ପଟ୍ଟାମୁଣ୍ଡାଇ ଅଂଚଳରେ କ୍ରମାଗତ ଭାବେ ହ୍ରାସ ପାଉଛି ଚାଷଜମି,କିସମ ପରିବର୍ତନ ହୋଇ ହେଉଛି ଘରବାଡି

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ହଜାର ହଜାର ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତନ ହୋଇ ଘରବାଡି ହୋଇ କୃଷିକ୍ଷେତ ହ୍ରାସ ପାଇଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ…

୧୧ଦଫା ଦାବି ନେଇ କଳା ସଂସ୍କୃତି ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଂଘର କଳାକାରମାନେ ୧୧ଦଫା ଦାବିପୂରଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା, କମ୍ପ୍ୟୁଟର ଉପରେ ଜ୍ଞାନଥିବା ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦିଆଯିବା, ସ୍ୱାଧୀନତା ଦିବସ ଓ…

ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟି କେନ୍ଦ୍ରାପଡା

କେନ୍ଦ୍ରାପଡା ୬/୮- କେନ୍ଦ୍ରାପଡା ରାଜନୀତିର ପିତାମହ ଭୀଷ୍ମ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ତାଙ୍କର ଆଦର୍ଶରେ ଏବଂ ତାଙ୍କର ସ୍ମୃତିକୁ ମନେପକାଇବା ପାଇଁ ଗଠିତ ହୋଇଥିବା ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟିର ତୃତୀୟ ବୈଠକ ଗରାପୁର ଡାକବଙ୍ଗଳାଠାରେ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ ମହାନ୍ତିଙ୍କ…

କେନ୍ଦ୍ରାପଡା ବାଲିଯାତ୍ରା-୨୦୨୩ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା ୬ା୮: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୩ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାଲିଯାତ୍ରା କମିଟିର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ୨୦୨୨ ମସିହା ବାଲିଯାତ୍ରା ସଫଳ ହୋଇଥିବା ସମସ୍ତ ସଭ୍ୟ/ସଭ୍ୟାମାନଙ୍କୁ ଏହି ବୈଠକରେ ଧନ୍ୟବାଦ…

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ କରକମଳରେ ପୁସ୍ତକ ଲୋକାର୍ପଣ

କେନ୍ଦ୍ରାପଡା ୬/୮- ଓଡିଶା ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ କରକମଳରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳଙ୍କ ଦ୍ୱିତୀୟ କବିତା ସଂକଳନ “କବିତା କଲ୍ଲୋଳ” ଏବଂ କାର୍ଯ୍ୟକାରୀ…

ଚିତ୍ରଶିଳ୍ପୀ ଗୈାରବ ସମ୍ମାନ- ୨୦୨୩

କେନ୍ଦ୍ରାପଡ଼ା,୬ା୮ : କେନ୍ଦ୍ରାପଡା ଜିଲ୍ଲା ଚିତ୍ରଶିଳ୍ପୀ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଚିତ୍ରଶିଳ୍ପୀ ଗୈାରବ ସମ୍ମାନ- ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ନଙ୍ଗୁଳି ଚରଣ ବେହେରାଙ୍କ ପୈାରହିତ୍ୟରେ ଓ ବରିଷ୍ଠ ଚିତ୍ରଶିଳ୍ପୀ ଅଜୟ…

ଅଗଷ୍ଟ ୯ରେ ୪୮୮ ସଂଘର କ୍ରାନ୍ତି ସମାବେଶ ଡାକରା

କେନ୍ଦ୍ରାପଡା ଜିଲ୍ଲା ୪୮୮ ବର୍ଗ ଅନୁଦାନ ପ୍ରାପ୍ତ ଅଧ୍ୟାପକ କର୍ମଚାରୀଙ୍କର ଏକ ଜରୁରୀ ପ୍ରସ୍ତୁତି ବୈଠକ ସଂଘର ସଭାପତି ରବି ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୯ କ୍ରାନ୍ତି ଦିବସରେ ଏକ ମହାସମାବେଶ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି…

ପଟ୍ଟାମୁଣ୍ଡାଇ ଓଷ୍ଟା ତରଫରୁ ବ୍ଲକ କନଭେନସନ

ପଟ୍ଟାମୁଣ୍ଡାଇ ୫-୮-ପଟ୍ଟାମୁଣ୍ଡାଇ ବ୍ଲକ ବୋଧ ଗାଁ ଶ୍ରୀ ଶ୍ରୀ ପାଗଳ ବାବା ବାଳିକା ବିଦ୍ୟାଳୟ ପରିସରରେ ରାଜ୍ୟର ଅଗ୍ରଣୀ ଶିକ୍ଷା ସଂଗଠନ ଓଷ୍ଟା ତରଫରୁ ଶୁକ୍ରବାର ବ୍ଲକସ୍ତରୀୟ କନଭେସନ ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟାର ସଭାପତି ବିଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ବ୍ରାହ୍ମଣୀରେ ପ୍ରଥମ ବନ୍ୟା । ପଟ୍ଟାମୁଣ୍ଡାଇ ଧୋୟା ଅଂଚଳ ବନ୍ୟାବିତ୍ପାତ ସାଙ୍ଗକୁ କୁମ୍ଭୀର ଆତଙ୍କରେ ଥରହର !

ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ  ସଚେତନତା ଅଭାବରୁ ବ୍ୟାପକ ଫସଲ ହାନୀ ପଟ୍ଟାମୁଣ୍ଡାଇ ୪ା୮-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟା ଅଂଚଳ ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରହ୍ମଣୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ଗୁରୁବାର ରାତିରେ ବିପଦ ସଙ୍କେତ…

ଛୋଟଛୋଟ ପଥରକୁ ଭସାଇ ନେଉଛି ସ୍ରୋତ: ତଟ ଅସୁରକ୍ଷିତ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର  ହଂସୁଆ ନଦୀର କୂଳରୁ ଶନିବାର ଦିନ ଅତଡା ଧସିବା ଆରମ୍ଭ ହୋଇଥିଲା । ରବିବାର ମଧ୍ୟାହ୍ନରେ ପ୍ରାୟ ୧୫୦ପୂଟରୁ ଉର୍ଦ୍ଧ୍ୱ ବଡ ଅତଡା ଧସିବା ଫଳରେ ନଦୀଧାରକୁ ଚାଲି ଆସିଛି । ସୋମବାର, ମଙ୍ଗଳବାର ଓ…

ପ୍ଲାଷ୍ଟିକ୍‌ମୁକ୍ତ ଭାରତ ସ୍ଲୋଗାନ ପ୍ରହସନ ,ପୌରାଂଚଳର ବିଭିନ୍ନ ଜାଗାରେ ପଡିଛି ପ୍ଲାଷ୍ଟିକ,ପଲିଥିନ ଓ ଥର୍ମକୁଲ

ଦେଶକୁ ଆବର୍ଜନାମୁକ୍ତ କରିବାକୁ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ପରିବେଶକୁ ଦୂଷିତ କରୁଥିବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନମୁକ୍ତ କରିବା ପାଇଁ ସରକାର ଆଇନ ପ୍ରଣୟନ କରିବା ସହ ଜନସଚେତନତା ସୃଷ୍ଟି କରୁଛନ୍ତି ।…

ଅନ୍ୱେଷଣ ଖବରର ପ୍ରଭାବ , ପଟ୍ଟାମୁଣ୍ଡାଇ ପୌରାଂଚଳରେ ବୁଲା ଗାଇଗୋରୁ ଧରା ଅଭିଯାନ ଜୋରଦାର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳର ବୁଲା ଗାଇଗୋରୁମାନେ ଇତସ୍ତତ ଭାବେ ଚାରିଆଡେ ବିଚରଣ କରିବା ନେଇ ଅନ୍ୱେଷଣ ପୋଟାଲରେ ଗତ ୨୫ ଜୁଲାଇରେ ଖବର ପ୍ରଶାରଣ ପରେ ପୌରପରିଷଦ ପକ୍ଷରୁ ବୁଲା ଗାଇଗୋରୁଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇ…

ପୋତିହୋଇଯିବ ପଟ୍ଟାମୁଣ୍ଡାଇ କେନାଲ, ଚାଲିଛି ନୂତନ ବାଇପାସ ରାସ୍ତା ନିର୍ମାଣ

                ପଡୁଛି ପଙ୍କୁଆମାଟି                 ଦୋହରା ଖସି ଶଯ୍ୟା ପୋତିହେଉଛି                 ଜଳସେଚନରେ ବାଧା ଅଶଙ୍କା କଟକ ଜଗତପୁର ଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଅଳଭା ଓ ଗଣ୍ଡାକିଆ ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ…

ଉପଭୋକ୍ତାବାଦୀ ସମାଜରେ ସମ୍ପର୍କ ଉପରେ ଭାରିପଡୁଛି ବଜାରବାଦ

ଆଜିର ଉପଭୋକ୍ତାବାଦୀ ସମାଜରେ ସବୁ ବସ୍ତୁ ବିକ୍ରୀ ହୋଇପାରିବ ଓ ବିକ୍ରୀ ହୋଇପାରୁଛି । କୁହାଯାଏ ଯେ ବଜାରର କୌଣସି ନିଜସ୍ୱ ନିୟମ ନାହିଁ । ଏଣୁ ସବୁ ଜିନିଷ ଏପରିକି ମଣିଷର ଭାବନା ଏବଂ ସମ୍ପର୍କ ମଧ୍ୟ ଉପଭୋଗର ବସ୍ତୁ…

