ଟାଉନ ପୋଲିସ ଦ୍ୱାରା ଚାଲିଛି ଗାଡି ଯାଞ୍ଚ, ବାଇକ ଚାଳକଙ୍କ କୋକୁଆ ଭୟ

କେନ୍ଦ୍ରାପଡ଼ା, ୧୩ା୯: ପ୍ରଶାସନିକ ସ୍ଥାଣୁତା ପାଇଁ କେନ୍ଦ୍ରାପଡା ସହରରେ ଜବରଦଖଲ, ଟ୍ରାଫିକ ସମସ୍ୟା ବଢିବଢି ଚାଲିଛି । ବାଇକ ଚାଳକଙ୍କ ବେଆଇନ ଭାବେ ବେପରୁଆ ଗାଡିଚାଳନା ସାଙ୍ଗକୁ ବିକଟାଳ ଶଦ୍ଦ କରିବା ସହରବାସୀଙ୍କୁ ଭୟଭିତ କରି ରଖିଛି । ତେବେ ଆନନ୍ଦର…

୧୩ ଦିନରେ ଧାନ ଗଛରୁ ଥୋଡ ଚିଞ୍ଛା ବାହାରିଲା, ଚାଷୀ ହତାସ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୩ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି । ଏହାକୁ ନେଇ ଚାଷୀ କୃଷିବିଭାଗ ଅଫିସରେ ଜାଣାଇଛନ୍ତି । କୃଷୀ ଅଧିକାରୀ କ୍ଷେତ ବୁଲି ଅନୁଧ୍ୟାନ କରିବା ପାଇଁ ପ୍ରତିଶୃତି…

ଅସରାଏ ବର୍ଷାରେ ଲହଡ଼ି ମାରୁଛି ବର୍ଷା ପାଣି ,କାଗଜକଲମରେ ଚାଲିଛି ଜଳନିଷ୍କାସନ ଯୋଜନା!

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବୁଧବାର ସଂନ୍ଧ୍ୟା ସୁଧା ୨୭ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ସହରବାସୀ କୁତ୍ରିମ ବନ୍ୟାରେ ଉବୁଡୁବୁ ହୋଇଛନ୍ତି । ପୌରପ୍ରଶାସନର ପ୍ରହସନ ଯୋଗୁଁ ବିଗତ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ପୌରାଂଚଳରେ କୁତ୍ରିମ ବନ୍ୟା…

ରାଜ୍ୟବ୍ୟାପି ତୀବ୍ର ହେଉଛି ଏସଏସବି ଅଧ୍ୟାପକଙ୍କ ଆନ୍ଦୋଳନ

କେନ୍ଦ୍ରାପଡ଼ା,୧୩ା୯: ତୀବ୍ର ହେଲାଣି ଏସଏସବି ଅଧ୍ୟାପକଙ୍କ ଆନଦୋଳନ । ଅଧ୍ୟାପକର ମାନ୍ୟତା ଓ ଗ୍ରେଡ ପେ ସଂଶୋଧନ ଦାବିରେ ରାଜ୍ୟ ବ୍ୟାପି ସମସ୍ତ ୪୮୮ବର୍ଗ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟ ଏସଏସବି ସଙ୍ଘର ନିଷ୍ପତ୍ତି…

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଗଣଧାରଣାକୁ ୯ଦିନ ପ୍ରବଳ ବର୍ଷା ସତ୍ତ୍ୱେ ଧାରଣା ଅବ୍ୟାହତ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଗଣଧାରଣାକୁ ଆଜି ୯ଦିନ ପୁରିଛି । କ୍ରିୟାନୁଷ୍ଟାନ କମିଟି ଦାବି ହାସଲ ପାଇଁ ଆନ୍ଦୋଳନକୁ ଏବେ ଶେଷ ଅସ୍ତ୍ର ରୂପେ ବିଚାର କରି ଆନ୍ଦୋଳନକୁ ଯୋରଦାର କରିବାକୁ ଉଦ୍ୟମ…

‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ

କେନ୍ଦ୍ରାପଡ଼ା, ୧୩ା୯: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ “ଆୟୁଷ୍ମାନ ଭବ” ଅଭିଯାନର ଶୁଭାରମ୍ଭ ଆଜି ହୋଇଯାଇଛି । ଭାରତ ସରକାରଙ୍କ “ସୁସ୍ଥ ଭାରତ ସମର୍ଥ ଭାରତ” ଆଭିମୁଖ୍ୟରେ ଏକ ଐତିହାସିକ ଫର୍ଦ୍ଦ ଯୋଡ଼ିଛି ଏହି ଅଭିଯାନ ।…

ବିଶ୍ୱାସ ନ ହେଲେ ବି ସତ,ଲଣ୍ଡନ-କଲିକତା ବସ୍ ସେବା , ୧୯୫୭ ରେ ଆରମ୍ଭ ହୋଇଥିଲା ୧୯୭୬ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା

