ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ୩୧/୧ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠର ୬୭ତମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ହେମନ୍ତ କୁମାର ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି…

ସଡକ ସୁରକ୍ଷା ମାସ-୨୦୨୫ ଉଦ୍‌ଯାପନୀ ଉତ୍ସବ

କେନ୍ଦ୍ରାପଡା,୩୧ା୧: କେନ୍ଦ୍ରାପଡା ଜିଲ୍ଲା ସଡକ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ଜାନୁଆରୀ ୧ ତାରିଖଠାରୁ ଆରମ୍ଭ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ କେନ୍ଦ୍ରାପଡା ମୁନିସିପାଲଟି ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ…

କେନ୍ଦ୍ରାପଡା ପଞ୍ଚାୟତ ସମିତି ବୈଠକ , ଉନ୍ନୟନ କାର୍ଯ୍ୟକୁ ନେଇ ତୁମ୍ଭି ତୋଫାନ

କେନ୍ଦ୍ରାପଡ଼ା,୩୧ା୧: କେନ୍ଦ୍ରାପଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସମିତିର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ପୈାରହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କୈାଣସି ସୂଚନା ନ ମିଳିବାରୁ ବୈଠକରେ କେତେକ ସଦସ୍ୟ…

ନାବାଳିକାକୁ ଅପହରଣ, ବଳାତ୍କାର ମାମଲା. ଆସାମୀକୁ ଜେଲ ଦଣ୍ଡ , ପୀଡ଼ିତାକୁ ୭ ଲକ୍ଷ କ୍ଷତିପୂରଣ

କେନ୍ଦ୍ରାପଡ଼ା,୩୧ା୧: କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଜଣେ ନାବାଳିକା ବଳାତ୍କାର ମାମଲାର ବିଚାର କରି ଆସାମୀ କିରଣ ଦାସକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଆସାମୀକୁ…

ପଟ୍ଟାମୁଣ୍ଡାଇ କୋର୍ଟରେ ଆଇନ ସଚେତନତା ଶିବିର

ପଟ୍ଟାମୁଣ୍ଡାଇ ୩୦/୧କଳ୍ପତରୁ ନାୟକ- ସୁପ୍ରିମ କୋର୍ଟଙ୍କ ରାୟକୁ ଇଂରାଜୀ ଭାଷା ବଦଳରେ ଆଂଚଳିକ ଭାଷାରେ ଅନୁବାଦ କରିବା ସମ୍ପର୍କରେ ତାଳୁକ ଆଇନ ସେବା ସମିତି ପକ୍ଷରୁ ଏକ ସଚେତନତା ଶିବିର ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ…

ପ୍ରେମିକଙ୍କ ସହିତ ବିଭା ହେବlକୁ ଥିବା କନ୍ୟାକୁ ବିଷ ଦେଲେ ପ୍ରେମିକା!

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଂଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ନିଜର ପ୍ରେମିକ ସହିତ ବିଭା ହେବାକୁ ଥିବା ଜନୈକା କନ୍ୟାକୁ ପ୍ରେମିକା ବିବାହିତା ମହିଳା ଜଣକ ବିଷ ଦେଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି ।…

“ଦୁହିତା” ଉନ୍ମୋଚନ ଓ କବିତା ପାଠ ଉତ୍ସବ

ପଟ୍ଟାମୁଣ୍ଡାଇ ତା ୩୦/୧-ଓଡ଼ିଆ ଭାଷାର ଅସ୍ମିତା ସମ୍ପର୍କରେ ଆଲୋଚନାଚକ୍ର, ପତ୍ରିକା “ଦୁହିତା” ଉନ୍ମୋଚନ ଓ ମନୋଜ୍ଞ କବିତା ପାଠ ଉତ୍ସବ କଥାକାର ପ୍ରଫେସର ଡ଼ ନୀଳମଣି ଲେଙ୍କାଙ୍କ ପୌରହିତ୍ୟରେ ବଡ଼ମୋହନପୁର ଠାରେ ଅନୁଷ୍ଠିତ ହୋଇଯାଇଛି । କବି ଡା ମନୋରଞ୍ଜନ ଦାଶ…

ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଲିଗମ୍ୟାଚ

କେନ୍ଦ୍ରାପଡା,୨୯ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଲିଗ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ…

ସଂଗ୍ରାମୀ ଦୁଃଖିଶ୍ୟାମ ଜେନାଙ୍କ ସ୍ମ୍ରୁତି ଚାରଣ ସଭା

କେନ୍ଦ୍ରାପଡ଼ା, ୨୯ା୧: ସ୍ୱାଧିନତା ସଂଗ୍ରାମୀ ସ୍ମ୍ରୁତି ସଂସଦ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୁଃଖିଶ୍ୟାମ ଜେନାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସଂଗ୍ରାମୀଙ୍କ ସ୍ମ୍ରୁତି ଚାରଣ ଓ ସମ୍ବର୍ଦ୍ଧନା ସଭା ବଗଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବୀନ୍ଦ୍ର ପ୍ରସାଦ…

କନ୍ଧା ଚାଷୀଙ୍କ ମହାସମାବେଶ , ହକ୍ ପାଇଁ ଚାଷୀ ହେଲେ ଏକ 

କେନ୍ଦ୍ରାପଡ଼ା, ୨୯ା୧ : ରାମଚଣ୍ଡି କୃଷକ ସଭା ଓ ଅଖିଳ ଭାରତ କୃଷକ ସଭାର ମିଳିତ ଡାକରାରେ ଗୋପ ଛକ ଠାରୁ ଏକବିଶାଳ କୃଷକ ଶୋଭାଯାତ୍ରା, ସାଥି ନିରଞ୍ଜନ ଦାଶ, ସାଥି ବିଚିତ୍ର ମଲ୍ଲ, ସାଥି ସୁବାଷ ମହାପାତ୍ର, ସାଥି ଶୋହାନା…

କେନ୍ଦ୍ରାପଡା ପାଲାଗାୟକ ପରିଷଦ ନୂତନ କର୍ମକର୍ତ୍ତାଙ୍କ ଶପଥପାଠ

କେନ୍ଦ୍ରାପଡା,୨୯ା୧: କେନ୍ଦ୍ରାପଡା ଶାଖାର ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ବାର୍ଷିକ ଉତ୍ସବ ରାଣୀପୋଖରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କୁ ବୁଧବାର ତିନିମୁହାଣୀ ରାମମନ୍ଦିରଠାରେ ପାଲାଗାୟକ ପର୍ଶୁରାମ ପଣ୍ଡାଙ୍କ ସଭାପତିତ୍ୱରେ ଶପଥ ଗ୍ରହଣ ଉତ୍ସବ…

ବଜ୍ରମହାକାଳୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

କେନ୍ଦ୍ରାପଡା,୨୯ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତ ଜରିଆବାଡସ୍ଥିତ ବଜ୍ର ମହାକାଳୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ରାଜ୍ୟ ଆଲୋଚନାଚକ୍ର

ପଟ୍ଟାମୁଣ୍ଡାଇ ୨୯/୧-ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ଓ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପକ…

ପଟ୍ଟାମୁଣ୍ଡାଇ କଲେଜ ଆଇକ୍ୟୁଏସି କର୍ମଶାଳା

ପଟ୍ଟାମୁଣ୍ଡାଇ ୨୯/୧- ପଟ୍ଟାମୁଣ୍ଡାଇ କଲେଜ ଆଇକ୍ୟୁଏସି ଆନୁକୂଲ୍ୟରେ ଏନଭାରମେଂଟ ଏଂଟରପେନିଓରସିପ ଆଣ୍ଡ ଇଣ୍ଡଷ୍ଟ୍ରି ଇନ ଦ କଂଟେଟ ଅଫ ଏନଇପି-୨୦୨୦ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପକ ସୁଭାଶିଷ ମିଶ୍ରଙ୍କ…

ଅବକାରୀ ବିଭାଗର ଚଢାଉ , ମଦ ସହ ଜଣେ ଗିରଫ

ପଟ୍ଟାମୁଣ୍ଡାଇ ୨୮/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବାଲିପଡା ଗ୍ରାମରେ ଜଣଙ୍କ ଘରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ମଦ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାମରେ ଏକ…

କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦ ଉତ୍ସବ

କେନ୍ଦ୍ରାପଡ଼ା,୨୮ା୧: କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦ ତରଫରୁ ଆୟୋଜିତ କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ପର୍ବ ଓ ନାଟ୍ୟ ଉତ୍ସବ ପରିଷଦର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ଚଣ୍ଡିଆ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବି…

ବଡପଡା ସରପଂଚ ଉପନିର୍ବାଚନ ; ୬୫.୦୩ ପ୍ରତିଶତ ମତଦାନ, ଭୋଟ ବାକ୍ସରେ ୩ ପ୍ରାର୍ଥୀଙ୍କ ଭାଗ୍ୟ

ପଟ୍ଟାମୁଣ୍ଡାଇ ୨୮।୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତରେ ସରପଂଚ ପଦ ନିମନ୍ତେ ମଙ୍ଗଳବାର ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ବେଳେ ଏଥିରେ ୬୫.୦୩ ପ୍ରତିଶତ ମତଦାନ ହୋଇଛି । ୩ ପ୍ରାର୍ଥୀଙ୍କ ଭାଗ୍ୟ ଏବେ…

