କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ଏହି ପଂଚାୟତର ସମିତିସଭ୍ୟା ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଆସନକୁ ହାତେଇବା ପାଇଁ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ପୁରାଦମ ଲଗାଇ ଦେଇଥିଲେ । ଶାସକ ବିଜେଡି ପକ୍ଷରୁ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମଦନପୁର ବନ୍ୟା ଘେରିବନ୍ଧ ରାସ୍ତା ମଦନପୁର କଟ୍ ରେ ବୃକ୍ଷରୋପଣ କରାଯାଇଛି । ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନର ମୁଖ୍ୟ ସୁଦର୍ଶନ ଗୋପିନାଥ ଯାଦବ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ବିଶିଷ୍ଟ ପରିବେଶବିତ ଗୋପବନ୍ଧୁ ନାୟକ, ପ୍ରକୃତିବନ୍ଧୁ ଗାଳ୍ପିକ ପ୍ରଦୀପ ନାୟକ, ଶିବ ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବର, ଅଶ୍ୱସ୍ତ, ନିମ୍ବ ଆଦି […]

केंद्रापड़ा जिले पट्टामुंन्डाइ दिहुदीपुर समितिसभ्य का जनमत संग्रह रात । दिहुदीपुरवासी बरसात की सुबह से मतदान करेंगे. बुधवार को सुबह सात बजे से दोपहर एक बजे तक मतदान होगा. इसीलिए प्रसासन अंतिम तैयारी करचूके है. पोलिंग पाटी बूथ पहुंचकर मतदान का रिहर्सल किया. आज आधी रात में वोट खरीदने पर […]

केंन्द्रापड़ा सदरथाना पुलिस ने मुख्य डकैत मिर्जामेहबूब बेग को गिरफ्तार कर लिया. उनके नाम पर 12 से अधिक मामले हैं। सदरथाना पुलिस ने उसे कल उस समय गिरफ्तार किया जब वह ठाकुरपटना के मिर्जापटना गांव में डकैती करने जा रहा था । आज उस पर अदालत में पेसकिया गया. सदर […]

କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ସଦରଥାନା ପୋଲିସ ମୁଖ୍ୟାତ ଡକାୟତ ମିର୍ଜାମେହେବୁବ ବେଗକୁ ଗିରଫ କରି କୋଟଚାଲାଣ କରିଛି । ତା ନାମରେ ୧୨ରୁ ଅଧିକ ମାମଲା ଅଛି । ଗତକାଲି ସେ ଠାକୁରପାଟଣାର ମିର୍ଜାପାଟଣା ଗ୍ରାମରେ ଡକାୟତି କରିବାକୁ ଯାଉଥିବା ଅବସ୍ଥାରେ ସଦରଥାନା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ମେହେବୁବ ପାଟକୁରାରେ ୨ଟି, ବଡଚଣା ୨ଟି, କେନ୍ଦ୍ରାପଡା ସଦରଥାନା ଅଞ୍ଚଳରେ ୭ରୁ ଉର୍ଦ୍ଧ ମାମଲା […]

केंद्रापड़ा जिला डेराबिश गोस्टीस्वास्थ्य केंद्र में 4 विशेषज्ञ डक्टर पद एवं 6 एमबीबीएस पद भरने की मांग को लेकर प्रदेश भाजपा प्रवक्ता तेजेश्वर परिडा के नेतृत्व में भाजपा कार्यकर्ताओं, सामाजिक कार्यकर्ताओं एवं बुद्धिजीवियों ने जिला मुख्य हस्पताल कार्यालय परिसर में धारना दिया. विशेषज्ञ एवं अन्य चिकित्सकों के पद खाली होने […]

କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବିଶେଷଜ୍ଞ ଡାକ୍ତର ପଦବୀ ଓ ୬ ଜଣ ଏମ୍‌.ବି.ବି.ଏସ୍ ପଦବୀ ପୂରଣ ନିମନ୍ତେ ରାଜ୍ୟ ଭଜପା ମୁଖପାତ୍ର ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଭାଜପା କର୍ମି, ସମାଜସେବୀ ଓ ବୁଦ୍ଧିମାନେ ମୁହଁରେ କଳାପଟି ବାନ୍ଧି ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । ବିଶେଷଜ୍ଞ ଓ ଅନ୍ୟ ଡାକ୍ତର ପଦବୀ ଖାଲି ପଡିଥିବାରୁ ସ୍ୱାସ୍ଥ୍ୟସେବାରେ ଡେରାବିଶ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ,ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ପ୍ରାଧ୍ୟାପକ ରଂଜିତ ସେନାପତି କ୍ୟାପଟେନ ମନୋଜ ପରିଡା, ଓକିଲ ସଂଘ ସଭାପତି ତପନ ମିଶ୍ର ଆଲମୁନି ସମ୍ପାଦକ ଗୋପୀନାଥ ତ୍ରିପାଠୀ, ପରିବେଶବିତ ବିଜୟ କବି, ଚିତ୍ରଶିଳ୍ପୀ ସଂଘ ସଭାପତି ସଂଜୀବ କର ଓ […]

