ନବକୃଷ୍ଣ ଚୈାଧୁରୀଙ୍କ ଶ୍ରାଦ୍ଧଦିବସ ପାଳନ କଲା ଜନଶକ୍ତି ପାର୍ଟି

କେନ୍ଦ୍ରାପଡ଼ା, ୨୫ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ହନୁମାନଜୀଉ ମନ୍ଦିର ନିକଟରେ ଜନଶକ୍ତି ପାର୍ଟି ପକ୍ଷରୁ ନବକୃଷ୍ଣ ଚୈାଧୁରୀଙ୍କ ଶ୍ରାଦ୍ଧଦିବସ ଅବସରରେ ବରିଷ୍ଠ ଆଇନଜୀବୀ ତଥା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଟିତ ହୋଇଯାଇଛି…

ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ଶିବିର ଉଦ୍‌ଯାପିତ

କେନ୍ଦ୍ରାପଡା,୨୫/୬: କେନ୍ଦ୍ରାପଡାସ୍ଥିତ ଶ୍ୟାମଗୁଡିଆ ନିକଟସ୍ଥ ବିଜୁ ପଟ୍ଟନାୟକ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ମଧ୍ୟରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ…

ପଟ୍ଟାମୁଣ୍ଡାଇ ବ୍ଲକରେ ଦୁଇ ବିଧାୟକ ସମୀକ୍ଷା ବୈଠକ ପାନୀୟଜଳ ସୁଧାର ଓ ଜନକଲ୍ୟାଣ ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ତାଗିଦ

କେନ୍ଦ୍ରାପଡ଼ା  ଓ ରାଜନଗର ବିଧାନସଭା ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକର ୩୧ (କେନ୍ଦ୍ରାପଡ଼ା -୧୨ ଓ ରାଜନଗର-୧୯) ପଂଚାୟତରେ ପାନୀୟଜଳ ସମସ୍ୟା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଓ…

ସହଭାଗିତା ବ୍ୟବସାୟ ନାଁ ରେ ଠକାମୀର ଶିକାର ହେଲେ ଯୁବକ , ଶେଷରେ ବନ୍ଧା ହେଇ କୋର୍ଟ ଚାଲଣ ହେଲେ  ସ୍ୱାମୀ ସ୍ତ୍ରୀ

କେନ୍ଦ୍ରାପଡ଼ା,୨୩ା୬: ।  କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ବଛରାଇ ଗାଁ ର ମଣିଭୂଷଣ ପରିଡାଙ୍କ ପୁଅ ସନ୍ତୋଷ କୁମାର ପରିଡା ଜଣେ ମେଡ଼ିସିନ ଡିଷ୍ଟ୍ରିବୁଟର ଭାବେ କାମ କରନ୍ତି । ସେ ବିଭିନ୍ନ କମ୍ପାନୀର ଔଷଧ ଓଡିଶା ବାହାରୁ ଆଣି…

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ମୋଦି ସରକାର ପୁଣି ଚାଷୀଙ୍କୁ ପ୍ରତାରିତ କଲେ- ଓଡିଶା କୃଷକ ସଭା

କେନ୍ଦ୍ରାପଡା, ୨୧ା୬: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌. ଏସ୍ . ପି )ବାବଦରେ କୃଷକମାନଙ୍କୁ ଏଥର ମଧ୍ୟ ପ୍ରତାରଣା କଲା କେନ୍ଦ୍ରର ମୋଦୀ ସରକାର । ଚାଷର ପ୍ରକୃତ ଖର୍ଚ୍ଚକୁ ଆଢୁଆଳରେ ରଖି ଗତ ବୁଧବାର (୧୯-୦୬-୨୦୨୪) ଦିନ କେନ୍ଦ୍ର…

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୪୬ପ୍ରତିଶତ, ଅଂଶୁମାନୀ ସାହୁ କଲେଜ ଟପ୍ପର

କେନ୍ଦ୍ରାପଡା, ୨୧ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ +୩ କଳା ବିଭାଗର ଭୂଗୋଳ ସମ୍ମାନ ଛାତ୍ରୀ ଅଂଶୁମାନୀ ସାହୁ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି ବାଣିଜ୍ୟ ସମ୍ମାନ…

ଆକ୍ସନ ମୋଡ଼ରେ ରାଜନଗର ବିଧାୟକ – ସ୍ୱଚ୍ଛତାର ସହିତ ଟେଣ୍ଡର ହୋଇଥିବା ସମସ୍ତ ପ୍ରକଳ୍ପ ଶେଷ କରିବାକୁ ତାଗିଦ

ପଟ୍ଟାମୁଣ୍ଡାଇ ୨୧/୬ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ରାଜନଗର ବିଧାୟକ ଧ୍ରୁବ ସାହୁ ଶପଥ ଗ୍ରହଣ ପରେ ପରେ ଆକ୍ସନ ମୋଡ଼ରେ ଆସିଯାଇଛନ୍ତି । ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଓ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନିଜର ସମସ୍ତ…