ବିଶ୍ୱାସ ନ ହେଲେ ବି ସତ ଦିନେ ଲଣ୍ଡନରୁ କଲିକତାକୁ ବସ୍ ଚାଲୁଥିଲା ଏବଂ ଯାତ୍ରୀ ମଧ୍ୟ ଯିବା ଆସିବା କରୁଥିଲା । ୧୯୫୭ ମସିହାରେ ଲଣ୍ଡନରୁ କଲିକତାକୁ ‘ଆଲବର୍ଟ’ ନାମକ ଏକ ବସ୍ ଚଳାଚଳ ଆରମ୍ଭ କରିଥିଲା । ଇଂଲଣ୍ଡରୁ…

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅଷ୍ଟମ ଦିନରେ, ଆନ୍ଦୋଳନରେ ସାମିଲ ହେଲା ଆପ୍‌,ବଡ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ସରକାରଙ୍କ ପକ୍ଷରୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଏପର୍ଯ୍ୟନ୍ତ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଉନଥିବା କାରଣରୁ ଜିଲ୍ଲା ପ୍ରଶାସନ…

କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କର ଗଣଧାରଣା

କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱବନ୍ଧୁ ଜେନାଙ୍କ ସଭାପତିତ୍ୱରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ବାୟାବାବା ମଠ ପାଖରୁ ଏକ ଶୋଭାଯାତ୍ରାରେ ଆସି ଶାନ୍ତିପୂର୍ଣ୍ଣ ଭାବେ ଧାରଣାସ୍ଥଳରେ ପହଞ୍ଚି ଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର…

ବୃଦ୍ଧ ନିଖୋଜ, କୁମ୍ଭୀର ଆକ୍ରମଣ ଶିକାର ଆଶଙ୍କା!

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମର ୯୦ବର୍ଷ ବୟସ୍କ ବୃଦ୍ଧ ଆଦିକନ୍ଦ ପାତ୍ର ସୋମବାର ଦିବା ୨ଟା ୩୦ମିନିଟ ସମୟରେ ଘରୁ ନିଖୋଜ ଥିବା ନେଇ ପୁତ୍ର ବିଶ୍ୱନାଥ ପାତ୍ର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ…

ବନ୍ୟା ପାଣି ପଚି ପୌରାଂଚଳରେ ବଢ଼ୁଛି ମଶାଙ୍କ ପ୍ରଦୃଭାବ: ୧୦ଟି ୱାର୍ଡରେ ସ୍ଥିତି ସଂଙ୍ଗୀନ: ଡେଙ୍ଗୁ ବ୍ୟାପିବା ଆଶଙ୍କା

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ  ନିକଟରେ ବନ୍ୟା ଆସିବା ଯୋଗୁ ପଟ୍ଟାମୁଣ୍ଡାଇ ପୌରାଚଂଳର ୧୦ ଗୋଟି ୱାର୍ଡ ପ୍ରଭାବିତ ହୋଇଥିଲା । ବନ୍ୟା ଛାଡିଯିବା ପରେ ବିଭିନ୍ନ ଚାଷଜମି ଖାଲଖମା ଓ ପୋଖରୀ ଗୁଡିକରେ ପଶି ଥିବା…

ପଟ୍ଟାମୁଣ୍ଡାଇରେ ଜିଏସଟି ଏନଫୋର୍ସମେଂଟ ବିଭାଗର ଚଢାଉ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଥିବା ଏକ ଗ୍ରୋସରୀ ହୋଲସେଲ ଦୋକାନ ଉପରେ ପାରାଦୀପ ଜିଏସଟି ଏନଫୋରସମେଂଟ ବିଭାଗ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଛି । ଜିଏସଟି ମୁଖ୍ୟାଳୟର ନିର୍ଦେଶ କ୍ରମେ ପାରାଦୀପ ଜୋନର ଡେପୁଟୀ କମିଶନର ରମେସ କୁମାର ସ୍ୱାଇଁଙ୍କ…

୧୮ନଂ ୱାର୍ଡ ତାତନାରେ ଘରପୋଡି, ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୮ନଂ ୱାର୍ଡ ତାତନା ଗ୍ରାମର ଚିତରଞ୍ଜନ ସାହୁଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର…

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ବଡପଡା ପଂଚାୟତ କଂଟାବଣ ହାଟ ଠାରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଲେଖ କୁମାର ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି…

ଗ୍ୟାଙ୍ଗଷ୍ଟାର ବିଭୂ ସାହୁ ହତ୍ୟା ଘଟଣା ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଗିରଫ

କେନ୍ଦ୍ରାପଡା,୧୧/୯- ଗ୍ୟାଙ୍ଗଷ୍ଟାର ବିଭୂ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାର୍ଶାଘାଇ ଥାନା ଧନିଆପଡା ଗ୍ରାମର ସାଜନ ବେହେରା(୩୧) ଏବଂ ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତ କାନପୁର ଗ୍ରାମର ଚିତ୍ତରଂଜନ ଖୁଣ୍ଟିଆ(୪୪)କୁ ଗିରଫ କରାଯାଇଛି ବୋଲି କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର…