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଲୋକନାଥପୁର ଗ୍ରାମର ନଅ ବର୍ଷର ବାଳକ ରବିବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଖୁଂଟରେ ନିର୍ମିତ ପୋଲରୁ ଖସିପଡ଼ିବା ପରେ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ହେମନ୍ତ ଜେନାଙ୍କ ପୁଅ ନାମ ଅଭିନ୍ନ ଜେନା ବୋଲି ଜଣାପଡିଛି । ପ୍ରକାଶ ଯେ ତୃତୀୟ ଶ୍ରେଣୀର ଛାତ୍ର ଅଭିନ୍ନ ରବିବାର ସନ୍ଧ୍ୟାରେ ବିସ୍କୁଟ କିଣିବାକୁ ଗାଁ ବଜାରକୁ ଯାଇଥିଲେ । ଗୋବରୀ […]

2018 से 2023 के बीच केंद्रपाड़ा जिले पट्टामुंन्डाइ क्षेत्र में लगभग हजार हजार हेक्टेर कृषि भूमि में परिवर्तित हो कर कृषि क्षेत्र कम होती जारही है। अगर इसी तरह से कृषि भूमि की संख्या घटती गई, तो अनुमान है कि 2 दशकों के भीतर पट्टामुंन्डाइ क्षेत्र में कृषि भूमि समाप्त […]

କେନ୍ଦ୍ରାପଡ଼ା ତା.୭/୭: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଦେଶରେ ଅମୃତ କାଳ ଚାଲି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ତରଫରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ଦେଶର ପ୍ରତି ପଂଚାୟତ ଓ ନଗରାଞ୍ଚଳର ସମସ୍ତ ୱାର୍ଡରେ ଥିବା ଦଳ ତରଫରୁ ସମସ୍ତ ସହିଦ ପରିବାର ସହିତ ସମ୍ପର୍କ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେହି […]

କେନ୍ଦ୍ରାପଡା ୭/୮- ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ଉକ୍ତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ […]

     ୧୮ ତାରିଖରୁ ସମୂହ ଛୁଟି ପଟ୍ଟାମୁଣ୍ଡାଇ ୭ା୮-ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରାମାଂଚଳ ବିକାଶ ଯୋଜନାକୁ ପଂଚାୟତ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବାରେ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀ ପୂରଣ ଦିଗରେ ଉଦାସୀନତା ପ୍ରଦର୍ଶନ କରୁଥିବାରୁ ପିଇଓ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ପିଇଓ ସଂଘ ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ପିଇଓ […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ହଜାର ହଜାର ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତନ ହୋଇ ଘରବାଡି ହୋଇ କୃଷିକ୍ଷେତ ହ୍ରାସ ପାଇଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଚାଷଜମି ୨ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି । ଫଳରେ ଚାଷୀ ଜୀବିକା ହରାଇବାର ସମ୍ଭାବନା ସୃଷ୍ଟି […]

କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଂଘର କଳାକାରମାନେ ୧୧ଦଫା ଦାବିପୂରଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା, କମ୍ପ୍ୟୁଟର ଉପରେ ଜ୍ଞାନଥିବା ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦିଆଯିବା, ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଜଣେ ଲେଖାଏଁ ବରିଷ୍ଠ ନାଗରିକ କଲାକାରମାନଙ୍କୁ ସରକାରୀ ସ୍ତରରେ ସମ୍ବର୍ଦ୍ଧନା ଦିଆଯିବା, କଳାକରମାନଙ୍କ ବକେୟା ସାତ/ଆଠ ମାସର ଭତ୍ତା ପ୍ରଦାନ କରିବା, ମୁଖ୍ୟମନ୍ତ୍ରୀ କଳାକାର […]

କେନ୍ଦ୍ରାପଡା ୬/୮- କେନ୍ଦ୍ରାପଡା ରାଜନୀତିର ପିତାମହ ଭୀଷ୍ମ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ତାଙ୍କର ଆଦର୍ଶରେ ଏବଂ ତାଙ୍କର ସ୍ମୃତିକୁ ମନେପକାଇବା ପାଇଁ ଗଠିତ ହୋଇଥିବା ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟିର ତୃତୀୟ ବୈଠକ ଗରାପୁର ଡାକବଙ୍ଗଳାଠାରେ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଅଗାମୀ ଦିନରେ ବେଦୁ ଭାଇଙ୍କର ଏକ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ସହରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଏହି ସଭାରେ ଆଲୋଚନା କରାଯାଇଥିଲା । […]