ଜିଲ୍ଲା ମାଟ୍ରିକ ଟପ୍ପରଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ

କେନ୍ଦ୍ରାପଡ଼ା, ୨୦ା୬: ରାଜ୍ୟର ଏକ ପ୍ରମୁଖ ସ୍ୱେଛାସେବୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ମାଟ୍ରିକ ଟପ୍ପର ହୋଇଥିବା ତଥା ଜିଲ୍ଲାରେ ସର୍ବୋଚ…

ଗଡ଼ମେକର ରଜ ମଉଜ

ପଟ୍ଟାମୁଣ୍ଡାଇ ତା ୧୯/୬-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୂଳବସନ୍ତ ନସିପୁରସ୍ଥିତ ଗୋପାଳ ଦାଶ ସ୍ମାରକୀ ଭବନରେ ରଜ ମଉଜ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦେଶକ ଗୁରୁ ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ରଜ ମଉଜ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ବିଧାୟକ…

ବ୍ଲକ ସ୍ତରୀୟ ବିପର୍ଯୟ ପୂର୍ବ ପ୍ରସ୍ତୁତି ମକ ଡ୍ରିଲ

ପଟ୍ଟାମୁଣ୍ଡାଇ ୧୯/୬-ରାଜ୍ୟ ବିପର୍ଯୟ ପ୍ରଶମନ କତୃପକ୍ଷଙ୍କ ନିର୍ଦେଶ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ବିପର୍ଯୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଓ ମକ ଡ୍ରିଲ ୧୦ଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷଣ ସମ୍ପାଦକ ଅନନ୍ତ କରଙ୍କ…

୩ୟ ବାର୍ଷିକୀ ପାରଲ ମହାନ୍ତି ମେମୋରିଆଲ ଟୁର୍ଣ୍ଣାମେଣ୍ଟ

କେନ୍ଦ୍ରାପଡା, ୧୮/୬: କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ସମାଜସେବୀ ପାରଲ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାରମ୍ପରିକ ରଜ ଉତ୍ସବ ଅବସରରେ ୩ୟ ବାର୍ଷିକୀ ପାରଲ ମହାନ୍ତି ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଭରତପୁର ଉ.ପ୍ରା ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

ଗଣକବି ଗୋପାଳ ଦାଶଙ୍କ ୧୪୮ତମ ଜୟନ୍ତୀ ମହୋତ୍ସବ

କେନ୍ଦ୍ରାପଡା , ୧୮/୬: ପବିତ୍ର ରଜ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଲସିଂହା ଠାରେ ଓଡିଆ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ୍‌, କାଳଜୟୀ କିମ୍ବଦନ୍ତୀ କଳାକାର, ତତ୍କାଳୀନ ବଙ୍ଗ- ବିହାର- ଓଡିଶା ପ୍ରସିଦ୍ଧ ଗଣକବି ଗୋପାଳ ଦାଶଙ୍କ ୧୪୮ତମ ପୂଣ୍ୟ…

ଘରବାରି ପଟ୍ଟା ହଜିଛି

କେନ୍ଦ୍ରାପଡ଼ା, ୧୬ା୬: କେନ୍ଦ୍ରାପଡା ସହର ବଡହାଟ ଗ୍ରାମର ଲଳିତ କୁମାର ସାହୁଙ୍କ ପୁତ୍ର ସଞ୍ଜୟ କୁମାର ସାହୁ ଗତ ମେ ମାସ ୨୨ ତାରିଖ ଦିନ ତାଙ୍କର ଦୁତିଆଳ ମୌଜାରେ ଥିବା ଓରିଜିନାଲ ଖତିୟାନ ହଜିଯାଇଛି । ଘଟଣାରୁ ପ୍ରକାଶ ଯେ…

ରଜ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଗଣେଶ୍ୱରଙ୍କ ରଜ ମାହାତ୍ମ୍ୟରେ ଦର୍ଶନ ବିଭୋର

  କେନ୍ଦ୍ରାପଡା, ୧୬/୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର ପରିସରରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ ବାଗ୍‌ଦେବୀ କଳାମନ୍ଦିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ-୨୦୨୪ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ…

ପ୍ରାକ୍ତନ ସେନା କର୍ମଚାରୀଙ୍କୁ ଛୁରାମାଡ

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଧିନ ସାନଅଢଙ୍ଗା ଗ୍ରାମ ସନ୍ନିକଟସ୍ଥ ଏକ ମଦ କାଉଁଟର ପାଖରେ ଜଣେ ପ୍ରାକ୍ତନ ସେନା କର୍ମଚାରୀ ପ୍ରମୋଦ ରାଉତଙ୍କୁ ଆଜି ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛୁରା ମାଡ଼ରେ ପ୍ରମୋଦଙ୍କ ବାମପଟ ଛାତିରେ ଗଭୀର…

