kanika odisha

ରଥଦାଣ୍ଡରେ ଯୁବ କଂଗ୍ରେସର ସେବା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ୨୪/୭ : କେନ୍ଦ୍ରାପଡା-ପବିତ୍ର ବାହୁଡା ଯାତ୍ରା ଅବସରରେ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ବଳ ଦେବଜୀୟୁଙ୍କ ବଡ ଦାଣ୍ଡରେ ବାହୁଡା ଯାତ୍ରାରେ ଯୋଗ...

ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ପରଲୋକ , ସରକାରୀ ସମ୍ମାନ ସହ ଗାର୍ଡ ଅଫ ଅନର ପ୍ରଦାନ

କେନ୍ଦ୍ରାପଡ଼ା,୨୪ା୭:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ପୂର୍ବତନ ସଭାପତି ବିମ୍ବାଧର ମୁଦୁଲିଙ୍କ ଆଜି...

ଭିଜିଲାନ୍ସ ଜାଲରେ ଆରଆଇ

କେନ୍ଦ୍ରାପଡ଼ା,୨୪ା୭:ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ରାଜସ୍ୱ ନୀରିକ୍ଷକ। ଏକ ମ୍ୟୁଟେସନ କେଶରେ ରିପୋର୍ଟ ପ୍ରଦାନ ନିମନ୍ତେ ଆର.ଇ. ୫ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

ଜମଧର ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡା୨୩ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଦୁହୁରିଆ ବିଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ନଡିଆ ଗଛର ଚାରା ରୋପଣ କାର୍ଯ୍ୟକ୍ରମ...

ଦଳିତ ମହିଳା ଖାଉଟି ସାମଗ୍ରୀରୁ ବଞ୍ଚିତ

କେନ୍ଦ୍ରାପଡ଼ା,୨୩ା୭:ଜଣେ ଦଳିତ ବର୍ଗର ମହିଳାଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରୁ ବଞ୍ଚିତ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ ବାରିମୂଳ...

ଅଳପୁଆ – ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ରେନକଟ ଯୋଗାଯୋଗ ବିଛିନ୍ନ ସମ୍ଭାବନା!

ପଟ୍ଟାମୁଣ୍ଡାଇ ତା ୨୩/୭- ପଟ୍ଟାମୁଣ୍ଡାଇ (ନରେନ୍ଦ୍ର ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଦେଇ ଯାଇଥିବା ଅଳପୁଆ-ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ସୃଷ୍ଟି ହୋଇଛି ଗଭୀର ରେନକଟ।...

ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତିଲେ ସ୍କୁଲ ପିଲା

 ଖଡିଅଂଟା ବାତ୍ୟା ଆଶ୍ରୟସ୍ଥଳୀ    ପଟ୍ଟାମୁଣ୍ଡାଇ ୨୩/୭ -ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଖଡିଅଂଟା ସ୍କୁଲ ନିକଟରେ ଥିବା ବିପଦପୂର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀରେ ଗୁରୁବାର ସକାଳେ ଏକ ବଡ଼...

ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା,୨୩ା୭:ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ କରାଯାଇଛି।...

ନିଟ ପ୍ରସଙ୍ଗ ଓ ଛାତ୍ରଛାତ୍ରୀଙ୍କ ଉପରେ କଥିତ ପୋଲିସଆର ଜୁଲମକୁ ନେଇ କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡ଼ା ୨୩/୭ : ନିଟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ହୋଇଥିବା ପ୍ରତିବାଦ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ କଥିତ ପୋଲିସ ଆକ୍ରମଣ ଏବଂ ଲୋକସଭାର ବିରୋଧୀ ଦଳ ନେତା...

ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,୨୨ା୭:ପାରାଦୀପସ୍ଥିତ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଷ୍ଟେଟବ୍ୟାଙ୍କ ପେନସନର୍ସମାନଙ୍କ ସମସ୍ୟା ସମାଧାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।...

ଜମଧର ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିଳମ୍ବିତ ଉପସ୍ଥିତି ନେଇ ଗ୍ରାମବାସୀଙ୍କ ଅଭିଯୋଗ

କେନ୍ଦ୍ରାପଡ଼ା,୨୨/୭ - କେନ୍ଦ୍ରାପଡ଼ା ଜିଲ୍ଲା ଜମଧର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଦିନ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ କରି ଗ୍ରାମବାସୀମାନେ...

ସରକାରୀ ଓ ବେସରକାରୀ ସଂସ୍ଥାରେ ଇଂଟରନାଲ କମ୍ପେ୍ଲନ କମିଟି ଗଠନ ବାଧ୍ୟତାମୂଳକ

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ଶିବିର   ପଟ୍ଟାମୁଣ୍ଡାଇ ୨୧/୭ - ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ କୋର୍ଟ...

ଚିନ୍ତାମଣି ଗୁରୁଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା ଚକ୍ର

କେନ୍ଦ୍ରାପଡା୨୧ା୭: ମଧୁସାଗର ଆବାସିକ ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ୱର୍ଗତ ଚିନ୍ତାମଣି ଗୁରୁଜୀଙ୍କ ପ୍ରିୟ ଛାତ୍ର ତଥା ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଶିକ୍ଷକ ନେତା ଭ୍ରମର ରାଉତଙ୍କ...

ଶେଷ ହୋଇଛି ୨୦୨୬ ହେରାପଞ୍ଚମୀ ରଙ୍ଗୋଲି ପ୍ରତିଯୋଗିତା

କେନ୍ଦ୍ରାପଡ଼ା ୨୧/୭: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମାଉସୀ ମା ମନ୍ଦିର ପରିସରରେ ହେରାପଞ୍ଚମୀ ଉପଲକ୍ଷେ ସମିର ଟିଭି ଏସ୍ ଏବଂ ଚକ୍ରବ୍ୟୁହ...