କେନ୍ଦ୍ରାପଡ଼ା ୬ା୮: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୩ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାଲିଯାତ୍ରା କମିଟିର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ୨୦୨୨ ମସିହା ବାଲିଯାତ୍ରା ସଫଳ ହୋଇଥିବା ସମସ୍ତ ସଭ୍ୟ/ସଭ୍ୟାମାନଙ୍କୁ ଏହି ବୈଠକରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏଥିରେ ୨୦୨୨ ମସିହା ବାଲିଯାତ୍ରା ମହୋତ୍ସବର ଆଂଶିକ ଆୟ ବ୍ୟୟ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ଉପସ୍ଥାପନ କରିଥିଲେ । ଆଗାମୀ ୨୦୨୩ ବାଲିଯାତ୍ରାକୁ […]

କେନ୍ଦ୍ରାପଡା ୬/୮- ଓଡିଶା ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ କରକମଳରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳଙ୍କ ଦ୍ୱିତୀୟ କବିତା ସଂକଳନ “କବିତା କଲ୍ଲୋଳ” ଏବଂ କାର୍ଯ୍ୟକାରୀ ସଦସ୍ୟ ନାଟ୍ୟକାର ଡ. ରମାକାନ୍ତ ନାୟକଙ୍କ ଏକାଙ୍କୀ ସଙ୍କଳନ “ଏବେବି ଧରମା ବଞ୍ଚିଛି” ଉନ୍ମୋଚିତ ହୋଇଥିଲା । ଇତ୍ୟବସରରେ ରାଜଭବନ ଲୋକ ସମ୍ପର୍କ ଅଧିକାରୀ କବି ରକ୍ଷକ […]

କେନ୍ଦ୍ରାପଡ଼ା,୬ା୮ : କେନ୍ଦ୍ରାପଡା ଜିଲ୍ଲା ଚିତ୍ରଶିଳ୍ପୀ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଚିତ୍ରଶିଳ୍ପୀ ଗୈାରବ ସମ୍ମାନ- ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ନଙ୍ଗୁଳି ଚରଣ ବେହେରାଙ୍କ ପୈାରହିତ୍ୟରେ ଓ ବରିଷ୍ଠ ଚିତ୍ରଶିଳ୍ପୀ ଅଜୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଅଜୟ କୁମାର […]

କେନ୍ଦ୍ରାପଡା ଜିଲ୍ଲା ୪୮୮ ବର୍ଗ ଅନୁଦାନ ପ୍ରାପ୍ତ ଅଧ୍ୟାପକ କର୍ମଚାରୀଙ୍କର ଏକ ଜରୁରୀ ପ୍ରସ୍ତୁତି ବୈଠକ ସଂଘର ସଭାପତି ରବି ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୯ କ୍ରାନ୍ତି ଦିବସରେ ଏକ ମହାସମାବେଶ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି । ସମାବେଶରେ ୫ ଦଫା ଦାବୀ ଯଥା ଚାକିରୀ ସର୍ତ୍ତାବଳୀ, ପେନସନ୍ ପଦୋନ୍ନତି, ୨୦୧୮ରୁ ପିଛିଲା ଭାଗରେ ସପ୍ତମ ବେତନ ଅବସର ବୟସ ୬୦ ରୁ ୬୨ […]

केंन्द्रापड़ा, 05/08: नवयुग इन्फोटेक के खिलाफ धोखाधड़ी की शिकायत मिली है। शिकायत मिलने के बाद केंन्द्रापड़ा के जिलाधिकारी अमृत रृतुराज ने इसके काम को धोखाधड़ी करार दिया और आम लोगों से धोखाधड़ी का शिकार न होने की अपील की । ओडिशा डिजिटल हाउस नंबर में नवयुग इन्फोटेक के कर्मचारी लोगों […]

केंन्द्रापड़ा 5/8- इस साल देर से मानसून आने और पिछले 15 जुलाई से 4 निम्न दबाव के कारण मानसून अब तक सक्रिय नेहींहुआ है। खेती की शुरुआत से ही कम वर्षा के कारण खेती करज्या धीमी रही है. जिन किसानों ने बीज लगाया था, वे काफी हद तक बर्बाद हो […]

केंन्द्रापड़ा शहर अर ब्लॉक कांग्रेस की ओर से राहुल गांधी के समर्थन में मोटरसाइकिल रैली निकाली गयी. मानहानि मामले में राहुल गांधी की 2 साल की सजा को सुप्रीम कोर्ट निलंबित करने के कारण राहुल गांधी अपने सांसद पद पर वापस लौट आएंगे । इस कारण कांग्रेस कार्यकर्ताओं में जबरदस्त […]

  मगरमच्छों से डर लगा रहता है पट्टामुंन्डाइ 5.8-पट्टमुंन्डाइ बाड की प्रकोप कम होतिजारहिहे स्थिति में सुधार हुआ है, लेकिन कमजोर लोगों की दुर्दशा बढ़ गई है। बाढ़ के पानी में सब्जी की फसल बर्बाद होने से किसानों को परेशानी होरही है । और सब्जी कीमतें आसमान छू रही हैं […]