ପ୍ରିୟଶ୍ଳୋକ ଆର୍ଯ୍ୟ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ , ଭିନ୍ନକ୍ଷମ ଓ ଅସହାୟଙ୍କୁ ଆର୍ଥିକ ସହାୟତା

କେନ୍ଦ୍ରାପଡ଼ା, ୮ା୬: କେନ୍ଦ୍ରାପଡା ଜିଲ୍ଲା ପ୍ରିୟଶ୍ଳୋକ ଆର୍ଯ୍ୟ ଫାଉଣ୍ଡେସନ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଆଜି ଶନିବାର ଦିନ କେଶପୁର ବଜାରଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଆଇନଜୀବୀ ଲଳିତେନ୍ଦୁ ପଣ୍ଡା ସଭା ପରିଚାଳନା କରିବା ସହିତ ଅତିଥି ପରିଚୟ…

ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କ ବିପୁଳ ବିଜୟ

କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ରାଜନଗରରେ ବିଜେଡି ପ୍ରାର୍ଥୀ ପ୍ରଭାବଶାଳୀ ଯୁବନେତା ଧ୍ରୁବ ସାହୁ ବିପୁଳ ବିଜୟ ହାସଲ କରି ନିଜର ନିକଟମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଲଳିତ ବେହେରାଙ୍କୁ ୧୮ ହଜାର ୨୪୧ଭୋଟ ବ୍ୟବଧାନରେ ପରାସ୍ତ କରି…

କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, ୨୮ା୫: ନିଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀଙ୍କ ସଭାପତିତ୍ୱରେ କଜଳାସ୍ଥିତ କଂଗ୍ରେସ ଭବନରେ କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ହମିଦ୍…

ପୁନର୍ବାସରେ ଭିନ୍ନକ୍ଷମ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

କେନ୍ଦ୍ରାପଡା, ୨୧/୫: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ସହଯୋଗିତାରେ ମାଧପୁରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ କେନ୍ଦ୍ରରେ ଥେରାପି ଗ୍ରହଣ କରୁଥିବା ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିନ ଇନ୍ଦୁପୁର…

ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ

କେନ୍ଦ୍ରାପଡ଼ା, ୮/୫: କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡ଼ା ସହରସ୍ଥିତ ଦ ଡେଷ୍ଟିନେସନ କାକଟଠାରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡ଼ା ବିଧାନସଭା ସଂଯୋଜକ ଉପିନ ରାଉତଙ୍କ ସଂଯୋଜନାରେ କେନ୍ଦ୍ରାପଡ଼ା ନଗରର…

ଓଡିଆ ପୁଅ ବିଜେପିର ମୁଖ୍ୟମନ୍ତ୍ରୀ ହବ : ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, ୭ା୫: ବିଗତ ୨୫ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଦୁର୍ନୀତିରେ ବୁଡିରହିଛି । ରାଜ୍ୟରେ ଯେଭଳି ବିକାଶ ହେବା କଥା ତାହା ହୋଇନାହିଁ । ଚଳିତ ନିର୍ବାଚନ ପରେ ଓଡିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଜଣେ ଓଡିଆ ହେବେ…

ରାଜନଗର ନିର୍ବାଚନ ମଣ୍ଡଳୀ ;  ହାତ ଧରି ପାରନ୍ତି ଅଲେଖ !

ପଟ୍ଟାମୁଣ୍ଡାଇ ୧୬/୪ କଳ୍ପତରୁ ନାୟକ -ଉପକୂଳ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଚଳିତ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି । ବିଜୁ ଜନତା ଦଳ ବର୍ତମାନ ବିଧାୟକ ଧ୍ରୁବ ସାହୁଙ୍କୁ ଚଳିତ ନିର୍ବାଚନ ପାଇଁ ପୁଣିଥରେ…

ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : କଂଗ୍ରେସର ଗ୍ୟାରେଣ୍ଟି- ସୁଖି ଓଡିଶା ସମୃଦ୍ଧ ଓଡିଶା

କେନ୍ଦ୍ରାପଡ଼ା, ୨୩ା୩: ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର…

ମାର୍ଚ୍ଚ ୫ରେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣେଶ୍ୱର

କେନ୍ଦ୍ରାପଡ଼ା,୨ା୩: ଆସନ୍ତା ମାର୍ଚ୍ଚ ୫ ତାରିଖ ଦୈତାରୀ-ପାରାଦ୍ୱୀପ ଜାତୀୟ ରାଜପଥର ୮ ଲେନ୍ ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସ୍ୱାଗତ କରିବା ସହ କେନ୍ଦ୍ରାପଡାବାସୀଙ୍କୁ ରେଳସେବା ଯୋଗାଇ ଦେବାକୁ ଦାବି…