ଯୁଗରୂପା ବିଦ୍ୟା ଭବନର ସୁବର୍ଣ୍ଣ ଜୟନ୍ତୀର ପ୍ରସ୍ତୁତି

କେନ୍ଦ୍ରାପଡା,୨୮ା୧: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ପଞ୍ଚାୟତସ୍ଥିତ ପୁରାତନ ଶିକ୍ଷାନୁଷ୍ଠାନ ଯୁଗରୂପା ବିଦ୍ୟା ଭବନର ସୁବର୍ଣ୍ଣ ଜୟନ୍ତୀ ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ପ୍ରଭାସ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଂସଦର ସମ୍ପାଦକ ଭାସ୍କର…

କେନ୍ଦ୍ରାପଡା ମହାବିଦ୍ୟାଳୟ “ଇତିହାସ” ବିଭାଗରେ ଆଲୋଚନା ଚକ୍ର

କେନ୍ଦ୍ରାପଡା,୨୭ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧିଭବନରେ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ତୁଷାରକାନ୍ତି ଭୂୟାଁଙ୍କ ସଭାପତିତ୍ୱରେ “ଭାରତରେ ଜାତୀୟତାବାଦୀ ଆନ୍ଦୋଳନର ଉତ୍ପତ୍ତି” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପାନରେ ବିଷୟ ବିଶାରଦ ଭାବରେ…

ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ

କେନ୍ଦ୍ରାପଡା,୨୮ା୧: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ…

ଜବର ଦଖଲରେ କନିକା ରାଜ ଚାରିଟେବୁଲଟ୍ରଷ୍ଟ ଜମି ଜିଲ୍ଲାପାଳଙ୍କୁ ଭେଟିଲେ ରାଜା ଶିବେନ୍ଦ୍ର ନାରାୟଣ

କେନ୍ଦ୍ରାପଡା,୨୮ା୧: ଜବର ଦଖଲରେ ରହିଛି କନିକା ରାଜାଙ୍କ ଜମି। କେତେକ ଦୁର୍ବୁତ୍ତ ରାଜାଙ୍କ ସମ୍ପତ୍ତିକୁ ଜବରଦଖଲ କରିଛନ୍ତି। ଏହି ଜବରଦଖଲକୁ ରାଜାଙ୍କ ପରିବାର ବିରୋଧ କଲେ ସେମାନଙ୍କୁ ମରଣାନ୍ତକ ଆକ୍ରମଣର ଧମକ ଦିଆଯାଉଛି। ଏନେଇ ଥାନାରେ ଅଭିଯୋଗ କଲେ ପୋଲିସ ଅଭିଯୁକ୍ତମାନଙ୍କ…

ଉଦ୍‌ଯାପନ ହେଲା ଏସଓଏସ ଗ୍ରୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସର ନବାଗତ ମହୋତ୍ସବ

କେନ୍ଦ୍ରାପଡ଼ା,୨୭ା୧: ଏସଓଏସ ଗ୍ରୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଦୁଇ ଦିନିଆ ନବାଗତ ସ୍ୱାଗତ ମହୋତ୍ସବର ଉଦ୍‌ଯାପନୀ ହୋଇଯାଇଛି । ଏହି ଉଦ୍‌ଯାପନୀ ଦିବସରେ ତୁଳସୀ ଏଏନଏମ ଓ ଜିଏନଏମ ଟ୍ରେନିଂ ସେଣ୍ଟରର ଏଏନଏମ, ଜିଏନଏମ ଓ…

ଦେଶପ୍ରେମୀ ସୃଷ୍ଟି ହେବା ପାଇଁ ଶିକ୍ଷାନୁଷ୍ଠାନମାନେ ତତ୍ପର ହେବା ଦରକାର

କେନ୍ଦ୍ରାପଡ଼ା,୨୭ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସୁଜାନଗରସ୍ଥିତ ଶୀବାୟ ଟ୍ୟୁଟୋରିଆଲ୍‌ସର ଛାତ୍ରଛାତ୍ରୀମାନେ ସାଧାରଣତନ୍ତ୍ର ଦିବସ ଓ ଅନୁଷ୍ଠାନର ୧୪ତମ ବାର୍ଷିକ ଉତ୍ସବ ପାଳନ କରିଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ…

କେନ୍ଦ୍ରାପଡ଼ାର ସ୍ୱର-କାଲି ଓ ଆଜିର

କେନ୍ଦ୍ରାପଡା ୨୭/୧୨ – ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ୍ୱାରୋ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ କେନ୍ଦ୍ରାପଡ଼ାର ସ୍ୱର – କାଲି ଓ ଆଜିର ଶୀର୍ଷକ ଅଭିନବ ସଙ୍ଗୀତ…