ପଟ୍ଟାମୁଣ୍ଡାଇ କଲେଜରେ ଆବର୍ଜନା ସଫେଇ ଓ ପରିଚାଳନା ସଚେତନତା



ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସାଧାରଣ ଲୋକମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଆବର୍ଜନା ସଫେଇ ଓ ଏହାର ସୁପରିଚାଳନା ସଚେତନତା ନୂଆ -ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଓ ନୂଆ -ଓ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ ଉଦଘାଟନ କରିଥିଲେ ଓ +୩ ନୋଡାଲ ଅଫିସର ପ୍ରାଧ୍ୟାପକ ବୈକୁଣ୍ଠ ରାଉଳ +୨ ନୋଡାଲ ଅଫିସର ଅଧ୍ୟାପକ ନିର୍ମଳ ସାହୁଙ୍କ ନେତୃତ୍ୱରେ କଲେଜ ଛାତ୍ରଛାତ୍ରୀମାନେ ଆବର୍ଜନା ସଫେଇ କରିବା ସହିତ ଏହାର ସୁପରିଚାଳନା ପାଇଁ ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ, ଅଧ୍ୟାପକ ସରୋଜ ନାୟକ, ରଞ୍ଜନ ବେହୁରା,ଜିତେନ୍ଦ୍ର ମଲ୍ଲିକ, ଅଧ୍ୟାପିକା ,ରଶ୍ମିତା ପାଣିଗ୍ରାହୀ, ଶୁଭଲଷ୍ମୀପ୍ରଧାନ ଓ ନମିତା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading