ରାସ୍ତା ତିଆରି କାମ ଚାଲିଛି କେନାଲ ପୋତି ହେବାରେ ଲାଗିଛି । ଶହ ଶହ ଚାଷ ଜମିକୁ ପାଣି ଯିବାରେ ବ୍ୟାଘ୍ରାତ ଘଟୁଛି । ନୂତନ ରାସ୍ତା ତିଆରି ନାଁରେ ପଙ୍କ ମାଟି ବ୍ୟବହାର ହୋଇ ଦୋହରା ଖସି କେନାଲ ପୋତି ହୋଇଚାଲିଛି । କୃଷକଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ଢୋଲ ପିଟୁଛନ୍ତି । କିନ୍ତୁ ଯେଉଁ କେନାଲ ପାଣି ଦ୍ୱାରା ଚାଷୀ ଚାଷ କାର୍ଯ୍ୟ […]
featured
ପଟ୍ଟାମୁଣ୍ଡାଇ ୧୦୮-ଆଗାମୀ ସ୍ୱାଧୀନତା ଦିବସକୁ ସମାରୋହରେ ପାଳନ କରିବା ସହିତ କୃତି ପ୍ରତିଭାମାନଙ୍କୁ ଚୟନ କରିବା ପାଇଁ ବକ୍ତୃତା, ଚିତ୍ରାଙ୍କନ, ସାଧାରଣଜ୍ଞାନ ପ୍ରତିଯୋଗିତା ଏମଏନ ହାଇସ୍କୁଲ ପରିସରରେ କରାଯାଇଥିଲା । ଏଥିରେ ଜାତୀୟଦିବସ ପାଳନ କମିଟି ସଦସ୍ୟ ପ୍ରଫେସର ଦୁର୍ଯ୍ୟୋଧନ ପରିଡା, କାଉନସିଲର ଗୋପୀବଲ୍ଲଭ ନାୟକ, ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ, ଶିକ୍ଷାବିତ ବିଜୟ ସାହୁ, ଚିତ୍ରଶିଳ୍ପୀ ସଂଜୀବ କର, ରାଜେନ୍ଦ୍ର ଦାଶ, ପ୍ରମୋଦ ସାହୁ, ସଞ୍ଜୟ ତ୍ରିପାଠୀ ଓ ସନ୍ତୋଷ […]
ପଟ୍ଟାମୁଣ୍ଡାଇ ୧୦ା୮-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡାଙ୍କ ପୌରହିତ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବାଳିକା ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ଉଷାରାଣୀ କର,ସବଡିଭିଜନ ହସ୍ପିଟାଲ ପିଏଚଇଓ ନୃସିଂହ ଚରଣ ଦାସ ଓ ବିପିଏମ ପ୍ରଶାନ୍ତ କୁମାର ଜେନା […]
ପଟ୍ଟାମୁଣ୍ଡାଇ ୧୦.୮-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୪ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଜ୍ଞାନ ମିଶନ ପକ୍ଷରୁ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ୱାମୀ ସୁଗିତାନନ୍ଦ ଗିରିଙ୍କ ସଂଯୋଜନାରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୟଭାସ୍କର ବାନପ୍ରସ୍ଥି,ଧ୍ୟାନମନ୍ଦିର ପରିଚାଳନା କମିଟି ସଦସ୍ୟ ଗୋପୀନାଥ କର, ଦୁଷ୍ମନ୍ତ ସାହୁ, ପାବନୀ ରାଉତ, ରମାଦେବୀ କଲେଜ ନିର୍ଦେଶକ […]
କେନ୍ଦ୍ରାପଡ଼ା,୧୦ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ନବ ନିର୍ମିତ ଏକାଡେମିକ ବିଲଡିଂ ଗୁରୁବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂତନ ଏକାଡେମିକ ବିଲଡିଂର ଶୁଭ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଏକାଡେମିକ ବିଲଡିଂ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ […]
କେନ୍ଦ୍ରାପଡ଼ା,୧୦ା୮ : ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଙ୍ଘ ଓ ଜାତୀୟ ଗ୍ରାମୀଣ ଡାକ ସେବକ ସଙ୍ଘର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ମଣ୍ଡଳ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବସୀୟ ଧାରଣା ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ପକ୍ଷରୁ ୯ଦଫା ଦାବିରେ ସଙ୍ଘର ସମ୍ପାଦକ ବିଜୟ କିଶୋର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣା କାର୍ଯ୍ୟକ୍ରମରେ ସଭାପତି ନରେନ୍ଦ୍ର କିଶୋର ତ୍ରିପାଠୀ, ଉପସଭାପତି ଶରତ ଚନ୍ଦ୍ର ହାତୀ, କୋଷାଧ୍ୟକ୍ଷ […]
କେନ୍ଦ୍ରାପଡ଼ା,୧୦ା୮ : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ତଥା ଆଦର୍ଶ ସର୍ବ ପ୍ରଥମ ମହିଳା ଉଚ୍ଚଶିକ୍ଷା ଅନୁଷ୍ଠାନ ତୁଳସୀ ମହିଳା ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଜାଣିଲେ ଜିଣିବା ଏବଂ ପ୍ରତିଯୋଗୀତା ପ୍ରତିଷ୍ଠା ଆଣିଦିଏ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା […]
କେନ୍ଦ୍ରାପଡ଼ା,୧୦ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସୁଶ୍ରୀ ନିବେଦିତା ପ୍ରଧାନଙ୍କର ଆଜି ଅପରାହ୍ନରେ ୬୦ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର କେନ୍ଦ୍ରାପଡାରେ ପହଞ୍ଚିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ତାଙ୍କ ପିତା ସ୍ୱର୍ଗତ ନୃସିଂହ ଚରଣ ପ୍ରଧାନ କେନ୍ଦ୍ରାପଡା ସରକାରୀ […]
କେନ୍ଦ୍ରାପଡ଼ା, ୮ା୮ : କେନ୍ଦ୍ରାପଡା ଗୋବରୀ କେନାଲ ସମେତ ଅନ୍ୟ ମୁଖ୍ୟ କେନାଲ ଗୁଡିକରେ ଚାଷକାର୍ଯ୍ୟ ନିମନ୍ତେ ପାଣି ଛଡାଯିବାକୁ ନେଇ କେନ୍ଦ୍ରାପଡା ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡୁଳୀଠାରେ ଭରପୁର ପାଣି ସତ୍ୱେ ଆବଶ୍ୟକୀୟ ପାଣି କେନାଲ ଗୁଡିକରେ ଆସିପାରୁନାହିଁ । ଯାହାଦ୍ୱାରା ଚାଷ କାର୍ଯ୍ୟ ବର୍ଷା ଅଭାବରୁ ଜଳସେଚୀତ ଅଂଚଳ ଗୁଡିକ ଭିଷଣ ଭାବେ କ୍ଷତିଗ୍ରସ୍ତ ହେଉଛି […]
କେନ୍ଦ୍ରାପଡ଼ା,୯ା୮ : କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ଅଗଷ୍ଟ କ୍ରାନ୍ତୀ ଦିବସ ଅବସରରେ ଐତିହାସିକ ଗାନ୍ଧୀ ପଦଯାତ୍ରା ସ୍ମାରକୀ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ୧୯୩୪ମସିହା ମଇମାସ ୨୭ତାରିଖରେ ବିଶ୍ୱମାନବ ମହାତ୍ମାଗାନ୍ଧୀ ତାଙ୍କ ପଦଯାତ୍ରା ସମୟରେ ଏକ ବିରାଟ ଜନ ସମାବେଶରେ ଦେଶର ସ୍ୱାଧୀନତା ପାଇଁ ଆହ୍ୱାନ ଦେଇଥିଲେ । ଏହି ପବିତ୍ର ଦିବସକୁ ସ୍ମରଣ ରଖିବା ଉଦେଶ୍ୟରେ ତିନିମୁହାଣି ଛକରେ ସ୍ଥାପନ କରାଯାଇଥିବା ମହାତ୍ମାଗାନ୍ଧୀଙ୍କ ଦାଣ୍ଡିଯାତ୍ରା ସମୟର ମୂର୍ତ୍ତି […]
କେନ୍ଦ୍ରାପଡ଼ା ୯/୮- ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକଙ୍କ ନେତୃତ୍ୱରେ ହଜାର ହଜାର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଧାରଣାରେ ବସିଥିଲେ । ଶିକ୍ଷକ ମାନଙ୍କର ଦାବି ଗୁଡିକ ହେଉଛି ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା,ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟଳୟ ଶିକ୍ଷକ, ଶିକ୍ଷିକା ଓ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ଏହି ପଂଚାୟତର ସମିତିସଭ୍ୟା ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଆସନକୁ ହାତେଇବା ପାଇଁ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ପୁରାଦମ ଲଗାଇ ଦେଇଥିଲେ । ଶାସକ ବିଜେଡି ପକ୍ଷରୁ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମଦନପୁର ବନ୍ୟା ଘେରିବନ୍ଧ ରାସ୍ତା ମଦନପୁର କଟ୍ ରେ ବୃକ୍ଷରୋପଣ କରାଯାଇଛି । ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନର ମୁଖ୍ୟ ସୁଦର୍ଶନ ଗୋପିନାଥ ଯାଦବ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ବିଶିଷ୍ଟ ପରିବେଶବିତ ଗୋପବନ୍ଧୁ ନାୟକ, ପ୍ରକୃତିବନ୍ଧୁ ଗାଳ୍ପିକ ପ୍ରଦୀପ ନାୟକ, ଶିବ ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବର, ଅଶ୍ୱସ୍ତ, ନିମ୍ବ ଆଦି […]
केंद्रापड़ा जिले पट्टामुंन्डाइ दिहुदीपुर समितिसभ्य का जनमत संग्रह रात । दिहुदीपुरवासी बरसात की सुबह से मतदान करेंगे. बुधवार को सुबह सात बजे से दोपहर एक बजे तक मतदान होगा. इसीलिए प्रसासन अंतिम तैयारी करचूके है. पोलिंग पाटी बूथ पहुंचकर मतदान का रिहर्सल किया. आज आधी रात में वोट खरीदने पर […]
केंन्द्रापड़ा सदरथाना पुलिस ने मुख्य डकैत मिर्जामेहबूब बेग को गिरफ्तार कर लिया. उनके नाम पर 12 से अधिक मामले हैं। सदरथाना पुलिस ने उसे कल उस समय गिरफ्तार किया जब वह ठाकुरपटना के मिर्जापटना गांव में डकैती करने जा रहा था । आज उस पर अदालत में पेसकिया गया. सदर […]
କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ସଦରଥାନା ପୋଲିସ ମୁଖ୍ୟାତ ଡକାୟତ ମିର୍ଜାମେହେବୁବ ବେଗକୁ ଗିରଫ କରି କୋଟଚାଲାଣ କରିଛି । ତା ନାମରେ ୧୨ରୁ ଅଧିକ ମାମଲା ଅଛି । ଗତକାଲି ସେ ଠାକୁରପାଟଣାର ମିର୍ଜାପାଟଣା ଗ୍ରାମରେ ଡକାୟତି କରିବାକୁ ଯାଉଥିବା ଅବସ୍ଥାରେ ସଦରଥାନା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ମେହେବୁବ ପାଟକୁରାରେ ୨ଟି, ବଡଚଣା ୨ଟି, କେନ୍ଦ୍ରାପଡା ସଦରଥାନା ଅଞ୍ଚଳରେ ୭ରୁ ଉର୍ଦ୍ଧ ମାମଲା […]
केंद्रापड़ा जिला डेराबिश गोस्टीस्वास्थ्य केंद्र में 4 विशेषज्ञ डक्टर पद एवं 6 एमबीबीएस पद भरने की मांग को लेकर प्रदेश भाजपा प्रवक्ता तेजेश्वर परिडा के नेतृत्व में भाजपा कार्यकर्ताओं, सामाजिक कार्यकर्ताओं एवं बुद्धिजीवियों ने जिला मुख्य हस्पताल कार्यालय परिसर में धारना दिया. विशेषज्ञ एवं अन्य चिकित्सकों के पद खाली होने […]
କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବିଶେଷଜ୍ଞ ଡାକ୍ତର ପଦବୀ ଓ ୬ ଜଣ ଏମ୍.ବି.ବି.ଏସ୍ ପଦବୀ ପୂରଣ ନିମନ୍ତେ ରାଜ୍ୟ ଭଜପା ମୁଖପାତ୍ର ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଭାଜପା କର୍ମି, ସମାଜସେବୀ ଓ ବୁଦ୍ଧିମାନେ ମୁହଁରେ କଳାପଟି ବାନ୍ଧି ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । ବିଶେଷଜ୍ଞ ଓ ଅନ୍ୟ ଡାକ୍ତର ପଦବୀ ଖାଲି ପଡିଥିବାରୁ ସ୍ୱାସ୍ଥ୍ୟସେବାରେ ଡେରାବିଶ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ,ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ପ୍ରାଧ୍ୟାପକ ରଂଜିତ ସେନାପତି କ୍ୟାପଟେନ ମନୋଜ ପରିଡା, ଓକିଲ ସଂଘ ସଭାପତି ତପନ ମିଶ୍ର ଆଲମୁନି ସମ୍ପାଦକ ଗୋପୀନାଥ ତ୍ରିପାଠୀ, ପରିବେଶବିତ ବିଜୟ କବି, ଚିତ୍ରଶିଳ୍ପୀ ସଂଘ ସଭାପତି ସଂଜୀବ କର ଓ […]
କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଲୋକନାଥପୁର ଗ୍ରାମର ନଅ ବର୍ଷର ବାଳକ ରବିବାର ସନ୍ଧ୍ୟାରେ ବିଦ୍ୟୁତ୍ ଖୁଂଟରେ ନିର୍ମିତ ପୋଲରୁ ଖସିପଡ଼ିବା ପରେ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ହେମନ୍ତ ଜେନାଙ୍କ ପୁଅ ନାମ ଅଭିନ୍ନ ଜେନା ବୋଲି ଜଣାପଡିଛି । ପ୍ରକାଶ ଯେ ତୃତୀୟ ଶ୍ରେଣୀର ଛାତ୍ର ଅଭିନ୍ନ ରବିବାର ସନ୍ଧ୍ୟାରେ ବିସ୍କୁଟ କିଣିବାକୁ ଗାଁ ବଜାରକୁ ଯାଇଥିଲେ । ଗୋବରୀ […]
କେନ୍ଦ୍ରାପଡ଼ା ତା.୭/୭: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଦେଶରେ ଅମୃତ କାଳ ଚାଲି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ତରଫରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ଦେଶର ପ୍ରତି ପଂଚାୟତ ଓ ନଗରାଞ୍ଚଳର ସମସ୍ତ ୱାର୍ଡରେ ଥିବା ଦଳ ତରଫରୁ ସମସ୍ତ ସହିଦ ପରିବାର ସହିତ ସମ୍ପର୍କ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେହି […]
କେନ୍ଦ୍ରାପଡା ୭/୮- ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ଉକ୍ତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ […]
୧୮ ତାରିଖରୁ ସମୂହ ଛୁଟି ପଟ୍ଟାମୁଣ୍ଡାଇ ୭ା୮-ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରାମାଂଚଳ ବିକାଶ ଯୋଜନାକୁ ପଂଚାୟତ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବାରେ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀ ପୂରଣ ଦିଗରେ ଉଦାସୀନତା ପ୍ରଦର୍ଶନ କରୁଥିବାରୁ ପିଇଓ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ପିଇଓ ସଂଘ ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ପିଇଓ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ହଜାର ହଜାର ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତନ ହୋଇ ଘରବାଡି ହୋଇ କୃଷିକ୍ଷେତ ହ୍ରାସ ପାଇଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଚାଷଜମି ୨ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି । ଫଳରେ ଚାଷୀ ଜୀବିକା ହରାଇବାର ସମ୍ଭାବନା ସୃଷ୍ଟି […]