କେନ୍ଦ୍ରାପଡା ମଣ୍ଡଳ ପ୍ରାଥମିକ ଶିକ୍ଷକ ସଂଘର ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବି ସମ୍ପର୍କରେ ରାଜ୍ୟସରକାର କୌଣସି ପଦକ୍ଷେପ ନନେଇ ଟାଳଟୁଳନୀତି ଅବଲମ୍ବନ କରୁଥିବାରୁ ଓ କୌଣସି ନିଷ୍ପତ୍ତି ଘୋଷଣା ନ କରିବାରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ୱାନରେ କେନ୍ଦ୍ରାପଡା…

ଡିଜେଲ ଟ୍ୟାଙ୍କର ଉପରେ ଚଢାଉ, ୩ ଗିରଫ

  କେନ୍ଦ୍ରାପଡା,୧୧/୯- ମାର୍ଶାଘାଇ ପୋଲିସ ଏହି ଥାନା ଅର୍ନ୍ତଗତ କୁସୁନପର ଜାତୀୟ ରାଜପଥ ପାର୍କିଂ ନିକଟରୁ ରବିବାର ଦିନ ୩ଜଣ ଚୋରା ଡିଜେଲ ମାଫିଆଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିବା ସହିତ ଟ୍ୟାଙ୍କର ଜବତ୍ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ…

ମେଡିକାଲ କଲେଜ ଦାବିରେ ଗଣଧାରଣାକୁ ସପ୍ତାହେ ପୁରିଲା,ଆନ୍ଦୋଳନରେ ସାମିଲ ହେଲା କିଷାନ କଂଗ୍ରେସ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନକୁ ଆଜି ସପ୍ତାହେ ପୁରିଛି । ଆନ୍ଦୋଳନକାରୀମାନେ ପ୍ରଶାସନ ସହ ଏକ ବଡ ଧରଣର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସରକାରଙ୍କ ପକ୍ଷରୁ କୈାଣସି ପ୍ରତିକ୍ରିୟା ପ୍ରକାଶ…

ଅରଡ଼ପଲ୍ଲୀ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ବ୍ଲକର ଅରଡ଼ପଲ୍ଲୀ ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅରଡ଼ପଲ୍ଲୀ ସରପଂଚ ବୁଦ୍ଧିରାମ ବେହେରା, ସମିତିସଭ୍ୟା ସରିତା ବେହେରା,ସମାଜସେବୀ ସତ୍ୟବ୍ରତ ଚୌଧୁରୀ ଯୋଗ ଦେଇ ପଲ୍ଲୀ ପ୍ରଶାସନର…

 ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ ,ଏକାଧିକ ନଦୀରେ କୁମ୍ଭୀର ଆତଙ୍କ,ନଦୀକୂଳରେ ସୁରକ୍ଷା ଶୂନ

କେନ୍ଦ୍ରାପଡା ଜିଲ୍ଲା ସମୁଦ୍ର ଉପକୂଳ ହୋଇଥିବାରୁ ନଦୀନାଳ ପରିପୂର୍ଣ୍ଣ ଏହି ଅଂଚଳରେ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିମାସରେ କୁମ୍ଭୀର ଓ ମଣିଷ ଲଢ଼େଇରେ କୁମ୍ଭୀର ୬ ଜଣଙ୍କ ଜୀବନ ନେଲାଣି । ଏବେ ଏହି ହିଂସ୍ର କୁମ୍ଭୀର…

୧୫ ବର୍ଷର ଗାଡ଼ିକୁ ରାସ୍ତାରୁ ହଟାଇବାକୁ ନିଷ୍ପତି, ଟ୍ରେକରରେ ଯାତ୍ରୀ ପରିବହନ, କାର୍ଯ୍ୟାନୁଷ୍ଠାନ ଶୂନ

ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ତେଣୁ ରାଜ୍ୟରେ ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରାଯିବ ।…

ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିରେ

ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ୫ଟି ରୁପାନ୍ତରିକରଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଓ ସ୍ୱାର୍ଥ ଶିକ୍ଷକତା…

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ଦାବି ଧାରଣା ୬ଷ୍ଠ ଦିନରେ,ପ୍ରତିରୋଧ ଆନ୍ଦୋଳନକୁ ଆଗକୁ ନେବା ପାଇଁ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଛଅ ଦିନ ପୁରିଛି । ମେଡିକାଲ କଲେଜ ଦାବି ପ୍ରତି ସରକାର ବୀତସ୍ପୃହତା ପ୍ରଦର୍ଶନ କରି ଚାଲିଥିବା ବେଳେ ଦାବି ହାସଲ ପାଇଁ ଆନ୍ଦୋଳନକୁ ଆହୁରି…

କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ସମ୍ମିଳନୀ

କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ଏକ ସମ୍ମିଳନୀ ସ୍ଥାନୀୟ ସ୍ୱୟଂସିଦ୍ଧା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ମହାସଙ୍ଘର ସଭାପତି ଅଶୋକ କୁମାର ଲେଙ୍କା, କାର୍ଯ୍ୟକାରୀ ସଭାପତି ଶିବାଶିଷ ରାଉତ, ସୁଧାଂଶୁଶେଖର ବେହେରା, ସମ୍ପାଦକ ଦେବଦର୍ଶୀ…