କେନ୍ଦ୍ରାପଡାରୁ ଆରଏମଏସ ସେବା ଉଛେଦ ନକରିବାକୁ ସାଂସଦଙ୍କୁ ଦାବିପତ୍ର
କେନ୍ଦ୍ରାପଡା, ୭ା୧: କେନ୍ଦ୍ରାପଡା ଜିଲ୍ଲାରୁ ରେଳବାଇ ଡାକସେବା ଉଛେଦ ନକରିବା ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡାକସେବା କାର୍ଯ୍ୟାଳୟର କର୍ମଚାରୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା […]