କେନ୍ଦ୍ରାପଡା କଲେଜର ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ପ୍ରାଧ୍ୟାପକ ଚିତ୍ତରଞ୍ଜନ ଦାସ

କେନ୍ଦ୍ରାପଡ଼ା,୨୧ା୭:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଛନ୍ତି ପ୍ରାଧ୍ୟାପକ ଚିତ୍ତରଞ୍ଜନ ଦାସ। ପ୍ରାଧ୍ୟାପକ ଦାସ କଟକ ଜିଲ୍ଲା କୁଆଁପାଳସ୍ଥିତ ଜବାହରଲାଲ ନେହେରୁ ଡିଗ୍ରୀ କଲେଜର ଅଧ୍ୟକ୍ଷ...

ଆଡପ ମଣ୍ଡପକୁ ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି , ବର୍ଷକ ପରେ ଭକ୍ତ ପାଇଲେ ଆଡପ ଅଭଢା

କେନ୍ଦ୍ରାପଡ଼ା,୨୧ା୭:ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀବଳଦେବଜୀଉ ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ଯାତ୍ରାରେ ବହାରି ମାଉସୀ ମା’ ଆଡ଼ପ ମଣ୍ଡପରେ ବିଜେ...

ଭାଗବତ ସପ୍ତାହ ପାରାୟଣ କଲେ ମଣିଷ ଜୀବନ ସୁଦୃଢ ହୁଏ

କେନ୍ଦ୍ରାପଡ଼ା,୨୧ା୭:ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଜଗନ୍ନାଥ ମନ୍ଦିରରେ ଭାଗବତ ସପ୍ତାହ ପାରାୟଣକୁ ଉଦଘାଟନ କରି କହିଲେ ଭାଗବତ ମହାପୁରାଣ...

ଶ୍ରୀବଳଦେବଜୀୟୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୧ା୭: କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ପବିତ୍ର ବାହୁଡା ରଥଯାତ୍ରା ନିମନ୍ତେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଶ୍ରୀଜୀୟୁଙ୍କ ଯାତ୍ରୀ ନିବାସ ସଭାଗୃହରେ...

ନିର୍ମାଣାଧୀନ ନୂତନ ସବଡିଭିଜନ ହସ୍ପିଟାଲରୁ ଜବରଦଖଲ ଉଛେଦ

ପଟ୍ଟାମୁଣ୍ଡାଇ ୨୦/୭ - ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ କଷଣଅଂଟା ଥରେ ୫୫କୋଟି ଟଙ୍କା ବ୍ୟୟରେ ନୂତନ ସବଡିଭିଜନ ହସ୍ପିଟାଲ ଗୃହ ନିର୍ମାଣ ଚାଲିଛି । ଆଗାମୀ...

ସାନଜରିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ଦିବସ

  ପଟ୍ଟାମୁଣ୍ଡାଇ ୨୦/୭ - ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଅଧୀନରେ ଥିବା ସାନଜରିଆ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ଦିବସ ଓ...

ଗୌର ପ୍ରସାଦ ଷଢଙ୍ଗୀ ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ

ପଟ୍ଟାମୁଣ୍ଡାଇ ୨୦/୭\ ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ ଭାବେ କେନ୍ଦ୍ରାପଡ଼ା କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ବରିଷ୍ଠ ପ୍ରାଧ୍ୟାପକ ଗୌର ପ୍ରସାଦ ଷଢଙ୍ଗୀ ବିଦାୟୀ ଅଧ୍ୟକ୍ଷ କ୍ୟାପଟେନ...

ଅଯୋଧ୍ୟା ରାମ ମନ୍ଦିରରେ ଦାନ ଭେଟି ଚୋରି , କାର୍ଯ୍ୟାନୁଷ୍ଠାନ ଦାବି କଲା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ

କେନ୍ଦ୍ରାପଡା୨୦ା୭: ରାମ ମନ୍ଦିର ନାମରେ ରାଜନୀତି କରି ସରକାରକୁ ଆସିଥିବା ବିଜେପି ଦଳର ସମର୍ଥକ ତଥା ଆରଏସ୍‌ଏସ୍ ସଦସ୍ୟ ରାମ ମନ୍ଦିର ଦାନ ବା ଭେଟିକୁ ଚୋରି...

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପ୍ରତିଯୋଗୀଙ୍କ ସଫଳତା.

କେନ୍ଦ୍ରାପଡ଼ା, ୨୦/୭- କଟକସ୍ଥିତ ଚୌଧୁରୀ ବଜାରର କଳିଙ୍ଗ ଜିମନାସିୟମ୍‌ଠାରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଦୁଇଦିନିଆ ୩୨ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।...

କେନ୍ଦ୍ରାପଡା କଲେଜ ଇଂରାଜୀ ବିଭାଗକୁ ବିଧାୟକଙ୍କ ପୁସ୍ତକ ଦାନ

କେନ୍ଦ୍ରାପଡ଼ା,୨୦ା୭:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପାଠାଗାରକୁ କେନ୍ଦ୍ରାପଡା ବିଧାୟକ ତଥା ଇଂରାଜୀ ବିଭାଗର ପୁରାତନ ଛାତ୍ର ଗଣେଶ୍ୱର ବେହେରା ପୁସ୍ତକ ଓ କମ୍ପ୍ୟୁଟର ପ୍ରଦାନ କରିଛନ୍ତି।...