ମାର୍ଶାଘାଇରେ ଗୁଳିମାଡ,ଠିକାଦାରଙ୍କ ସୁପରଭାଜର ଗୁରୁତର

କେନ୍ଦ୍ରାପଡ଼ା,୨୯ା୭: ମାର୍ଶାଘାଇ ଅଞ୍ଚଳରେ ଦୁର୍ବୁତ୍ତ ଜନୈକ ଠିକାଦାରୀ ସଂସ୍ଥାର ସୁପରଭାଇଜର ଉପରକୁ ଗୁଳିମାଡ କରିଛନ୍ତି । ଆହାତ ଯୁବକ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛି । ଏହି ଘଟଣା ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଘଟିଥିବା…

ब्रुहस्पति बार रात को मगरमच्छ ने नदि को खींच लियाथा, लापता युबक का सिर नदी में तैरता हुआ मिला

 

ଧୋୟାଂଚଳରେ ପୁଣି କୁମ୍ଭୀର ଆକ୍ରମଣ, ଜଣେ ନିଖୋଜ, ଅଂଚଳବାସୀ ଆତଙ୍କିତ : ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଝାମ୍ପି ନେଲା କୁମ୍ଭୀର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ଘାଗରାଡିଆ ଗ୍ରାମର ଜନୈକ ବୃଦ୍ଧଙ୍କୁ ନିକଟରେ ଆକ୍ରମଣ କରି ମାରିଦେବା ଘଟଣା ଲୋକଙ୍କ ମନରୁ ନଲିନଥିବା ବେଳେ ପୁଣି ଆଜି ରାତି ୮ ଟା ସମୟରେ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା କୂଳସାହି ଗ୍ରାମର…

ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ ହେଉ :ଜନଶକ୍ତି ପାର୍ଟି

ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ସ୍କୁଲ କଲେଜ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୋଲିସ ଦମକଳ ଆଦି ବିଭିନ୍ନବର୍ଗର କର୍ମଚାରୀଙ୍କ ପାଇଁ ୟୁନିଫର୍ମ ପ୍ରଚଳନ କରିଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ ନଥିବାରୁ ବହୁ ସମୟରେ…

କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ଆର୍‌ବି ଏସ୍‌କେ ଆୟୁଷ ଡାକ୍ତର

କେନ୍ଦ୍ରାପଡ଼ା ୨୫/୭: ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌ବି ଏସ୍‌କେ)ର ଆୟୁସ ଡାକ୍ତର ମାନେ ନିଜର ନାର୍ଯ୍ୟ ଦାବି ପାଇଁ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡାରେ ନିୟୋଜିତ ଆୟୁସ ଡାକ୍ତର ମାନେ କଳା ବ୍ୟାଜ…

ମୌଳିକ ସମସ୍ୟା ସମାଧାନ ଦାବୀ ନେଇ ରାସ୍ତାରୋକ

ପଟ୍ଟାମୁଣ୍ଡାଇ ୨୫ା୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତର ୧୫ନମ୍ବର ୱାର୍ଡର ବାସିନ୍ଦାମାନେ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବୀରେ ଆଜି ପଟ୍ଟାମୁଣ୍ଡାଇ ରାଜନଗର ନଦୀବନ୍ଧ ରାସ୍ତାର ନିମପୂର୍‌-ପୋଖରୀସାହି ନିକଟରେ ରାସ୍ତାରୋକ କରିଥିଲେ । ୧୫ ନମ୍ବର ୱାର୍ଡ ଦୀର୍ଘଦିନ ହେଲା ସମ୍ପୂର୍ଣ୍ଣ…

ପଟ୍ଟାମୁଣ୍ଡାଇ ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା – ୨୦୨୩

ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ନିଯୁକ୍ତି ଓ ଆତ୍ମନିଯୁକ୍ତି ଉପଯୋଗୀ କରିବା ପାଇଁ ପ୍ରତି ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା ଆୟୋଜନ କରୁଛନ୍ତି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ନିଯୁକ୍ତି…

ମଣିପୁର ଠାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ପ୍ରତିବାଦ

କେନ୍ଦ୍ରାପଡ଼ା ୨୫/୭: କେନ୍ଦ୍ରାପଡାର ଆମ୍ବେଦକର ଲୋହିଆ ବିଚାରମଞ୍ଚ ମହିଳା ଶାଖା ତରଫରୁ ମଣିପୁର ରାଜ୍ୟରେ ଯେପରି ୨ଜଣ ମହିଳାଙ୍କୁ ଦୁଷ୍କର୍ମ କରି ରାଜରାସ୍ତାରେ ଶୋଭାଯାତ୍ରାରେ ଚଲାଇବା ଭଳି ଲଜ୍ୟାଜନକ ଘଟଣା ବିରୋଧରେ ଏକ ପ୍ରତିବାଦ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ…

ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପିଟିପିଟି ହତ୍ୟା

କେନ୍ଦ୍ରପଡା ୨୫ା୭ ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଖବର ମିଳିଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର…

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଆୟକର ଦିବସ

କେନ୍ଦ୍ରାପଡ଼ା,୨୫ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଆୟକର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଚାଟାର୍ଡ ଆକାଉଁଟାଣ୍ଟ ମନୋଜିତ ଦାସ ମୁଖ୍ୟ ଅତିଥି…