରାପଡ଼ା,୭ା୯: ଡେରାବିଶ ବ୍ଲକ ଅଧିନ ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବନିତା ଭଦ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଇଛାପୁର ହାଇସ୍କୁଲ...

ସରସ୍ୱତୀ ସରକାରୀ ହାଇସ୍କୁଲ ହିନ୍ଦୀ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ସରସ୍ୱତୀ ସରକାରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଇଛାପୁର ଉଚ୍ଚ...

ବନ୍ୟା ବିପନ୍ନଙ୍କୁ ମିଳିଲାନାହିଁ ରିଲିଫ୍‌: ବଢୁଛି ଅସନ୍ତୋଷ

ପଟ୍ଟାମୁଣ୍ଡାଇରେ ବନ୍ୟା ପରିସ୍ଥିତି ଗମ୍ଭୀର, ୭୦ହଜାର ଲୋକ ବିପନ୍ନ ମିଳୁନାହିଁ ବିଶୁଦ୍ଧ ପାଣି ପଟ୍ଟାମୁଣ୍ଡାଇ ୭/୯- ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ...

ରାଧାରମଣ ମଠରେ ଠାକୁର ହରିଦାସଙ୍କ ତିରୋଭାବ ଉତ୍ସବ

ପଟ୍ଟାମୁଣ୍ଡାଇ ତା ୬/୯-କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ଠାରେ ଠାକୁର ଶ୍ରୀଶ୍ରୀ ହରି ଦାସଙ୍କ ତିରୋଭାବ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି...

ପଟ୍ଟାମୁଣ୍ଡାଇରେ ଓଡି ଟି ଭି ଚ୍ୟାନେଲ ଉଦଘାଟିତ

ପଟ୍ଟାମୁଣ୍ଡାଇ ତା ୬/୯- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରୁ ଓଡିଶା ଡ୍ରିମ ଟିଭି ଚ୍ୟାନେଲ ଉଦଘାଟିତ ହୋଇଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ କଲ୍ୟାଣ...

ପଟ୍ଟାମୁଣ୍ଡାଇରେ ବନ୍ୟା ପରିସ୍ଥିତି ଗମ୍ଭୀର, ୭୦ହଜାର ଲୋକ ବିପନ୍ନ

  ସିଂହଗାଁ,ଶ୍ରୀରାମପୁର, ବାଛରା ଡାମରପୁର, ବଳଭଦ୍ରପୁର, ବାଲିପାଟଣା,ତନୁପୁର  ବିଛିନ୍ନ ପଟ୍ଟାମୁଣ୍ଡାଇ ତା ୬/୯-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ...

ଗୁରୁଦିବସରେ “ପୁନର୍ବାସ ଶିକ୍ଷାଶ୍ରୀ ସମ୍ମ।ନ’ ପ୍ରଦାନ

କେନ୍ଦ୍ରାପଡା ୫/୯- ପବିତ୍ର ଗୁରୁ ଦିବସ ଅ୍ୱସରରେ ଜିଲ୍ଳାରେ ଭିନ୍ନକ୍ଷମଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ "ପୁନର୍ବାସ’ ତରଫରୁ ନିଜର...